banner
Breaking
Browsing Category

ଖେଳ

ରୌପ୍ୟ ପଦକ ଧରି ଫେରିଲେ ଶ୍ରାକାନ୍ତ

ନୂଆଦିଲ୍ଲୀ,୧୯।୧୨: ଭାରତୀୟ ଷ୍ଟାର ପୁରୁଷ ଶଟଲର କିଡାମ୍ବି ଶ୍ରୀକାନ୍ତ ଚଳିତ ବିଡବ୍ଲ୍ୟୁଏଫ୍‌ ବିଶ୍ୱ ଚାମ୍ପିୟନଶିପ୍‌ରେ ରୌପ୍ୟ ପଦକରେ ସନ୍ତୁଷ୍ଟ ରହିଛନ୍ତି। ରବିବାର ସ୍ପେନର ହୁଏଲଭାଠାରେ ଖେଳାଯାଇଥିବା ଫାଇନାଲରେ ତାଙ୍କୁ ହରାଇ ସ୍ବର୍ଣ୍ଣ ପଦକ ହାତେଇ ନେଇଛନ୍ତି ସିଙ୍ଗାପୁରର ଲୋ କେନ ୟେ।…
Read More...

୧୯ ବର୍ଷରୁ କମ୍ ବିଶ୍ବକପ ପାଇଁ ଭାରତୀୟ ଦଳ ଘୋଷଣା

ନୂଆଦିଲ୍ଲୀ,୧୯।୧୨: ଆସନ୍ତା ବର୍ଷ ଜାନୁୟାରୀ ୧୪ରୁ ଫେବୃୟାରୀ ୫ ତାରିଖ ପର୍ଯ୍ୟନ୍ତ କାରିବିୟାନ ଦେଶ(ଓ୍ବେଷ୍ଟଇଣ୍ଡିଜ)ରେ ହେବାକୁ ଯାଉଛି ୧୯ ବର୍ଷରୁ କମ୍‌ ବିଶ୍ୱକପ୍‌। ଏଥିଲାଗି ରବିବାର ୧୭ ଜଣିଆ ଭାରତୀୟ ଦଳ ଘୋଷଣା କରିଛି ବିସିସିଆଇ। ଦିଲ୍ଲୀ ବ୍ୟାଟର ୟଶ ଧୂଲଙ୍କୁ ଦିଆଯାଇଛି ଏହି ଦଳର…
Read More...

ବଡ ସ୍କୋରକୁ ମାତ ଦେଇ ସିରିଜ ଜିତିଲା ପାକିସ୍ତାନ

କରାଚୀ,୧୬।୧୨: ଓ୍ବେଷ୍ଟଇଣ୍ଡିଜ ପକ୍ଷରୁ ଧାର୍ଯ୍ୟ ୨୦୮ ରନ୍‌ର ବିଶାଳ ବିଜୟ ଲକ୍ଷ୍ୟକୁ ପିଛା କରି ଅନ୍ତିମ ତଥା ତୃତୀୟ ଟି୨୦ ମ୍ୟାଚ୍‌କୁ ଜିତି ନେଇଛି ପାକିସ୍ତାନ। ଅନ୍ତର୍ଜାତୀୟ ଟି୨୦ କ୍ରିକେଟ ଇତିହାସରେ ପାକିସ୍ତାନ କଦାପି ଏତେ ବଡ଼ ସ୍କୋରର ପିଛା କରି ମ୍ୟାଚ୍‌ ଜିତି ନ ଥିଲା। ଏହି ବିଜୟ…
Read More...

ପୁଣି ବିଶ୍ବକପ୍ କ୍ରିକେଟରେ ଭେଟହେବେ ଭାରତ ପାକିସ୍ତାନ

ଦୁବାଇ, ୧୫।୧୨: ୨୦୨୨ ମାର୍ଚ୍ଚ ୪ରୁ ନ୍ୟୁଜିଲାଣ୍ଡରେ ଆରମ୍ଭ ହେବାକୁ ଥିବା ମହିଳା ଦିନିକିଆ କ୍ରିକେଟ ବିଶ୍ୱକପ୍‌ର କାର୍ଯ୍ୟସୂଚୀ ଘୋଷଣା କରିଛି ଅନ୍ତର୍ଜାତୀୟ କ୍ରିକେଟ କାଉନ୍‌ସିଲ୍‌ (ଆଇସିସି)। ଏହି ଇଭେଣ୍ଟରେ ଭାରତ ପ୍ରଥମେ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ଭେଟିବ। ଏହି ମ୍ୟାଚ…
Read More...

ଆର୍ଜେଣ୍ଟିନା ହାତେଇଲା ଜୁନିୟର ହକି ବିଶ୍ବକପ୍

ଭୁବନେଶ୍ୱର, ୫।୧୨(ବ୍ୟୁରୋ)- କଳିଙ୍ଗ ଷ୍ଟାଡିୟମରେ ଏଫ୍‌ଆଇଏଚ୍‌ ଓଡ଼ିଶା ହକି ପୁରୁଷ ଜୁନିୟର ବିଶ୍ୱକପ (୨୧ ବର୍ଷରୁ କମ୍‌)ର ସଫଳ ଏବଂ ସୁରକ୍ଷିତ ପରିସମାପ୍ତି ଘଟିଛି। ରବିବାର ଅନୁଷ୍ଠିତ ଫାଇନାଲରେ ଜର୍ମାନୀକୁ ୪-୨ ଗୋଲରେ ହରାଇ ଆର୍ଜେଣ୍ଟିନା ଚାମ୍ପିୟନ ହୋଇଛି। ବିଜୟୀ ଦଳର ଲୌଟାରୋ ଡୋମେନେ…
Read More...

