banner
Breaking
Browsing Category

ଦେଶ ବିଦେଶ

କୋଭିଡ୍ ୧୯ ପ୍ରଭାବ ସାଧାରଣ ଥଣ୍ଡା ଭଳି ହୋଇଯିବ : ବିଶେଷଜ୍ଞ

ନୂଆଦିଲ୍ଲୀ,୨୨/୫(ବ୍ୟୁରୋ): କୋଭିଡ-୧୯ ମହାମାରୀର କାରଣ ହୋଇଥିବା ନୋଭେଲ କରୋନା ଭୂତାଣୁ ଭବିଷ୍ୟତରେ ସାଧାରଣ ଥଣ୍ଡା, କଫ, କାଶ, ଛିଙ୍କ ଠାରୁ ଆଉ ଅଧିକ ମାରାତ୍ମକ ହୋଇନପାରେ ବୋଲି ଏକ ଅଧ୍ୟୟନରୁ ଜଣାଯାଇଛି। ଜର୍ଣ୍ଣାଲ ଭାଇରସେସରେ ପ୍ରକାଶିତ ଏହି ଗବେଷଣାମୂଳକ ରିପୋର୍ଟରେ ଗାଣିତିକ ମଡେଲକୁ…
Read More...

ବଢିବ କୋଭାକ୍ସିନ ଟିକା ଉତ୍ପାଦନ।

ନୂଆଦିଲ୍ଲୀ, ୨୨।୫: ଭାରତରେ କୋଭିଡ୍‌ ଭାକ୍ସିନ ସଙ୍କଟ ଏଡ଼ାଇବା ପାଇଁ କେନ୍ଦ୍ର ସରକାର ବିଦେଶରେ ଟିକା ଉତ୍ପାଦନ ନିମନ୍ତେ ଉଦ୍ୟମ ଆରମ୍ଭ କରିଛନ୍ତି। ସ୍ବଦେଶୀ ଜ୍ଞାନକୌଶଳରେ ବିକଶିତ କୋଭାକ୍ସିନ ଉତ୍ପାଦନ ବଢ଼ାଇବା ପାଇଁ ଭାରତ ବାହାରେ ଏହାର ପ୍ରଡକ୍ସନ ସେଣ୍ଟର ପ୍ରତିଷ୍ଠା କରିବା ନିମନ୍ତେ…
Read More...

ଭାଜପା ପକ୍ଷରୁ ଦେଶର ୮୨୪ ଜିଲ୍ଲାରେ ଖୋଲିଲା କରୋନା ହେଲ୍ପଢେସ୍କ।

ଭୁବନେଶ୍ୱର, ୨୨ା୫(ବ୍ୟୁରୋ): କରୋନାକୁ ମୁକାବିଲା ପାଇଁ ଶୁକ୍ରବାର ଭାଜପା କୃଷକ ମୋର୍ଚ୍ଚା ରାଷ୍ଟ୍ରୀୟ ସ୍ତରରେ ଆଉ ଏକ ପାଦ ଆଗେଇଛି। ‘ୱାନ୍‌ ଡିଷ୍ଟ୍‌ରକ୍ଟ ୱାନ୍‌ କୋଭିଡ୍‌-୧୯ ହେଲ୍ପଡେସ୍କ’ ଆଧାରରେ ଦେଶର ସବୁ ଜିଲାରେ ୮୨୪ଟି ହେଲ୍ପଡେସ୍କ ଆରମ୍ଭ ହୋଇଛି। ଭାଜପା ରାଷ୍ଟ୍ରୀୟ ସଭାପତି…
Read More...

ଯେଉଁଠି ରୋଗ, ସେଇଠି ଚିକିତ୍ସା ଅଛି।

ନୂଆଦିଲ୍ଲୀ,୨୧।୫: କରୋନା ସଙ୍କଟକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ନିଜ ସଂସଦୀୟ କ୍ଷେତ୍ର ବାରାଣସୀର ଡାକ୍ତର ଏବଂ ସ୍ବାସ୍ଥ୍ୟକର୍ମୀଙ୍କ ସହ ଭିଡିଓ କନଫରେନ୍ସିଂ ଜରିଆରେ ଆଲୋଚନା କରିଛନ୍ତି। ଏହି ସମୟରେ ପ୍ରଧାନମନ୍ତ୍ରୀ ଭାବପ୍ରବଣ ହୋଇପଡିଥିଲେ। ସେ କହିଛନ୍ତି,…
Read More...

ଟିକା ଅଭାବ ସମସ୍ୟା ଖୁବଶୀଘ୍ର ଦୂର ହେବ।

ନୂଆଦିଲ୍ଲୀ,୧୯।୫: ଦେଶରେ କରୋନା ମହାମାରୀ ସଂକ୍ରମଣ ତାଣ୍ଡବ ରଚିଛି। ଏପରିସ୍ଥଳେ ଭାକ୍ସିନ୍‌ ଏବଂ କରୋନା ଔଷଧର ଅଭାବ ଯୋଗୁ ସଙ୍କଟ ସୃଷ୍ଟି ହୋଇଛି। ତେବେ ଏହି ସମସ୍ୟାର ସମାଧାନ ପାଇଁ କେନ୍ଦ୍ରୀୟ ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରି ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି ଦେଶରେ ସୃଷ୍ଟି…
Read More...

