banner
Breaking
Browsing Category

ବାଣିଜ୍ୟ

ଜେଏଲଆର ଇଣ୍ଡିଆ ପକ୍ଷରୁ ଏହାର ବାର୍ଷିକ ମୌସୁମୀ ସର୍ଭିସ୍ ଇଭେଂଟ ୧୨ ରୁ ୧୭ ଜୁନ ୨୦୨୩ ପର୍ଯ୍ୟନ୍ତ ଘୋଷଣା ହେଲା

ଜେଏଲଆର ଇଣ୍ଡିଆ ପକ୍ଷରୁ ଏହାର ବାର୍ଷିକ ମୌସୁମୀ ସେବା ଇଭେଂଟ ସମ୍ପର୍କରେ ଘୋଷଣା କରିଛି, ଯାହା ୧୨ ରୁ ୧୭ ଜୁନ ୨୦୨୩ ପର୍ଯ୍ୟନ୍ତ ଭାରତର ସମସ୍ତ ପ୍ରାଧିକୃତ ଖୁଚୁରା ବ୍ୟବସାୟୀମାନଙ୍କ ନିକଟରେ ଅନୁଷ୍ଠିତ ହେବ । ବ୍ରାଣ୍ଡେଡ ସାମଗ୍ରୀ, ଆସେସୋରିଜ ଏବଂ ମୂଲ୍ୟଯୁକ୍ତ ସେବା ଉପରେ ଗ୍ରାହକମାନେ…
Read More...

ଭୁବନେଶ୍ୱରରେ ବିଶ୍ୱସ୍ତରୀୟ SAP ବିତରଣ କେନ୍ଦ୍ର ଇନ୍ ଟୁ ଆଇ.ଟି. ଇବିଏସର ଶୁଭାରମ୍ଭ

ଭୁବନେଶ୍ୱରରେ ବିଶ୍ୱସ୍ତରୀୟ SAP ସେବା ପ୍ରଦାନ କେନ୍ଦ୍ର “ଇନ୍ ଟୁ ଆଇ.ଟି. ଇବିଏସ”ର ଶୁଭାରମ୍ଭ ହୋଇଯାଇଛି। ପ୍ରତିଜୋଗିତତ୍ମକ ଆଇ. ଟି ବ୍ୟବସାୟ କ୍ଷେତ୍ରରେ ଏହା ଏକ ଉଲ୍ଲେଖନୀୟ ମାଇଲ ଖୁଣ୍ଟ ହେବ । | ଏହି କେଂଦ୍ର ର ନୁଆ ଅଫିସ ସ୍ଥାନୀୟ ଫର୍ଚୁନ ଟାୱାର ଠାରେ ରାଜ୍ୟ ଇଲେକ୍ଟ୍ରୋନିକ୍ସ୍ ଓ…
Read More...

ଓଡ଼ିଆ ପୁଅ ସିଦ୍ଧାର୍ଥ ମହାନ୍ତି ହେଲେ ଏଲଆଇସିର ଅଧ୍ୟକ୍ଷ

ନୂଆଦିଲ୍ଲୀ : ଓଡ଼ିଆ ପୁଅ ସିଦ୍ଧାର୍ଥ ମହାନ୍ତି ହେଲେ ଏଲଆଇସିର ଅଧ୍ୟକ୍ଷ। ଭାଜପା ଶାସନ ସମୟରେ ବହୁ ଓଡ଼ିଆଙ୍କୁ ଭାରତ ସରକାରଙ୍କ ବିଭିନ୍ନ ବିଭାଗରେ ଗୁରୁତ୍ବପୂର୍ଣ୍ଣ ଦାୟିତ୍ଵ ମିଳିଛି। ଏହି କ୍ରମରେ ଭାରତୀୟ ଜୀବନ ବୀମା ନିଗମ(ଏଲ୍‌ଆଇସି)ର ନୂତନ ଚେୟାରମ୍ୟାନ ଭାବେ ବରିଷ୍ଠ ବୀମା ଅଧିକାରୀ…
Read More...

