Breaking
କୋକା-କୋଲା ୧୨ ବର୍ଷ ପରେ ଭାରତକୁ ଆଇକନିକ୍ ଫିଫା ବିଶ୍ୱକପ୍ ଟିଏମ ଟ୍ରଫି ଆଣିଛିରୋଟାରୀ କ୍ଳବ୍ ଅଫ୍ ଭୁବନେଶ୍ୱର ରୟାଲ ପକ୍ଷରୁ କମ୍ବଳ ବଣ୍ଟନଟାଟା ମୋଟର୍ସ ନବୀକରଣତା, ସାହାଯ୍ୟକାରୀତା ଏବଂ ବୁଦ୍ଧିମତା ଚଳମାନ ସମାଧାନ ସହିତ ଏହାର ଗତିପଥକୁ ଏକ୍ସକନ ୨୦୨୫ରେ ଆଗକୁ ବଢ଼ାଇପାରିଛିଭୁବନେଶ୍ୱର ଅଗ୍ରଣୀ ଓଡ଼ିଶାର ବୈଷୟିକୀ ବିପ୍ଳବକୁ ଆଗକୁ ବଢ଼ାଇଛି ଯେତେବେଳେକି ଏଆଇ ଏବଂ ଡ଼ିଜିଟାଲ ବ୍ୟାକିଙ୍ଗ ଏସଏମଇ ଭିତିଭୂମିକୁ ପୁନଃରୂପରେଖ ପ୍ରଦାନ କରିଛି: କୋଟାକ୍ଭୁବନେଶ୍ବର ବାଲିଯାତ୍ରା ମହୋତ୍ସବର ପ୍ରଶାସନିକ ପ୍ରସ୍ତୁତି ବୈଠକ
Browsing Category
ଖେଳ
ସନରାଇଜର୍ସକୁ ୭ ଓ୍ବିକେଟରେ ପରାସ୍ତ କଲା କେକେଆର।
ଆବୁଧାବି : ଚଳିତ ଇଣ୍ଡିଆନ୍ ପ୍ରିମିୟର ଲିଗ୍ର ୧୩ଶ ସଂସ୍କରଣରେ ତା’ର ୨ୟ ମ୍ୟାଚରେ ପ୍ରଥମ ବିଜୟ ହାସଲ କରିଛି କଲକାତା ନାଇଟ୍ ରାଇଡର୍ସ (କେକେଆର୍)। ଶନିବାର ୮ମ ଦିନରେ ଖେଳାଯାଇଥିବା କମ୍ ସ୍କୋର୍ ବିଶିଷ୍ଟ ମୁକାବିଲାରେ ସନ୍ରାଇଜର୍ସ ହାଇଦରାବାଦକୁ ୭ ୱିକେଟରେ କେକେଆର୍ ପରାସ୍ତ…
Read More...
Read More...
ଦିଲ୍ଲୀ ୪୪ ରନରେ ହରାଇଲା ଚେନାଇକୁ।
ଦୁବାଇ, ୨୬।୯ : ଯୁବ ଓପନର ପୃଥ୍ବୀ ଶ’ଙ୍କ ଦ୍ରୁତ ଅର୍ଦ୍ଧଶତକ ଏବଂ ବୋଲରଙ୍କ ଆକର୍ଷଣୀୟ ପ୍ରଦର୍ଶନ ବଳରେ ଦିଲ୍ଲୀ କ୍ୟାପିଟାଲ୍ସ ଶୁକ୍ରବାର ଅନୁଷ୍ଠିତ ଇଣ୍ଡିଆନ ପ୍ରିମିୟର ଲିଗ୍ ମ୍ୟାଚରେ ଚେନ୍ନାଇ ସୁପରକିଙ୍ଗ୍ସକୁ ୪୪ ରନରେ ପରାସ୍ତ କରିଛି। ଦିଲ୍ଲୀ ପକ୍ଷରୁ ୧୭୬ ରନର ବିଜୟ ଲକ୍ଷ୍ୟ ଧାର୍ଯ୍ୟ…
Read More...
