banner
Breaking
Browsing Category

ବାଣିଜ୍ୟ

ରେପୋ ହାର ବୃଦ୍ଧି କଲା ଆରବିଆଇ

ନୂଆଦିଲ୍ଲୀ,୮।୨ : ସାଧାରଣ ଲୋକ ପୁଣି ଥରେ ମହଙ୍ଗା ମାଡ଼ର ସମ୍ମୁଖୀନ ହେଉଛନ୍ତି। ଏବେ ଘର କିମ୍ବା କାର୍‌ ଋଣ କରି ଏହାର କିସ୍ତି ଦେବା ମହଙ୍ଗା ହେବ। ଭାରତୀୟ ରିଜର୍ଭ ବ୍ୟାଙ୍କ ବୁଧବାର ଏକ ବଡ ପଦକ୍ଷେପ ନେଇଛି। ଆରବିଆଇ ରେପୋ ହାର ବୃଦ୍ଧି କରିଛି। ଏହି ବୃଦ୍ଧି ସହିତ ଋଣ ନେବା ଅଧିକ ମହଙ୍ଗା…
Read More...

ଜାଗୁଆର ଟିସିଏସ୍ ରେସିଂ ଗ୍ରୀଙ୍କୋ ହାଇଦ୍ରାବାଦ୍ ଇ-ପ୍ରିକ୍ସ ଇଣ୍ଡିଆରେ ଫର୍ମୁଲା ଇ ଡେବୁଟ୍ ପାଇଁ ପ୍ରସ୍ତୁତ

ଜାଗୁଆର ଟିସିଏସ୍ ରେସିଂ ଗ୍ରୀଙ୍କୋ ହାଇଦ୍ରାବାଦ୍ ଇ-ପ୍ରିକ୍ସ ଇଣ୍ଡିଆରେ ଫର୍ମୁଲା ଇ ଡେବୁଟ୍ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି । ୨୦୨୩ ଏବିବି ଏଫଆଇଏ ଫର୍ମୁଲା ଇ ବିଶ୍ୱ ଚାମ୍ପିଅନଶିପ୍ ପ୍ରଥମ ଥର ପାଇଁ ହାଇଦ୍ରାବାଦରେ ହେବାକୁ ଯାଉଥିବାରୁ ଜାଗୁଆର ଟିସିଏସ୍ ରେସିଂ ଏହି ସପ୍ତାହ ଶେଷରେ…
Read More...

ଆଜିଠାରୁ ଜନତା ମଇଦାନରେ ତୋଷାଳି ମେଳା

ଭୁବନେଶ୍ୱର,୧।୨(ବ୍ୟୁରୋ): ସପ୍ତଦଶ ତୋଷାଳି ଜାତୀୟ ହସ୍ତତନ୍ତ ମେଳା ବୁଧବାରଠାରୁ ଜନତା ମଇଦାନଠାରେ ଆରମ୍ଭ ହେବ। ରାଜ୍ୟ ସରକାରଙ୍କ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ପକ୍ଷରୁ ହସ୍ତତନ୍ତ ମନ୍ତ୍ରଣାଳୟର ବିକାଶ ଆୟୁକ୍ତ (ହସ୍ତଶିଳ୍ପ) ଓ ବିକାଶ ଆୟୁକ୍ତ (ହସ୍ତତନ୍ତ)ଙ୍କ ସହଭାଗିତାରେ ରାଜ୍ୟ…
Read More...

