
Breaking
Browsing Category
ବାଣିଜ୍ୟ
ବ୍ୟବସାୟୀ ସଂଘର ସଭାପତି ହେଲେ ବରିଷ୍ଠ ସାମ୍ବାଦିକ ତାରକ ମହାନ୍ତି
ଭୁବନେଶ୍ୱର,୨୯ା୧(ଓଡ଼ିଆ ନ୍ୟୁଜ): ନୀଳାଦ୍ରି ବିହାର ସେକ୍ଟର ୧ ସ୍ଥିତ ଲକ୍ଷ୍ମୀ ବଜାର ବ୍ୟବସାୟୀ ସଂଘର ସଭାପତି ଭାବେ ବରିଷ୍ଠ ସାମ୍ବାଦିକ ତଥା କବି ତାରକ ମହାନ୍ତି ନିର୍ବାଚିତ ହୋଇଛନ୍ତି । ଆଜି ନୀଳାଦ୍ରି ବିହାର ସେକ୍ଟର ୧ ଛକ ଠାରେ ସଂଘର ମାସିକିଆ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ…
Read More...
Read More...
ହ୍ବାଟ୍ସଆପରେ ହେବ ଅନେକ ପରିବର୍ତନ
ନୂଆଦିଲ୍ଲୀ : ହ୍ୱାଟ୍ସଆପ୍ରେ ଅନେକ ପରିବର୍ତ୍ତନ ହେବା ପାଇଁ ଯାଉଛି । ଏହାର ବ୍ୟବହାରକାରୀଙ୍କୁ ଆପ୍ରେ ଅନେକ ନୂଆ ଅପସନ୍ ମିଳିବ । ହ୍ୱାଟ୍ସଆପ୍ର ବିଟା ଭର୍ସନରେ ଏହା ଏବେ ଉପଲବ୍ଧ । ଏବେ ଏହି ସବୁ ନୂଆ ଫିଚର୍ର ପରୀକ୍ଷଣ କରାଯାଉଛି ।
ହ୍ୱାଟ୍ସଆପ୍ର ଡ୍ରଇଂ ଟୁଲ୍ରେ ଏବେ ପରିବର୍ତ୍ତନ…
Read More...
Read More...
ୟୁବେଏୟୁକୁ ଟାଇମ୍ ହେଲଥ୍ ଆଇକନ୍ ଓଡିଶା ଆଓ୍ବାର୍ଡ
ଭୁବନେଶ୍ବର : ଇଭୋସ ପକ୍ଷରୁ ପଞ୍ଚମ ଟାଇମ୍ ହେଲଥ୍ ଆଇକନ୍ ଓଡିଶା ଆଓ୍ବାର୍ଡ ଆୟୋଜିତ ହୋଇଛି। ଏହି ଅବସରରେ ଶ୍ରେଷ୍ଠ ସ୍କିନ୍ କେୟାର କ୍ଲିନିକ୍ ପାଇଁ ଓଡିଶାର ଅଗ୍ରଣୀ ପ୍ରିମିୟମ ଆଷ୍ଟେଟିକ୍ କ୍ଲିନିକ୍ ୟୁବେଏୟୁ'କୁ ଟାଇମ୍ ହେଲଥ୍ ଆଇକନ୍ ଆଓ୍ବାର୍ଡ ପ୍ରଦାନ କରାଯାଇଛି। ୟୁବେଏୟୁ'ର…
Read More...
Read More...
ଟାଟା ପାୱାରର ୨୫ ହଜାର ଇଭି ଚାର୍ଜି° ଷ୍ଟେଶନ
ନୂଆଦିଲ୍ଲୀ,୧୪।୧: ଭାରତର ଅଗ୍ରଣୀ ଓ ଦ୍ରୁତ ଅଭିବୃଦ୍ଧିଶୀଳ ଇଭି ଚାର୍ଜିଂ ସମାଧାନ ପ୍ରଦାନକାରୀ ଟାଟା ପାୱାର ପକ୍ଷରୁ ଇ-ଯାନ ଗ୍ରହଣୀୟତା ବଢ଼ାଇବା ଲାଗି ଆସନ୍ତା ୫ ବର୍ଷରେ ଦେଶରେ ୨୫,୦୦୦ ଇଭି ଚାର୍ଜିଂ ଷ୍ଟେଶନ ସ୍ଥାପନ କରିବା ଲାଗି କମ୍ପାନୀ ରଖିଥିବା ମହତ୍ୱାକାଂକ୍ଷୀ ଯୋଜନାକୁ ମଧ୍ୟ ଏହି…
Read More...
Read More...
ଫ୍ୟାଶନ୍ ଓ ଲାଇଫ୍ ଷ୍ଟାଇଲ୍ ମେଳା ଉଦ୍ଯାପିତ
ଭୁବନେଶ୍ୱର : ଇଣ୍ଡିଆନ୍ ଚାମ୍ବର ଅଫ୍ କମର୍ସ ଓ ମହିଳା ଉଦ୍ୟୋଗୀ ପରିଷଦ (ଆଇ.ଏନ୍.ଡ଼ବ୍ଳୁ.ଇ.ସି.)ର ମିଳିତ ସହଯୋଗରେ ପଟିଆ ପାଲ୍ଟ୍ରୋନିକ୍ସ ଗ୍ରାଉଣ୍ଡରେ ଚାଲିଥିବା ଫ୍ୟାଶନ୍ ଓ ଲାଇଫ୍ ଷ୍ଟାଇଲ୍ ମେଳା ଆଜି ଶେଷ ହୋଇଛି । ଉଦ୍ଯାପନୀ ଦିବସରେ ମୁଖ୍ୟ ଅତିଥି ଭାବେ ମହାମହିମ ରାଜ୍ୟପାଳ…
Read More...