ଓଡ଼ିଶାରେ ପହଞ୍ଚିଲା ବନ୍ଦେ ଭାରତ ଏକ୍ସପ୍ରେସ

ଭୁବନେଶ୍ୱର : ଓଡ଼ିଶାରେ ପରୀକ୍ଷାମୂଳକ ଭାବେ ହାଓ୍ବଡାରୁ ପୁରୀ ଅଭିମୁଖେ ଗଡିଛି ‘ବନ୍ଦେ ଭାରତ ଏକ୍ସପ୍ରେସ୍‌’। ହାଓ୍ବଡ଼ା ଷ୍ଟେଶନରୁ ସକାଳୁ ବାହାରି ଭୁବନେଶ୍ୱର ହୋଇ ପୁରୀରେ ପହଞ୍ଚି ଥିଲା। ସେଠାରେ କିଛି ସମୟ ରହଣି ପରେ ପୁଣି ବାହାରି ହାଓ୍ବଡା ଠାରେ ରାତି ୮,୩୫ ରେ ପହଞ୍ଚିବ। ଏହି ବନ୍ଦେ…
Read More...

ଏଥର ରାସ୍ତାରେ ନିୟମ ଉଲ୍ଲଙ୍ଘନ କଲେ ଗଣିବେ ତଣ୍ଡ

ଭୁବନେଶ୍ୱର: ରାସ୍ତାରେ ଗାଡି ଚଳାଇବା ବେଳେ ନିୟମ ଉଲ୍ଲଙ୍ଘନ କଲେ ଗଣିବେ ମୋଟା ଅଙ୍କର ତଣ୍ଡ। ଛୋଟ ଭୁଲ୍ ହେଉ କିମ୍ବା ବଡ଼ ଭୁଲ ଆଉ କ୍ଷମା ନାହିଁ।  ଦୁର୍ଘଟଣା ହ୍ରାସ କରିବାକୁ ଯାଇ ଲୋକଙ୍କ ଉପରେ ଜରିମାନା ଲଗାଇବା ଓ ଧରପଗଡ କରିବାକୁ ଜୋର ଦେଇଛନ୍ତି ପରିବହନ କମିଶନର। ପରିବହନ କମିଶନର…
Read More...

ଓଡ଼ିଶାରେ ଗଡିବ ବନ୍ଦେ ଭାରତ ଏକ୍ସପ୍ରେସ

ଭୁବନେଶ୍ୱର : ମେ’ରେ ଓଡ଼ିଶାରେ ଗଡିବ ବନ୍ଦେ ଭାରତ ଏକ୍ସପ୍ରେସ। ଏଥିପାଇଁ ପ୍ରାରମ୍ଭିକ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ସୂଚନାନୁସାରେ, ନୂଆ ବନ୍ଦେ ଭାରତ ଏକ୍ସପ୍ରେସ ପୁରୀରୁ ହାୱାଡା ଭାୟା ଭୁବନେଶ୍ୱର ଦେଇ ଚଳାଚଳ କରିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାର ଶୁଭାରମ୍ଭ କରିପାରନ୍ତି। ତେବେ…
Read More...

ମେ ପହିଲାରୁ ବଢ଼ିବ ଦୁଗ୍ଧ ଜାତ ଦ୍ରବ୍ଯ ଦର

କଟକ : ଆସନ୍ତା ମେ ପହିଲାରୁ ଦୁଗ୍ଧ ଜାତ ଦ୍ରବ୍ୟ ଛେନା, ପନିର୍‌ ଓ ଖୁଆର ମୂଲ୍ୟ ମହଙ୍ଗା ହେବ। କଟକ ଜିଲା ଦୁଗ୍ଧଜାତ ଦ୍ରବ୍ୟ ବ୍ୟବସାୟୀ ସଙ୍ଘର ବୈଠକରେ ଏ ନେଇ ନିଷ୍ପତ୍ତି ନିଆଯାଇଛି। ଓମ୍‌ଫେଡ କ୍ଷୀର ଲିଟର ପ୍ରତି ୪ଟଙ୍କା ବୃଦ୍ଧି ହେବା ସହ ଗୋଖାଦ୍ୟ ଓ ନିତ୍ୟ ବ୍ୟବହାର୍ଯ୍ୟ ଦ୍ରବ୍ୟର ଦର…
Read More...