ବ୍ୟବସାୟୀ ସଂଘର ସଭାପତି ହେଲେ ବରିଷ୍ଠ ସାମ୍ବାଦିକ ତାରକ ମହାନ୍ତି

ଭୁବନେଶ୍ୱର,୨୯ା୧(ଓଡ଼ିଆ ନ୍ୟୁଜ): ନୀଳାଦ୍ରି ବିହାର ସେକ୍ଟର ୧ ସ୍ଥିତ ଲକ୍ଷ୍ମୀ ବଜାର ବ୍ୟବସାୟୀ ସଂଘର ସଭାପତି ଭାବେ ବରିଷ୍ଠ ସାମ୍ବାଦିକ ତଥା କବି ତାରକ ମହାନ୍ତି ନିର୍ବାଚିତ ହୋଇଛନ୍ତି । ଆଜି ନୀଳାଦ୍ରି ବିହାର ସେକ୍ଟର ୧ ଛକ ଠାରେ ସଂଘର ମାସିକିଆ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ…
Read More...

ହ୍ବାଟ୍ସଆପରେ ହେବ ଅନେକ ପରିବର୍ତନ

ନୂଆଦିଲ୍ଲୀ : ହ୍ୱାଟ୍ସଆପ୍‌ରେ ଅନେକ ପରିବର୍ତ୍ତନ ହେବା ପାଇଁ ଯାଉଛି । ଏହାର ବ୍ୟବହାରକାରୀଙ୍କୁ ଆପ୍‌ରେ ଅନେକ ନୂଆ ଅପସନ୍‌ ମିଳିବ । ହ୍ୱାଟ୍ସଆପ୍‌ର ବିଟା ଭର୍ସନରେ ଏହା ଏବେ ଉପଲବ୍ଧ । ଏବେ ଏହି ସବୁ ନୂଆ ଫିଚର୍‌ର ପରୀକ୍ଷଣ କରାଯାଉଛି । ହ୍ୱାଟ୍ସଆପ୍‌ର ଡ୍ରଇଂ ଟୁଲ୍‌ରେ ଏବେ ପରିବର୍ତ୍ତନ…
Read More...

ୟୁବେଏୟୁକୁ ଟାଇମ୍ ହେଲଥ୍ ଆଇକନ୍ ଓଡିଶା ଆଓ୍ବାର୍ଡ

ଭୁବନେଶ୍ବର : ଇଭୋସ ପକ୍ଷରୁ ପଞ୍ଚମ ଟାଇମ୍ ହେଲଥ୍ ଆଇକନ୍ ଓଡିଶା ଆଓ୍ବାର୍ଡ ଆୟୋଜିତ ହୋଇଛି। ଏହି ଅବସରରେ ଶ୍ରେଷ୍ଠ ସ୍କିନ୍ କେୟାର କ୍ଲିନିକ୍ ପାଇଁ ଓଡିଶାର ଅଗ୍ରଣୀ ପ୍ରିମିୟମ ଆଷ୍ଟେଟିକ୍ କ୍ଲିନିକ୍ ୟୁବେଏୟୁ'କୁ ଟାଇମ୍ ହେଲଥ୍ ଆଇକନ୍ ଆଓ୍ବାର୍ଡ ପ୍ରଦାନ କରାଯାଇଛି। ୟୁବେଏୟୁ'ର…
Read More...

ଟାଟା ପାୱାରର ୨୫ ହଜାର ଇଭି ଚାର୍ଜି° ଷ୍ଟେଶନ

ନୂଆଦିଲ୍ଲୀ,୧୪।୧: ଭାରତର ଅଗ୍ରଣୀ ଓ ଦ୍ରୁତ ଅଭିବୃଦ୍ଧିଶୀଳ ଇଭି ଚାର୍ଜିଂ ସମାଧାନ ପ୍ରଦାନକାରୀ ଟାଟା ପାୱାର ପକ୍ଷରୁ ଇ-ଯାନ ଗ୍ରହଣୀୟତା ବଢ଼ାଇବା ଲାଗି ଆସନ୍ତା ୫ ବର୍ଷରେ ଦେଶରେ ୨୫,୦୦୦ ଇଭି ଚାର୍ଜିଂ ଷ୍ଟେଶନ ସ୍ଥାପନ କରିବା ଲାଗି କମ୍ପାନୀ ରଖିଥିବା ମହତ୍ୱାକାଂକ୍ଷୀ ଯୋଜନାକୁ ମଧ୍ୟ ଏହି…
Read More...

