Breaking
କୋକା-କୋଲା ୧୨ ବର୍ଷ ପରେ ଭାରତକୁ ଆଇକନିକ୍ ଫିଫା ବିଶ୍ୱକପ୍ ଟିଏମ ଟ୍ରଫି ଆଣିଛିରୋଟାରୀ କ୍ଳବ୍ ଅଫ୍ ଭୁବନେଶ୍ୱର ରୟାଲ ପକ୍ଷରୁ କମ୍ବଳ ବଣ୍ଟନଟାଟା ମୋଟର୍ସ ନବୀକରଣତା, ସାହାଯ୍ୟକାରୀତା ଏବଂ ବୁଦ୍ଧିମତା ଚଳମାନ ସମାଧାନ ସହିତ ଏହାର ଗତିପଥକୁ ଏକ୍ସକନ ୨୦୨୫ରେ ଆଗକୁ ବଢ଼ାଇପାରିଛିଭୁବନେଶ୍ୱର ଅଗ୍ରଣୀ ଓଡ଼ିଶାର ବୈଷୟିକୀ ବିପ୍ଳବକୁ ଆଗକୁ ବଢ଼ାଇଛି ଯେତେବେଳେକି ଏଆଇ ଏବଂ ଡ଼ିଜିଟାଲ ବ୍ୟାକିଙ୍ଗ ଏସଏମଇ ଭିତିଭୂମିକୁ ପୁନଃରୂପରେଖ ପ୍ରଦାନ କରିଛି: କୋଟାକ୍ଭୁବନେଶ୍ବର ବାଲିଯାତ୍ରା ମହୋତ୍ସବର ପ୍ରଶାସନିକ ପ୍ରସ୍ତୁତି ବୈଠକ
Browsing Category
ବାଣିଜ୍ୟ
ସବୁ ବ୍ୟାଙ୍କ ସକାଳ ୯ଟାରୁ ଖୋଲିବ।
ନୂଆଦିଲ୍ଲୀ,(ଓଡ଼ିଆ ନ୍ୟୁଜ) ଏଣିକି ସମସ୍ତ ସରକାରୀ ବ୍ୟାଙ୍କ ୧୦ଟା ପରିବର୍ତ୍ତେ ସକାଳ ୯ଟାରେ ଖୋଲିବ । ସାଧାରଣତଃ ସରକାରୀ ବ୍ୟାଙ୍କଗୁଡିକ (PSU Banks)ର କାମକାର୍ଯ୍ୟ ସକାଳ ୧୦ଟା ପରେ ହିଁ ଆରମ୍ଭ ହୋଇଥାଏ । ଯାହାକୁ ନଜରରେ ରଖି ଅର୍ଥ ମନ୍ତ୍ରାଳୟର ବ୍ୟାଙ୍କିଂ ଡିଭିଜନ ପକ୍ଷରୁ ନିଷ୍ପତି…
Read More...
Read More...
ଜିରୋ ଆକାଉଣ୍ଟଧାରୀଙ୍କ ପାଇଁ ଖୁସି ଖବର।ରିର୍ଜଭ ବ୍ୟାଙ୍କ ଦେଲା ଅନେକ ସୁବିଧା
ଭୁବନେଶ୍ୱର,(ଓଡ଼ିଆ ନ୍ୟୁଜ): ସାରା ଦେଶରେ କୋଟି କୋଟି ଜିରୋ ବାଲାନ୍ସ ଆକାଉଣ୍ଟଧାରୀ(ଜନଧନ ଆକାଉଣ୍ଟ)ଙ୍କୁ ଭାରତୀୟ ରିଜର୍ଭ ବ୍ୟାଙ୍କ ସେପ୍ଟେମ୍ବର ପହିଲାରୁ ନୂଆ ସୁବିଧା ଦେବାକୁ ଘୋଷଣା କରିଛନ୍ତି। କେନ୍ଦ୍ରୀୟ ବ୍ୟାଙ୍କ ପକ୍ଷରୁ ବ୍ୟାଙ୍କଗୁଡ଼ିକ ପାଇଁ ଏକ ନୂଆ ଆଡଭାଇଜାରୀ ଜାରି କରାଯାଇଛି।…
Read More...
Read More...
Adani Foundation’s 22nd foundation day observed
Dharma:The 22nd anniversary day of AdaniFoundation was observed with much pomp and show among all stakeholders of the port today. On this occasion school students of periphery high school, community leaders, PRI members took part in…
Read More...
Read More...
ଆଜିଠୁ ଲାଗିଲା ଅଙ୍କୁଶ: ଏକକାଳୀନ ୫ରୁ ଊର୍ଧ୍ୱ ଚାଟ୍ବକ୍ସରେ ପଠାଇ ହେବନି ହ୍ଵାଟ୍ସଆପ୍ ବାର୍ତ୍ତା; ବାର୍ତ୍ତା…
ନୂଆଦିଲ୍ଳୀ: ହ୍ଵାଟ୍ସଆପ୍ ଜରିଆରେ ବିଭିନ୍ନ ଗୁଜବ ଖବର ପ୍ରଚାର ହେବା ପରେ କମ୍ପାନି ପକ୍ଷରୁ ଏ ନେଇ ଏକ ସମାଧାନ ବାଟ ବାହାର କରାଯାଇଛି। ଏହି ନୂଆ ପରିକଳ୍ପନା ଜରିଆରେ ହ୍ଵାଟ୍ସଆପ୍ ଗ୍ରାହକମାନଙ୍କର ବିଶ୍ୱସନୀୟତାକୁ ବଜାୟ ରଖିବାର ପ୍ରୟାସ କରିଛି କମ୍ପାନି। ଏଣିକି ବ୍ୟବହାରକାରୀ ଏକକାଳୀନ…
Read More...
