banner
Breaking
Browsing Category

ବାଣିଜ୍ୟ

କମିଲା ପେଟ୍ରୋଲ, ଡିଜେଲ ଦର

ନୂଆଦିଲ୍ଲୀ,୩।୧୧: ଲଗାତାର ୭ ଦିନ ଧରି ତୈଳ ଦର ବୃଦ୍ଧି ଘଟିବା ପରେ ବୁଧବାର ଦେଶବାସୀଙ୍କୁ କିଛିଟା ଆଶ୍ୱସ୍ତୀ ଦେଇଛନ୍ତି କେନ୍ଦ୍ର ସରକାର। ପେଟ୍ରୋଲ ଓ ଡିଜେଲ ଉପରେ ଲଗାଯାଉଥିବା ଏକ୍ସାଇଜ୍‌ ଡ୍ୟୁଟିକୁ ଯଥାକ୍ରମେ ୫ ଓ ୧୦ ଟଙ୍କା ହ୍ରାସ କରାଯାଇଛି। ଫଳରେ ପୂରା ଦେଶରେ ଲିଟର ପିଛା ପେଟ୍ରୋଲ ଓ…
Read More...

ଭୁବନେଶ୍ୱରରେ ଖୋଲିଲା ଓ୍ବେଲକମ୍ ହୋଟେଲ।

ଭୁବନେଶ୍ୱର,୧/୧୧(ଓଡ଼ିଆ ନ୍ୟୁଜ): ପୂର୍ବାଚଂଳରେ ଉପସ୍ଥିତି ସମ୍ପ୍ରସାରଣ ଏବଂ ସୁଦୃଢ଼ ପୂର୍ବର ସୁବର୍ଣ୍ଣ ତ୍ରିଭୁଜ ଅଂଚଳରେ ସ୍ଥାପତ୍ୟ ଐତିହ୍ୟ ଏବଂ ଗୌରବବମୟ ପରମ୍ପରା ଉଦ୍‌ଜୀବିତ କରିବା ଲାଗି ୱେଲକମହୋଟେଲ ଭୁବନେଶ୍ୱରରେ ବ୍ରାଣ୍ଡ ଉପସ୍ଥିତି ଜାହିର କରି ୱେଲକମହୋଟଲ୍ସକୁ ଓଡ଼ିଶା…
Read More...

ଘରୋଇକରଣ ହେବ ବିଜୁ ପଟ୍ଟନାୟକ ବିମାନ ବନ୍ଦର।

ଭୁବନେଶ୍ୱର,୨୭।୧୦(ବ୍ୟୁରୋ): ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର ଖୁବଶୀଘ୍ର ଘରୋଇକରଣ ହେବା ନେଇ ଏଏଆଇ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଛି। ଭୁବନେଶ୍ୱର ସମେତ ୧୩ଟି ପ୍ରମୁଖ ବିମାନବନ୍ଦରର ଘରୋଇକରଣ ହେବ। ଭୁବନେଶ୍ୱର, ବାରାଣସୀ, ଅମୃତସର, ତ୍ରିଚି, ଇନ୍ଦୋର, ରାୟପୁର ଭଳି ବଡ଼ ବଡ…
Read More...

ତନିଷ୍କର ପୂଜା କଲେକ୍ସନ ‘ସାଜ୍’ – ଆକର୍ଷଣୀୟ ଅଫର ସହ ଅତ୍ୟାଧୁନିକ ପୂଜା ସମ୍ଭାର

ଭୁବନେଶ୍ୱର,୪୧୦(ଓଡ଼ିଆ ନ୍ୟୁଜ): ପୂଜା କେବଳ ଏକ ପର୍ବ ନୁହେଁ, ଓଡ଼ିଶାର ଗ୍ରାହକମାନଙ୍କ ପାଇଁ ଏହା ଏକ ଆବେଗ । ପାର୍ବଣର ଉତ୍ସାହ ପାଖେଇ ଆସୁଥିବାବେଳେ ଦେଶର ସର୍ବବୃହତ୍ ଏବଂ ବହୁ ଭରସାଯୋଗ୍ୟ ଗହଣା ବ୍ରାଣ୍ଡ ତନିଷ୍କ ଏହାର ଏକ୍ସକ୍ଲୁସିଭ ପୂଜା କଲେକ୍ସନ ‘ସାଜ'ର ଉନ୍ମୋଚନ କରିଛି । ଆଜିର…
Read More...

ଭାରତ ସରକାରଙ୍କ ବିରୁଦ୍ଧରେ କୋର୍ଟକୁ ଗଲା ହ୍ଵାଟ୍ସଆପ।

ନୂଆଦିଲ୍ଲୀ,୨୬।୫: ଭାରତ ସରକାରଙ୍କ ବିରୋଧରେ ହ୍ବାଟସ୍‌ଆପ୍‌ କୋର୍ଟର ଦ୍ୱାରସ୍ଥ ହୋଇଛି। ଦିଲ୍ଲୀ ହାଇକୋର୍ଟରେ ହ୍ବାଟସ୍‌ଆପ୍‌ ପକ୍ଷରୁ ଏକ ମାମଲା ଦାଏର କରାଯାଇଛି। ବୁଧବାରଠାରୁ ଭାରତାରେ ଲାଗୁ ହେବାକୁ ଥିବା ନୂଆ ଆାଇଟି ନିୟମ ଉପରେ ରୋକ ଲଗାଯିବା ପାଇଁ ହ୍ବାଟସ୍‌ଆପ୍‌ ଆବେଦନ କରିଛି।…
Read More...

ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ବୃଦ୍ଧି ହେଲା ଆୟକର ରିର୍ଟନ ଫାଇଲ।

ନୂଆଦିଲ୍ଲୀ,୨୧ା୫: ଆର୍ଥତ୍କ ବର୍ଷ ୨୦୨୦-୨୧ର ଆୟକର ରିଟର୍ନ (ଆଇଟିଆର୍‌) ଫାଇଲିଂ ଅବଧିକୁ କେନ୍ଦ୍ର ସରକାର ଗୁରୁବାର ଚଳିତ ବର୍ଷ ସେପ୍ଟେମ୍ବର ୩୦ ଯାଏ ବୃଦ୍ଧି କରିଛନ୍ତି। ବର୍ତ୍ତମାନ କୋଭିଡ୍‌ ସ୍ଥିତିକୁ ଧ୍ୟାନରେ ରଖି ବ୍ୟକ୍ତିବିଶେଷଙ୍କ ସୁବିଧା ଲାଗି ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି।…
Read More...

ଆସନ୍ତା କାଲି(ଶନିବାର) ଖୋଲା ରହିବ ବ୍ୟାଙ୍କ।

ଭୁବନେଶ୍ୱର,୧୪/୫(ବ୍ୟୁରୋ): ରାଜ୍ୟରେ କରୋନା ମହାମାରୀ ମାଡି ମାଡି ଚାଲିଛି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ଲକଡାଉନ୍ ଓ ସଟଡାଉନ୍ ଲାଗୁ ହୋଇଛି । ସାପ୍ତାହାନ୍ତ ସଟଡାଉନରେ ଜରୁରୀକାଳୀନ ସେବା ବ୍ୟତୀତ ସବୁ ବନ୍ଦ ରଖାଯାଉଛି । କିନ୍ତୁ ଆସନ୍ତାକାଲି ସଟଡାଉନରେ ବି ରାଜ୍ୟରେ…
Read More...

ଅଧିକ ଟଙ୍କା ଦାବି କରୁଛନ୍ତି ଘରୋଇ ହସ୍ପିଟାଲ।

ନୂଆଦିଲ୍ଲୀ,୧୦।୫: ଦେଶରେ ଘରୋଇ ହସ୍ପିଟାଲ ୧୮ରୁ ୪୪ ବର୍ଷୀୟ ବୟସ୍କଙ୍କୁ କୋଭିଡ୍‌ ଟିକା ପାଇଁ ମୁଣ୍ଡ ପିଛା ୭୦୦ରୁ ୧,୫୦୦ ଟଙ୍କା ଚାର୍ଜ କରୁଛନ୍ତି। କୋଓ୍ବିନ ଓ୍ବେବସାଇଟ୍‌ରେ ଉପଲବ୍ଧ ଥିବା ତଥ୍ୟ ଏହା ଦର୍ଶାଉଛି। ୪୫ରୁ ଊର୍ଦ୍ଧ୍ୱ ବୟସ୍କଙ୍କୁ ଟିକା ପ୍ରଦାନ ବେଳେ ଘରୋଇ ହସ୍ପିଟାଲ ୨୫୦…
Read More...

ଚାଷୀଙ୍କ ଉପରେ କରୋନା ମାଡ।

ଭଭୁବନେଶ୍ୱର,୭।୫(ବ୍ୟୁରୋ): ଲକଡାଉନ ଯୋଗୁ ଦୁଗ୍ଧ ବିକ୍ରୟ କମ୍‌ ହେଉଥିବାରୁ ଓମଫେଡ ପକ୍ଷରୁ ସମସ୍ତ ୟୁନିଅନକୁ ଦୁଗ୍ଧ ସଂଗ୍ରହ କମ୍‌ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ମେ ମାସରେ ଦୁଗ୍ଧ ସଂଗ୍ରହ କମାଇବାକୁ ଓମଫେଡ ପକ୍ଷରୁ ଜାରି ହୋଇଛି ନିର୍ଦ୍ଦେଶନାମା। ଲକଡାଉନ ଯୋଗୁଁ ଦୁଗ୍ଧ ବିକ୍ରୟ…
Read More...

ଶନିବାର, ରବିବାର ୧୧ ଯୋଡ଼ା ଟ୍ରେନ ବାତିଲ।

ଭୁବନେଶ୍ୱର,୭।୫(ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣକୁ ପ୍ରତିହତ କରିବା ପାଇଁ ଆସନ୍ତା ୮ରୁ ୧୬ତାରିଖ ମଧ୍ୟରେ ଶନିବାର ଓ ରବିବାର ଚାଲିବାକୁ ଥିବା ୧୧ଯୋଡି ସ୍ବତନ୍ତ୍ର ଟ୍ରେନ୍‌ ସେବା ବାତିଲ କରାଯାଇଛି। ୦୮୪୫୬/୦୮୪୫୫ ଭୁବନେଶ୍ୱର-କେନ୍ଦୁଝର-ଭୁବନେଶ୍ୱର ବିଶେଷ ଟ୍ରେନ୍‌, ୦୮୪୨୮/୦୮୪୨୭…
Read More...