୧୦ ଓ୍ବିକେଟ ନେଲେ ଏଜାଜ

ମୁମ୍ବାଇ,୪।୧୨: ନ୍ୟୁଜିଲାଣ୍ଡ ସ୍ପିନର ଏଜାଜ ପଟେଲ ଓ୍ବାଙ୍ଖଡେ ଷ୍ଟାଡିୟମରେ ଚାଲିଥିବା ଭାରତ ବିପକ୍ଷ ଟେଷ୍ଟ ମ୍ୟାଚ୍‌ର ପ୍ରଥମ ଇନିଂସରେ ସମସ୍ତ ୧୦ ଉଇକେଟ ହାସଲ କରିଛନ୍ତି। ଏଭଳି ସଫଳତା ପାଇବାରେ ସେ ବିଶ୍ୱର ୩ୟ ବୋଲର। ସେ ଏବେ ଇଂଲଣ୍ଡର ଜିମ ଲେକର ଓ ପୂର୍ବତନ ଭାରତୀୟ ଅଧିନାୟକ ଅନିଲ…
Read More...

ବ୍ରୋଞ୍ଜ ପାଇଁ ଲଢିବ ଭାରତ

ଭୁବନେଶ୍ୱର,୩।୧୨(ବ୍ୟୁରୋ): ବିଶ୍ୱକପର ପ୍ରତିଟି ମ୍ୟାଚରେ ଆକର୍ଷଣ ଖେଳ ପ୍ରଦର୍ଶନ କରିଥିବା ଭାରତ ଶେଷରେ ବ୍ରୋଞ୍ଜ ପାଇଁ ଲଢେଇ କରିବ। କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ଏଫ୍‌ଆଇଏଚ୍‌ ଓଡ଼ିଶା ହକି ପୁରୁଷ ଜୁନିୟର ବିଶ୍ୱକପର ଶୁକ୍ରବାର ଅନୁଷ୍ଠିତ ଦ୍ୱିତୀୟ ସେମିଫାଇନାଲରେ ଜର୍ମାନୀ ୪-୨ ଗୋଲରେ…
Read More...

ବିଜୁ ସ୍ୱାସ୍ଥ୍ୟ ସ୍ମାର୍ଟ କାର୍ଡ଼ ଯୋଜନାରେ ସାମିଲ ହେଲା କନ୍ଧମାଳ

ଫୁଲବାଣୀ : ଫୁଲବାଣୀର ମିନି ଷ୍ଟାଡିୟମରେ ବିଜୁ ସ୍ୱାସ୍ଥ୍ୟ ସ୍ମାର୍ଟ କାର୍ଡ ବଣ୍ଟନର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆମପାଇଁ ପ୍ରତିଟି ଜୀବନ ମୂଲ୍ୟବାନ । ନିଜର ତଥା ନିଜ ପରିବାରର ଚିକିତ୍ସା ପାଇଁ ମୋ ରାଜ୍ୟର ଲୋକେ ଆଉ ଜମିବାଡି ବନ୍ଧା ପକାଇବେ ନାହିଁ।…
Read More...

ଜୁନିୟର ହକି ବିଶ୍ବକପ୍ ପାଇଁ ତିନି ଓଡିଶା ଖେଳାଳି ମନୋନୀତ

ଭୁବନେଶ୍ବର,୧୧।୧୧: ହକି ଇଣ୍ଡିଆ ପକ୍ଷରୁ ୨୧ବର୍ଷରୁ କମ ଜୁନିୟର ହକି ବିଶ୍ବକପ୍‌ ଲାଗି ଭାରତୀୟ ଦଳ ଘୋଷଣା କରାଯାଇଛି। ୧୮ ଜଣିଆ ଟିମରେ ଓଡିଶାରୁ ୩ଜଣଙ୍କୁ ସୁଯୋଗ ମିଳିଛି। ସେମାନେ ହେଲେ ଅଭିଷେକ ଲାକ୍ରା, ସୁନୀଲ ଜୋଜୋ ଓ ସୁଦୀପ ସାମିଲ। ଅଧିନାୟକତ୍ବ କରିବେ ବିବେକ ପ୍ରସାଦ ସାଗର । ତେବେ…
Read More...

ଆରସିବିର ନୂଆ କୋଚ୍ ନିଯୁକ୍ତ

ବେଙ୍ଗାଲୁରୁ, ୧୦।୧୧- ଇଣ୍ଡିଆନ ପ୍ରିମିୟର ଲିଗ୍‌ର ଆଗାମୀ ସଂସ୍କରଣ ପୂର୍ବରୁ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ସଞ୍ଜୟ ବାଙ୍ଗରଙ୍କୁ ମୁଖ୍ୟ କୋଚ୍‌ ନିଯୁକ୍ତ କରିଛି। ପୂର୍ବରୁ ସେ ଦଳର ବ୍ୟାଟିଂ ପରାମର୍ଶଦାତା ଥିଲେ। ତାଙ୍କୁ ୨ ବର୍ଷ ପାଇଁ ଏହି ଦାୟିତ୍ୱ ଦିଆଯାଇଥିବା ଆରସିବି…
Read More...