ଫ୍ୟାଶନ୍ ଓ ଲାଇଫ୍ ଷ୍ଟାଇଲ୍ ମେଳା ଉଦ୍‌ଯାପିତ

ଭୁବନେଶ୍ୱର : ଇଣ୍ଡିଆନ୍ ଚାମ୍ବର ଅଫ୍ କମର୍ସ ଓ ମହିଳା ଉଦ୍ୟୋଗୀ ପରିଷଦ (ଆଇ.ଏନ୍‌.ଡ଼ବ୍ଳୁ.ଇ.ସି.)ର ମିଳିତ ସହଯୋଗରେ ପଟିଆ ପାଲ୍‌ଟ୍ରୋନିକ୍ସ ଗ୍ରାଉଣ୍ଡରେ ଚାଲିଥିବା ଫ୍ୟାଶନ୍ ଓ ଲାଇଫ୍ ଷ୍ଟାଇଲ୍ ମେଳା ଆଜି ଶେଷ ହୋଇଛି । ଉଦ୍‌ଯାପନୀ ଦିବସରେ ମୁଖ୍ୟ ଅତିଥି ଭାବେ ମହାମହିମ ରାଜ୍ୟପାଳ…
Read More...

ଫ୍ୟାଶନ୍ ଓ ଲାଇଫ୍ ଷ୍ଟାଇଲ୍ ମେଳାର ଚତୁର୍ଥ ଦିବସ

ଭୁବନେଶ୍ୱର : ଇଣ୍ଡିଆନ୍ ଚାମ୍ବର ଅଫ୍ କମର୍ସ ଓ ମହିଳା ଉଦ୍ୟୋଗୀ ପରିଷଦ (ଆଇ.ଏନ୍‌.ଡ଼ବ୍ଳୁ.ଇ.ସି.)ର ମିଳିତ ସହଯୋଗରେ ପଟିଆ ପାଲଟ୍ରୋନିକ୍ସ ଗ୍ରାଉଣ୍ଡରେ ଚାଲିଛି ଫ୍ୟାଶନ୍ ଓ ଲାଇଫ୍ ଷ୍ଟାଇଲ୍‌ର ମେଳା । ଆଜି ଥିଲା ମେଳାର ଚତୁର୍ଥ ଦିବସ । ଗତ ୩ ଦିନ ଧରି ସଫଳତା ହାସଲ କରିଛି ଏହି ମେଳା ।…
Read More...

ଦ୍ୱିତୀୟ ଦିବସରେ ଫ୍ୟାଶନ୍ ଓ ଲାଇଫ୍ ଷ୍ଟାଇଲ୍ ମେଳା

ଭୁବନେଶ୍ୱର – ଇଣ୍ଡିଆନ୍ ଚାମ୍ବର ଅଫ୍ କମର୍ସ (ଆଇ.ସି.ସି) ଓ ମହିଳା ଉଦ୍ୟୋଗୀ ପରିଷଦ (ଆଇ.ଏନ୍‌.ଡ଼ବ୍ଲ୍ୟୁ.ଇ.ସି)ର ମିଳିତ ସହଯୋଗରେ ପଟିଆ ସ୍ଥିତ ପାଲଟ୍ରୋନିକ୍ସ ଗ୍ରାଉଣ୍ଡଠାରେ ରବିବାରଠାରୁ ଆରମ୍ଭ ହୋଇଛି ଫ୍ୟାଶନ୍ ଓ ଲାଇଫ୍ ଷ୍ଟାଇଲ୍ ମେଳା । ଆଜି ଥିଲା ମେଳାର ଦ୍ୱିତୀୟ ଦିବସ । ବଲିଉଡ଼୍…
Read More...