banner
Breaking
Browsing Category

ଅପରାଧ

ଆଜିଠାରୁ ସ୍କୁଲ ବସ୍ ଚେକି°

ଭୁବନେଶ୍ୱର,୨୦।୪(ବ୍ୟୁରୋ): ସ୍କୁଲ ପିଲାଙ୍କୁ ନେଉଥିବା ବସ୍‌ ଏବଂ ଅନ୍ୟାନ୍ୟ ଭେଇକିଲ ଚେକିଂ ବୁଧବାରଠୁ ଜୋରଦାର କରାଯିବ। ଆଜିଠୁ ୨୭ ଯାଏ ଯାଞ୍ଚ କରାଯାଇ ୨୮ ତାରିଖ ସୁଦ୍ଧା ରିପୋର୍ଟ ପଠାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ପିଲାଙ୍କୁ ନେଇ ଯାଉଥିବା ଗାଡ଼ିର ଫିଟେନସ, ପରମିଟ, ଇନସୁରାନ୍ସ,…
Read More...

ପୁଣି ଖାକିରେ ଦାଗ, ୩ ହାବିଲଦାର ନିଳମ୍ବିତ

ଭୁବନେଶ୍ୱର,୧୯।୪(ବ୍ୟୁରୋ): ଓଭର ବିଲିଂ ଅଭିଯୋଗରେ ୩ କନଷ୍ଟେବଳଙ୍କୁ ନିଲମ୍ବନ କରାଯାଇଛି। ନିଲମ୍ବିତ ୩ କନଷ୍ଟେବଳ ହେଲେ ସୀମାଞ୍ଚଳ ସେଠୀ, ଅଜିତ ଧଳ ଓ ରଞ୍ଜିତ ସ୍ବାଇଁ । ପଞ୍ଚାୟତ ନିର୍ବାଚନ ସମୟରେ ଡିଜେଲ ଓଭର ବିଲିଂ ଅଭିଯୋଗରେ ସମ୍ବଲପୁର ଏସ୍‌ପି ଏଭଳି କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ।…
Read More...

ସାଲିଆ ସାହିରୁ ଜବତ ହେଲା କୋଟି କୋଟି ଟଙ୍କା

ଭୁବନେଶ୍ବର,୯।୪(ବ୍ୟୁରୋ): ଗଞ୍ଜାମ ଜିଲା ଭଞ୍ଜନଗର କ୍ଷୁଦ୍ର ଜଳସେଚନ ସହକାରୀ ଯନ୍ତ୍ରୀ କାର୍ତ୍ତିକେଶ୍ବର ରାଉଳଙ୍କ ଘରେ ଭିଜିଲାନ୍ସ ଚଢାଉ ପରେ ତାଙ୍କ ନିକଟରୁ ବିପୁଳ ପରିମାଣରେ ଆୟ ବର୍ହିଭୂତ ସମ୍ପତ୍ତି ଠାବ ହେବାରେ ଲାଗିଛି। ଶନିବାର ସାଲିଆସାହି ସ୍ଥିତ ଘରୁ ନଗଦ ୧ କୋଟି ୪୧ ଲକ୍ଷ ୬୨ ହଜାର…
Read More...

ସାମ୍ବାଦିକଙ୍କୁ ବେଡି ଘଟଣାରେ ପୋଲିସକୁ ଚେତାବନୀ

ଭୁବନେଶ୍ୱର,୮।୪(ବ୍ୟୁରୋ): ବାଲେଶ୍ୱର ଜିଲା ନୀଳଗିରିରେ ଜଣେ ସାମ୍ବାଦିକଙ୍କୁ ହସ୍ପିଟାଲରେ ବେଡ଼ି ପକାଇବା ଘଟଣାରେ ରାଜ୍ୟ ମାନବାଧିକାର କମିଶନ ରିପୋର୍ଟ ତଲବ କରିଛନ୍ତି । ୧୫ ଦିନ ଭିତରେ ରିପୋର୍ଟ ଦେବା ଲାଗି ପୂର୍ବାଞ୍ଚଳ ଆଇଜିଙ୍କୁ କମିଶନ ନିର୍ଦ୍ଦେଶ ଦେଇଛନ୍ତି । ଘଟଣାକୁ ବିଭିନ୍ନ ମହଲରୁ…
Read More...

ଧରାହେଲେ ହାଇଓ୍ବେ ଲୁଟେରା ଗ୍ୟାଙ୍ଗ

ଖୋର୍ଦ୍ଧା,୬ା୪: ଖୋର୍ଦ୍ଧା ପୋଲିସ ମଙ୍ଗଳବାର ଏକ ହାଇଓ୍ବେ ଲୁଟେରା ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛି। ଏହି ଗ୍ୟାଙ୍ଗ୍‌ର ଜଣେ ନାବାଳକ ସମେତ ୫ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତମାନେ ହେଲେ ଜଟଣୀ ଥାନା ବେଣାପଞ୍ଜୁରୀ ଗ୍ରାମର ଅମଜାଦ୍‌ ଖାନ ଓରଫ କ୍ରିଷ୍ଣା ଓରଫ ସୋନୁ(୨୩), ଏସ୍‌.କେ ଜୁମା(୨୬),…
Read More...