Read More...
ଫ୍ୟାଶନ୍ ଓ ଲାଇଫ୍ ଷ୍ଟାଇଲ୍ ମେଳାର ଚତୁର୍ଥ ଦିବସ
ଭୁବନେଶ୍ୱର : ଇଣ୍ଡିଆନ୍ ଚାମ୍ବର ଅଫ୍ କମର୍ସ ଓ ମହିଳା ଉଦ୍ୟୋଗୀ ପରିଷଦ (ଆଇ.ଏନ୍.ଡ଼ବ୍ଳୁ.ଇ.ସି.)ର ମିଳିତ ସହଯୋଗରେ ପଟିଆ ପାଲଟ୍ରୋନିକ୍ସ ଗ୍ରାଉଣ୍ଡରେ ଚାଲିଛି ଫ୍ୟାଶନ୍ ଓ ଲାଇଫ୍ ଷ୍ଟାଇଲ୍ର ମେଳା । ଆଜି ଥିଲା ମେଳାର ଚତୁର୍ଥ ଦିବସ । ଗତ ୩ ଦିନ ଧରି ସଫଳତା ହାସଲ କରିଛି ଏହି ମେଳା ।…
Read More...
Read More...
ଦ୍ୱିତୀୟ ଦିବସରେ ଫ୍ୟାଶନ୍ ଓ ଲାଇଫ୍ ଷ୍ଟାଇଲ୍ ମେଳା
ଭୁବନେଶ୍ୱର – ଇଣ୍ଡିଆନ୍ ଚାମ୍ବର ଅଫ୍ କମର୍ସ (ଆଇ.ସି.ସି) ଓ ମହିଳା ଉଦ୍ୟୋଗୀ ପରିଷଦ (ଆଇ.ଏନ୍.ଡ଼ବ୍ଲ୍ୟୁ.ଇ.ସି)ର ମିଳିତ ସହଯୋଗରେ ପଟିଆ ସ୍ଥିତ ପାଲଟ୍ରୋନିକ୍ସ ଗ୍ରାଉଣ୍ଡଠାରେ ରବିବାରଠାରୁ ଆରମ୍ଭ ହୋଇଛି ଫ୍ୟାଶନ୍ ଓ ଲାଇଫ୍ ଷ୍ଟାଇଲ୍ ମେଳା । ଆଜି ଥିଲା ମେଳାର ଦ୍ୱିତୀୟ ଦିବସ । ବଲିଉଡ଼୍…
Read More...
Read More...
୧,୫୦ ଲକ୍ଷ ନିଯୁକ୍ତି ଦେବ ଟିସିଏସ
ନୂଆଦିଲ୍ଲୀ : ଚଳିତ ଆର୍ଥିକ ବର୍ଷର ଅକ୍ଟୋବର-ଡିସେମ୍ବର ତ୍ରେମାସିକରେ ସୂଚନା ପ୍ରଯୁକ୍ତିବିଦ୍ୟା ପ୍ରମୁଖ ଟାଟା କନ୍ସଲଟାନ୍ସି ସର୍ଭିସେସ୍(ଟିସିଏସ୍)ର ନିଟ୍ ଲାଭ ୧୧% ବୃଦ୍ଧି ପାଇ ୧୦,୮୪୬ କୋଟିରେ ପହଞ୍ଚିଛି। ଏଥିଲାଗି କମ୍ପାନୀ ଭବିଷ୍ୟତର କାରବାରକୁ ନେଇ ଆଶାବାଦୀ ହୋଇଛି। ତେବେ…
Read More...
Read More...
ଆରମ୍ଭ ହେଲା ଫ୍ୟାଶନ ଆଣ୍ଡ ଲାଇଫ୍ ଷ୍ଟାଇଲ୍ ମେଳା
ଭୁବନେଶ୍ୱର : ଆଇ.ଏନ୍.ଡ଼ବ୍ଳ୍ୟୁ.ଇ.ସି ମହିଳା ବାଣିଜ୍ୟ ମେଳାର ସଫଳତା ପରେ ଇଣ୍ଡିଆନ ଚାମ୍ବର ଅଫ୍ କମର୍ସ ଓ ମହିଳା ଉଦ୍ୟୋଗୀ ପରିଷଦର ମିଳିତ ସହଯୋଗରେ ଭୁବନେଶ୍ୱରରେ ଆରମ୍ଭ ହୋଇଛି ଫ୍ୟାସନ୍ ଆଣ୍ଡ ଲାଇଫ୍ ଷ୍ଟାଇଲ୍ ମେଳା । ପଟିଆ ସ୍ଥିତ ପାଟ୍ରୋନିକ୍ସ ଗ୍ରାଉଣ୍ଡରେ ଆରମ୍ଭ ହୋଇଥିବା ଏହି…
Read More...
Read More...
ଭୁବନେଶ୍ୱର ରାଉରକେଲା ବିମାନ ସେବା ଆରମ୍ଭ
ଭୁବନେଶ୍ୱର: ଭୁବନେଶ୍ୱରରୁ ରାଉରକେଲାକୁ ଆରମ୍ଭ ହେଲା ବିମାନ ସେବା । ପତାକା ଦେଖାଇ ବିମାନ ସେବା ଆରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀଙ୍କ ସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଓ ମନ୍ତ୍ରୀ ଟୁକୁନି ସାହୁ ବିମାନ…
Read More...
Read More...