Read More...
ଟସ୍ ଜିତି ଫିଲ୍ଡି° କରିବ ଚେନ୍ନାଇ।
ଶାରଜା, ୨୨।୯: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ୧୩ତମ ସଂସ୍କରଣର ୪ର୍ଥ ମୁକାବିଲାରେ ମଙ୍ଗଳବାର ଗତଥରର ରନର୍ସଅପ୍ ଚେନ୍ନାଇ ସୁପର୍ କିଙ୍ଗ୍ସ ଓ ରାଜସ୍ଥାନ ରୟାଲ୍ସ ପରସ୍ପରକୁ ଭେଟିଛନ୍ତି। ଏହି ମ୍ୟାଚ୍ରେ ଟସ୍ ଜିତି ଚେନ୍ନାଇ ସୁପର୍ କିଙ୍ଗ୍ସର ଅଧିନାୟକ ମହେନ୍ଦ୍ର ସିଂ ଧୋନୀ…
Read More...
Read More...
ହାଇଦ୍ରାବାଦକୁ ୧୦ ରନରେ ହରାଇଲା ବାଙ୍ଗାଲୋର।
ଦୁବାଇ, ୨୨।୯ :ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ)ର ସୋମବାର ଅନୁଷ୍ଠିତ ମ୍ୟାଚରେ ସନ୍ ରାଇଜର୍ସ ହାଇଦ୍ରାବାଦକୁ ୧୦ ରନରେ ହରାଇ ଅଭିଯାନ ଆରମ୍ଭ କରିଛି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍ସିବି)। ବାଙ୍ଗାଲୋର ପକ୍ଷରୁ ଧାର୍ଯ୍ୟ ୧୬୪ ରନ ବିଜୟ ଲକ୍ଷ୍ୟର ପିଛାକରି ହାଇଦ୍ରାବାଦ ଦଳ ୧୯.୪…
Read More...
Read More...
ସୁପର ଓଭରରେ ଜିତିଲା ଦିଲ୍ଲୀ କ୍ୟାପିଟାଲ୍ସ।
ଦୁବାଇ,୨୧ା୯(ବ୍ୟୁରୋ): ସ୍ଥାନୀୟ ଦୁବାଇ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ରବିବାର ଖେଳାଯାଇଥିବା ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ୍)ର ଦ୍ୱିତୀୟ ମ୍ୟାଚ୍ରେ ଦିଲ୍ଲୀ କ୍ୟାପିଟାଲ୍ସ ସୁପର ଓଭରରେ କିଙ୍ଗ୍ସ ଏକାଦଶ ପଞ୍ଜାବକୁ ପରାସ୍ତ କରିଛି। ଏହି ରୋମାଞ୍ଚକ ମ୍ୟାଚରେ ଟସ୍ହାରି…
Read More...
Read More...
ଆଇପିଏଲ ପ୍ରଥମ ମ୍ୟାଚରେ ସିଏସକେ ୫ ଓ୍ବିକେଟରେ ଜିତିଲା।
ଆବୁଧାବି : ୟୁଏଇରେ ଇଣ୍ଡିଆନ୍ ପ୍ରିମିୟର ଲିଗ(ଆଇପିଏଲ୍)ର ୧୩ଶ ସଂସ୍କରଣର ଉଦଘାଟନୀ ମ୍ୟାଚରେ ଗତଥରର ଚାମ୍ପିୟନ ମୁମ୍ବଇ ଇଣ୍ଡିଆନ୍ସକୁ ୫ୱିକେଟରେ ପରାସ୍ତ କରିଛି ଚେନ୍ନଇ ସୁପରକିଙ୍ଗସ୍। ଚେନ୍ନଇ ସୁପର କିଙ୍ଗସ୍ ଟସ୍ ଜିଣି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ମୁମ୍ବଇ ଇଣ୍ଡିଆନ୍ସ…
Read More...
Read More...