ଇଲେକ୍ଟ୍ରିକ୍ ଯାନ ଉପରେ ମିଳିବ ଅଧିକ ରିହାତି

ଭୁବନେଶ୍ୱର : ଇଲେକ୍ଟ୍ରିକ୍‌ ଯାନ କିଣୁଥିବା ଗ୍ରାହକମାନଙ୍କ ପାଇଁ ଖୁସି ଖବର। ଏହି ଯାନ କ୍ରେତାଙ୍କ ପାଇଁ ରିହାତି ହାରକୁ ବୃଦ୍ଧି କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ରାଜ୍ୟ କ୍ୟାବିନେଟର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଏହାକୁ ଅନୁମୋଦନ କରାଯାଇଛି। ଇ-ଭେହିକିଲ୍‌ ପଲିସି-୨୦୨୧କୁ…
Read More...

ପୁନର୍ବାର ଆଇ.ସି.ସି. ଓଡ଼ିଶା ଷ୍ଟେଟ୍ କାଉନସିଲ୍‌ର ଅଧ୍ୟକ୍ଷ ଭାବେ ଜେ.ବି. ପାଣି, ରାଜୀବ ଶେଖର ବରିଷ୍ଠ ଉପ-ଅଧ୍ୟକ୍ଷ,…

ଭୁବନେଶ୍ୱର : ଇଣ୍ଡିଆନ ଚାମ୍ବର ଅଫ୍ କମର୍ସ (ଆଇ.ସି.ସି.) ଓଡ଼ିଶା ପରିଷଦ ୨୦୨୩-୨୪ ବର୍ଷ ପାଇଁ ପୁନର୍ବାର ଅଧ୍ୟକ୍ଷ ହୋଇଛନ୍ତି ଜାଭସ୍ତ୍ରା ଟେକ୍ନୋଲୋଜି ପ୍ରା.ଲିଃର ନିର୍ଦ୍ଦେଶକ ଜେ.ବି. ପାଣି । ସେହିପରି ବରିଷ୍ଠ ଉପ-ଅଧ୍ୟକ୍ଷ ଭାବେ ଚାଟାର୍ଡ ଆକାଉା ତଥା ଏସ୍‌.ଆର୍‌.ବି. ଆଣ୍ଡ ଆସୋସିଏଟ୍ସର…
Read More...

ମେ ୬ରେ ଉତ୍କଳକନିକାରେ ମିଷ୍ଟର ଆଣ୍ଡ୍ ମିସ୍ ଉତ୍କଳ ଫ୍ୟାସନ ଶୋ

ଭୁବନେଶ୍ୱର : ଓଡ଼ିଶାବାସୀଙ୍କ ପାଖରେ ଫ୍ୟାସନ ଷ୍ଟାଇଲକୁ ପହଞ୍ଚାଇବା ଉଦ୍ଦେଶ୍ୟରେ ଉତ୍କଳକନିକା ଗ୍ୟାଲେରିଆ ମଲ୍ ଆୟୋଜିତ କରୁଛି ମିଷ୍ଟର ଆଣ୍ଡ ମିସ୍ ଉତ୍କଳ – ୨୦୨୩ । ଆସନ୍ତା ମେ ୬ ରେ ଏହାର ତୃତୀୟ ସଂସ୍କରଣ ମେଗା ଫ୍ୟାସନ ଶୋ ମଲ୍ ପରିସରରେ ଅନୁଷ୍ଠିତ ହେବ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ…
Read More...