Read More...
ଓଡ଼ିଶାରେ ଲାଇଫ୍ଷ୍ଟାଇଲ୍’ର ପ୍ରଥମ ଷ୍ଟୋର୍
ଭୁବନେଶ୍ୱର: ଦେଶର ଅଗ୍ରଣୀ ଫେସନ୍ ଷ୍ଟୋର୍, ଲାଇଫ୍ଷ୍ଟାଇଲ୍ ରାଜ୍ୟରେ ଏହାର ପ୍ରଥମ ଷ୍ଟୋର୍କୁ ଭୁବନେଶ୍ୱରର ଏସ୍ପ୍ଲାନେଡ୍ ଓ୍ଵାନ୍ ମଲ୍ରେ ଖୋଲିଛି। ୪୫ ହଜାର ବର୍ଗଫୁଟର ଏହି ଷ୍ଟୋର୍ରେ ଗ୍ରାହକଙ୍କ ପାଇଁ ରହିଛି ୨୫୦ରୁ ଅଧିକ ପ୍ରକାର ଜାତୀୟ ଓ ଆନ୍ତର୍ଜାତିକ ବ୍ରାଣ୍ଡ୍। ଦେଶରେ…
Read More...
Read More...
ଏକ ତୃତୀୟାଂଶ ସରକାରୀ ବ୍ୟାଙ୍କରେ ନାହାନ୍ତି ମୁଖିଆ
ନୂଆଦିଲ୍ଲୀ: ଢିଲା ପ୍ରଶାସନିକ ବ୍ୟବସ୍ଥା ଯୋଗୁ ବାରମ୍ବାର ଠକେଇର ଶିକାର ହେଉଥିବା ସରକାରୀ ବ୍ୟାଙ୍କଗୁଡ଼ିକ ମଧ୍ୟରୁ ଏକ ତୃତୀୟାଂଶ ବ୍ୟାଙ୍କ ମୁଖିଆ ବିହୀନ ରହିିଛି। ଦେଶରେ ଥିବା ୨୧ଟି ସରକାରୀ ବ୍ୟାଙ୍କ ମଧ୍ୟରୁ ୭ଟି ବ୍ୟାଙ୍କରେ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ପଦ ଫାଙ୍କା…
Read More...
Read More...
ସ୍ୱାଧୀନତା ଦିବସ ଉପଲକ୍ଷେ ଆମାଜନ୍ ଇଣ୍ଡିଆ ଘୋଷଣା କଲା ‘ଆମାଜନ୍ ଫ୍ରିଡମ୍ ସେଲ୍’
ନୂଆଦିଲ୍ଲୀ : ଇ-କମର୍ସ କମ୍ପାନି ଆମାଜନ୍ ଇଣ୍ଡିଆ ପକ୍ଷରୁ ସ୍ୱାଧୀନତା ଦିବସ ଅବସରରେ ଆମାଜନ ଫ୍ରିଡମ୍ ସେଲ୍’ ଯୋଜନା ଆରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଏହି ଅବସରରେ ଗ୍ରାହକଙ୍କୁ ଆକର୍ଷଣୀୟ ମୂଲ୍ୟରେ ଅନେକ ସାମଗ୍ରୀ ଯୋଗାଇ ଦିଆଯିବ। ଏହି ଯୋଜନା ୨୦୧୮ ଅଗଷ୍ଟ ୯ ତାରିଖ ରାତି ୧୨ଟାରୁ…
Read More...
Read More...
ପିଏନ୍ବି ଶାଖାର ନୂତନ ପରିସର ଉଦ୍ଘାଟିତ
ଭୁବନେଶ୍ୱର:ଭୁବନେଶ୍ୱର ପିଏନ୍ବି ଆର୍ପିଆର୍ସି ଶାଖାର ନୂତନ ପରିସର ଉଦ୍ଘାଟିତ ହୋଇଯାଇଛି। ବ୍ୟାଙ୍କର କୋଲକାତା ଅଞ୍ଚଳର ଆଞ୍ଚଳିକ ପ୍ରବନ୍ଧକ ଏଲ୍ କେ ମାଲ୍ହୋତ ଓ ଭୁବନେଶ୍ୱର ମଣ୍ଡଳ ମୁଖ୍ୟ ଗଣପତ ଲାଲ୍ଙ୍କ ଉପସ୍ଥିତିରେ ଏହି ପରିସରକୁ ଉଦ୍ଘାଟନ କରାଯାଇଛି। ଏହି ଅବସରରେ ଆର୍ପିଆର୍ସି…
Read More...
Read More...