ଆଉ କିଛି ସମୟ ପରେ ଆଇପିଏଲ ମ୍ୟାଚ।
ଶାରଜା,୧୯/୯(ବ୍ୟୁରୋ): ଇଣ୍ଡିଆନ ପ୍ରିମିୟର ଲିଗର ୧୩ତମ ସଂସ୍କରଣ ଆଉ କିଛି ସମୟ ପରେ ଆରମ୍ଭ ହୋଇଯିବ । ଭାରତୀୟ ସମୟ ସନ୍ଧ୍ୟା ୭ଟା୩୦ରେ ଆଇପିଏଲର ଉଦଘାଟନୀ ମୁକାବିଲା ଚେନ୍ନାଇ ସୁପର କିଙ୍ଗ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଖେଳାଯିବ । ପ୍ରଶଂସକମାନେ ଦୀର୍ଘ ଦିନ ପରେ ପଡିଆରେ ମହେନ୍ଦ୍ର…
Read More...
Read More...
ଆଇସିସି ଦିନିକିଆ ମାନ୍ୟତାରେ ପ୍ରଥମରେ ବିରାଟ,ଦ୍ବିତୀୟରେ ରୋହିତ।
ଦୁବାଇ, ୧୭/ ୦୯: ଗୁରୁବାର ପ୍ରକାଶ ପାଇଛି ଆଇସିସି ଦିନିକିଆ ମାନ୍ୟତା ତାଲିକା। ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳା ଯାଉଥିବା ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ଶୃଙ୍ଖଳା ପରେ ଆଇସିସି ପ୍ରକାଶ କରିଛି ଦିନିକିଆ ମାନ୍ୟତା। ସଦ୍ୟ ପ୍ରକାଶିତ ତାଲିକାରେ ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି…
Read More...
Read More...
ସଚିନ ତେନ୍ଦୁଲକରଙ୍କ ସୁପୁତ୍ର ଅର୍ଜୁନ ମୁମ୍ବାଇ ଇଣ୍ଡିଆନସରେ।
ଦୁବାଇ,୧୭/୯: ଗତ କିଛିଦିନ ହେଲା ଏହି ଚର୍ଚ୍ଚା ଜୋରଧରିଛି ଯେ କ୍ରିକେଟ୍ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କ ସୁପୁତ୍ର ଅର୍ଜୁନ ଆଇପିଏଲ୍ ଦଳ ମୁମ୍ବଇ ଇଣ୍ଡିଆନ୍ସରେ ଯୋଗ ଦେଇଛନ୍ତି। ଗତ କିଛିଦିନ ହେଲା ଅର୍ଜୁନ ୟୁଏଇରେ ଥିବା ୪ ଥରର ଚମ୍ପିଆନ୍ ମୁମ୍ବଇ ଇଣ୍ଡିଆନ୍ସ ଖେଳାଳିଙ୍କ ସହ…
Read More...
Read More...
ଆଶୀର୍ବାଦ ବେହେରାଙ୍କୁ କ୍ଲିନ ଚିଟସ୍ ଦେଲେ ସୁପ୍ରିମକୋର୍ଟ।
ଭୁବନେଶ୍ବର,୧୪/୯(ଓଡ଼ିଆ ନ୍ୟୁଜ):ଓଡ଼ିଶା ଅଲମ୍ପିକ୍ସ ଆସୋସିଏସନ୍(ଓଏଏ)ର ପୂର୍ବତନ ସମ୍ପାଦକ ଆଶୀର୍ବାଦ ବେହେରାଙ୍କୁ କଟକ ବାରବାଟୀ ପ୍ୟାଲେସ୍ ମାମଲାରେ ସୁପ୍ରିମ୍କୋର୍ଟ କ୍ଲିନ୍ ଚିଟ୍ସ ଦେଇଛନ୍ତି। ସୁପ୍ରିମ୍କୋର୍ଟରେ ଚାଲିଥିବା ମାମଲାରେ ସିବିଆଇର ଫାଇନାଲ୍ ଫର୍ମ ଦାଖଲ କରିଥିଲେ।…
Read More...
Read More...