ପଡିଆରୁ ମିଳିଲା ମହିଳାଙ୍କ ମୃତ ଦେହ

ଫୁଲନଖରା,୫।୪:(ବ୍ୟୁରୋ): କଟକ ସଦର ଥାନା ଅଧୀନ ଅରିଲୋ ମେଳନ ପଡ଼ିଆରୁ ପୋଲିସ ଜଣେ ମହିଳାଙ୍କ ମୃତଦେହ ଜବତ କରିଛି। ସେ ହେଲେ ଅରିଲୋ ଗ୍ରାମର ହେମଲତା ପାଣିଗ୍ରାହୀ(୫୧)। ମିଳିଥିବା ସୂଚନା ମୁତାବକ, ହେମଳତାଙ୍କ ସ୍ବମୀ ଭୀମସେନ ପାଣିଗ୍ରାହୀ ଓ ପୁଅ ବିକାଶ ପରିବା ବ୍ୟବସାୟ କରି ସୋମବାର…
Read More...

ନକଲି ଡାକ୍ତରଙ୍କ ଅସଲି ସ୍ତ୍ରୀ ଗିରଫ

ଭୁବନେଶ୍ୱର,୫।୪(ବ୍ୟୁରୋ): ନକଲି ଡାକ୍ତର ରମେଶ ସ୍ବାଇଁଙ୍କ ଅସଲି ସ୍ତ୍ରୀଙ୍କୁ ଗିରଫ କରାଯାଇଛି। ରମେଶଙ୍କ ଦ୍ୱିତୀୟ ସ୍ତ୍ରୀ କମଳା ତୀର୍କିକୁ ଝାଡଖଣ୍ଡରୁ କମିଶନରେଟ ପୋଲିସ ଗିରଫ କରିଛି। ଠକେଇ ମାମଲାରେ କମଳା ମାଷ୍ଟରମାଇଣ୍ଡ ଥିବା ଜଣାପଡ଼ିଛି । କମଳା ପାରାଦୀପରେ ଡାକ୍ତରାଣୀ ଥିଲେ । ଅଧିକ…
Read More...

ରାଜଧାନୀରେ ପୁଣି ମାତିଲେ ଏଟିଏମ୍ ଲୁଟେରା

ଭୁବନେଶ୍ୱର,୫।୪(ବ୍ୟୁରୋ): ରାଜଧାନୀରେ ପୁଣି ମାତିଲେ ଏଟିଏମ୍‌ ଲୁଟେରା। ସୋମବାର ବିଳମ୍ବିତ ରାତିରେ ଶିଶୁପାଳଗଡ଼ ଇନ୍ଦିରାକଲୋନୀ ଏସ୍‌ବିଆଇ ଏଟିଏମ୍‌ରୁ ଲୁଟ୍‌ ହୋଇଛି। ଟଙ୍କା ନ ବାହାରିବାରୁ ଏଟିଏମ୍‌ ମେସିନକୁ ଘୋଷାଡି ଘୋଷାଡି କିଛିବାଟ ନେଇ ଯାଇଥିଲେ ଦୁର୍ବୃତ୍ତ । ପରେ ମେସିନ୍‌ କାଟି…
Read More...

ସାତ ମାସର ଗର୍ଭବତୀକୁ ପିଟି ପିଟି ମାରିଦେଲେ

ବଲାଙ୍ଗୀର ,୪ା୪: ବଲାଙ୍ଗୀର ସଦର ଥାନା ଅନ୍ତର୍ଗତ ତଲିଉଡାର ଗ୍ରାମରେ ଜଣେ ୭ ମାସର ଗର୍ଭବତୀ ମହିଳାଙ୍କୁ ପିଟି ପିଟି ମାରି ଦେଇଥିବା ଅଭିଯୋଗ ହୋଇଛି। ଏ ନେଇ ସ୍ବାମୀ ଓ ଶାଶୁଙ୍କ ବିରୋଧରେ ମୃତା ମହିଳାଙ୍କ ପରିବାର ଲୋକେ ସଦର ଥାନାରେ ଅଭିଯୋଗ କରିଛନ୍ତି। ଏ ସଂକ୍ରାନ୍ତରେ ସଦର ଥାନାରେ ଏକ…
Read More...

କେନାଲରୁ ମିଳିଲା ମଣିଷ ଖପୁରୀ

ଜଗତ୍‌ସିଂହପୁର,୪।୪: ଜଗତ୍‌ସିଂହପୁର ଥାନା ମାର୍କଣପୁର ଅନ୍ତର୍ଗତ ବଡ଼ବାଗ ନିକଟ ଶୁଖିଲା ମାଛଗଁା କେନାଲରୁ ଶନିବାର ଗୋଟିଏ ମଣିଷ ଖପୁରି ଜବତ କରାଯାଇଛି। ଏନେଇ ପୋଲିସ ପକ୍ଷରୁ ମାମଲା (ନଂ. ୧୮/୨୨) ରୁଜୁ କରାଯାଇଛି। ଉକ୍ତ ଖପୁରିକୁ ପରୀକ୍ଷା ପାଇଁ କଟକସ୍ଥିତ ଫୋରେନ୍‌ସିକ ଲାବରେଟାରିକୁ…
Read More...