ଖୁବଶୀଘ୍ର ୨ରୁ ୧୮ ବର୍ଷଙ୍କ ଉପରେ ଟିକା ପରୀକ୍ଷା ହେବ।

ନୂଆଦିଲ୍ଲୀ, ୧୯ା୫: ଆଗାମୀ ୧୦ରୁ ୧୨ ଦିନ ମଧ୍ୟରେ ଦେଶରେ ୨ରୁ ୧୮ ବର୍ଷ ବୟସ ବର୍ଗଙ୍କ ପାଇଁ ଭାରତ ବାୟୋଟେକ୍‌ର ‘କୋଭାକ୍ସିନ’ ଟିକା ଟ୍ରାଏଲ ଆରମ୍ଭ ହେବ। ଏ ନେଇ ନୀତି ଆୟୋଗ(ସ୍ବାସ୍ଥ୍ୟ)ର ସଦସ୍ୟ ଭି. କେ. ପଲ୍‌ ମଙ୍ଗଳବାର ସୂଚନା ଦେଇଛନ୍ତି। ଭାରତର ଔଷଧ ମହାନିୟନ୍ତ୍ରକ (ଡିସିଜିଆଇ) ଗତ…
Read More...

ସିଙ୍ଗାପୁରରୁ ଆସୁଥିବା ଭାରିଆଣ୍ଟ ଶିଶୁଙ୍କ ପାଇଁ ବିପଦ ସୃଷ୍ଟି କରୁଛି।

ନୂଆଦିଲ୍ଲୀ,୧୮।୫: ଦେଶରେ କରୋନାର ଦ୍ୱିତୀୟ ଲହରର ଭୟ ଲୋକଙ୍କ ମନରୁ ଦୂର ହୋଇ ନ ଥିବା ବେଳେ ତୃତୀୟ ଲହର ଆସିବା ନେଇ ଆହୁରି ଭୟଭୀତ କରାଇଦେଇଛି। କାରଣ ତୃତୀୟ ଲହରରେ ଅତ୍ୟଧିକ ଶିଶୁ ପ୍ରଭାବିତ ହେବେ ବୋଲି କୁହାଯାଉଛି। ତେବେ ତୃତୀୟ ଲହର ଆସିବା ପୂର୍ବରୁ କେତେକ ରାଜ୍ୟରେ କରୋନା କବଳରେ ଅନେକ…
Read More...

କରୋନା ମୁକାବିଲା ପାଇଁ ଜିଲ୍ଲାପାଳଙ୍କ ସହ କଥାହେଲେ ମୋଦି।

ନୂଆଦିଲ୍ଲୀ,୧୮।୫: ଦେଶରେ କରୋନା ମହାମାରୀ ସଂକ୍ରମଣ ଅସମ୍ଭାଳ ହେବାରେ ଲାଗିଛି। ଏପରିସ୍ଥଳେ ସୁରକ୍ଷା ବ୍ୟବସ୍ଥା ସମୀକ୍ଷା କରିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୯ ରାଜ୍ୟର ୪୬ ଜିଲାପାଳ ଏବଂ ଚଣ୍ଡିଗଡ଼ ପ୍ରଶାସନଙ୍କ ସହିତ ଭିଡ଼ିଓ କନଫରେନ୍ସିଂ କରିଛନ୍ତି। ଜିଲାପାଳମାନେ କରୋନା…
Read More...

କୋଓ୍ବିନ୍ ପୋର୍ଟାଲରେ ଉପଲବ୍ଧ ହେବ ୧୪ଟି ଭାଷା।

ନୂଆଦିଲ୍ଲୀ, ୧୭।୫: ଆସନ୍ତା ସପ୍ତାହରେ କୋଓ୍ବିନ ପୋର୍ଟାଲ ହିନ୍ଦୀ ଏବଂ ୧୪ଟି ଆଞ୍ଚଳିକ ଭାଷାରେ ଉପଲବ୍ଧ ହେବ। ଫଳରେ କୋଭିଡ୍‌ ଟିକା ନେବା ଏବଂ ନାମ ପଞ୍ଜୀକରଣ, ସ୍ଲଟ ବୁକିଂ ସହଜ ହୋଇପାରିବ। ସ୍ବାସ୍ଥ୍ୟମନ୍ତ୍ରୀ ଡ. ହର୍ଷ ବର୍ଦ୍ଧନଙ୍କ ଅଧ୍ୟକ୍ଷତାରେ କୋଭିଡ୍‌-୧୯ର ଉଚ୍ଚସ୍ତରୀୟ ବୈଠକରେ ଏହି…
Read More...

ଭାରତର କରୋନା ଲଢେ଼ଇ ୬ ରୁ ୧୮ ମାସ ହୋଇପାରେ।

ନୂଆଦିଲ୍ଲୀ,୧୭।୫: ଭାରତରେ କରୋନା ମହାମାରୀ ସଂକ୍ରମଣର ଦ୍ୱିତୀୟ ଲହର ଯୋଗୁ ସଙ୍କଟ ସୃଷ୍ଟି ହୋଇଛି। ତେବେ ଯୋଜନାବଦ୍ଧ ଭାବେ ୬ରୁ ୧୮ ମାସର ଲଢ଼େଇ ଭାରତରେ ଆବଶ୍ୟକ ବୋଲି ବିଶ୍ୱ ସ୍ବାସ୍ଥ୍ୟ ସଂଗଠନର ମୁଖ୍ୟ ବୈଜ୍ଞାନିକ ଡ. ସୌମ୍ୟା ସ୍ବାମୀନାଥନ୍‌ ଚେତାବନୀ ଦେଇଛନ୍ତି। ଏକ୍ଷେତ୍ରରେ କରୋନା…
Read More...