banner
Breaking
Browsing Category

ଅପରାଧ

ଅର୍ଚ୍ଚନା ନାଗ ମାମଲା, ଆସିଲା ଫରେନ୍ସିକ ରିପୋର୍ଟ

ଭୁବନେଶ୍ୱର: ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ମାମଲାରେ ଜବତ ଡିଜିଟାଲ୍ ଡିଭାଇସର ଫରେନ୍ସିକ ରିପୋର୍ଟ ଆସିଛି । ଆଜି ରାଜ୍ୟ ଅପରାଧି ବିଧି ବିଜ୍ଞାନ ପକ୍ଷରୁ ଜବତ ଡିଜିଟାଲ୍ ଡିଭାଇସର ଆନାଲିସିସ୍ ରିପୋର୍ଟ କପି କୋର୍ଟ ସହ ପୋଲିସକୁ ପ୍ରଦାନ କରାଯାଇଛି । ଅର୍ଚ୍ଚନାଙ୍କ ଘରୁ ଜବତ ହାର୍ଡଡିସ୍କର…
Read More...

ଗୋବିନ୍ଦ ସାହୁ ଆତ୍ମହତ୍ୟା ଘଟଣାର କ୍ରାଇମବ୍ରାଞ୍ଚ୍ ତଦନ୍ତ ନିର୍ଦ୍ଦେଶ

ଭୁବନେଶ୍ୱର : ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କ ମୃତ୍ୟୁ ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଲେ ପୋଲିସ ମହାନିର୍ଦ୍ଦେଶକ ସୁନୀଲ ବଂଶଲ। ଡିଏସ୍‌ପି ବିଜୟ ମଲ୍ଲିକଙ୍କ ନେତୃତ୍ୱରେ ୧୦ ଜଣିଆ କ୍ରାଇମବ୍ରାଞ୍ଚ ଟିମ୍‌ ଗଠନ କରାଯିବ। ଏହି…
Read More...

ରାଜଧାନୀ ଉପକଣ୍ଠରୁ ମୃତ ଦେହ ଉଦ୍ଧାର

ଭୁବନେଶ୍ୱର : ରାଜଧାନୀ ଉପକଣ୍ଠ ଚନ୍ଦକା ଥାନା ଅଧୀନ ପାଇକରାପୁର ପାହାଡ଼ତଳେ ମଙ୍ଗଳବାର ସକାଳୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଏକ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଥିଲା। ମୃତକ ହେଲେ ଏୟାରଫିଲ୍ଡ ଥାନା ଅନ୍ତର୍ଗତ ପଞ୍ଚପଲ୍ଲୀ ପଞ୍ଚାୟତ ବ୍ରହ୍ମକୁଣ୍ଡଳ ଗଁାର ବଂଶୀଧର ଜେନା। କିନ୍ତୁ ସେ ଚନ୍ଦକା…
Read More...

ଇଡିର ବ୍ୟବସାୟୀଙ୍କୁ ଜେରା, ଅର୍ଚ୍ଚନା ନାଗ ଘଟଣା

ଭୁବନେଶ୍ୱର : ବହୁ ଚର୍ଚ୍ଚିତ ବ୍ଲାକ୍‌ମେଲର ଅର୍ଚ୍ଚନା ନାଗ ମାମଲା ରୋଚକ ହେବାରେ ଲାଗିଛି। ଏହାକୁ ନେଇ ଇଡି (ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ) ତନାଘନା ଚଳାଇଛି। ଏହି ପରିପ୍ରେକ୍ଷୀରେ ଅର୍ଚ୍ଚନାଙ୍କ ବ୍ୟବସାୟୀ ଅମୀୟକାନ୍ତ ଦାସ ମଙ୍ଗଳବାର ଇଡି କାର୍ଯ୍ୟାଳୟରେ ହାଜର ହୋଇଛନ୍ତି। ଅର୍ଚ୍ଚନା ଏବଂ…
Read More...

ବଳାତ୍କାର ପୀଡ଼ିତାଙ୍କ ତଥ୍ୟ ଓ ବୟାନ ଗୁପ୍ତ ରହିବ : ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ବଳାତ୍କାର ପୀଡିତାଙ୍କ ପରିଚୟ ତଥା ବୟାନକୁ ଗୁପ୍ତ ରଖିବା ପାଇଁ ସୁପ୍ରିମକୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ବଳାତ୍କାର ମାମଲାରେ ଚାର୍ଜଶିଟ କିମ୍ବା ଚୂଡ଼ାନ୍ତ ରିପୋର୍ଟ ଦାଖଲ ନ ହେବା ପର୍ଯ୍ୟନ୍ତ ସିଆରପିସିର ଧାରା ୧୬୪ ଅନୁଯାୟୀ ବଳାତ୍କାର ପୀଡିତାଙ୍କ ବୟାନ ବାହାରେ…
Read More...

ଅନୁପ ସାଏଙ୍କୁ ମିଳିଲା ଜାମିନ

ଝାରସୁଗୁଡ଼ା : ଝାରସୁଗୁଡ଼ା ଜିଲା ବ୍ରଜରାଜନଗରର ପୂର୍ବତନ ବିଧାୟକ ଅନୁପ ସାଏଙ୍କୁ ବିଳାସପୁର ଉଚ୍ଚ ନ୍ୟାୟାଳୟରୁ ଜାମିନ ମିଳିଛି । କଳ୍ପନା-ବବ୍‌ଲି ହତ୍ୟା ମାମଲାରେ ଛତିଶଗଡ଼ ଉଚ୍ଚନ୍ୟାୟାଳୟ ଅନୁପଙ୍କୁ ସର୍ତ୍ତମୂଳକ ଜାମିନ ଦେଇଥିବା ଜଣାଯାଇଛି । ଗୁରୁବାର ଜଷ୍ଟିସ ସଞ୍ଜୟ କେ. ଅଗ୍ରୱାଲ ଓ…
Read More...

ଅୟସ କରିବା ପାଇଁ ଚୋରି, ଧରାହେଲେ ଏମବିଏ ଛାତ୍ରୀ

ଭୁବନେଶ୍ୱର : ଏକ ପ୍ରତିଷ୍ଠିତ ଘରୋଇ ବିଶ୍ୱବିଦ୍ୟାଳୟରେ ଏମ୍‌ବିଏ ପଢ଼ୁଥିଲେ ମଧ୍ୟ ଅୟସ ଜୀବନ ବିତାଇବା ଲାଗି ଚୋରି ପେସାକୁ ଆପଣାଇଥିଲେ। ହଷ୍ଟେଲରେ ରହି ଅନ୍ୟମାନଙ୍କ ଲାପ୍‌ଟପ୍‌, ମୋବାଇଲ୍‌ ଫୋନ୍‌ ଆଦି ଚୋରି କରୁଥିଲେ। ଶେଷରେ ପୋଲିସ ହାତରେ ଧରାପଡିଛନ୍ତି ସମ୍ପୃକ୍ତ ଏମ୍‌ବିଏ ଛାତ୍ରୀ।…
Read More...

ଦଣ୍ଡାଦେଶ ପରେ ମୋକିମଙ୍କୁ ମିଳିଲା ଜାମିନ

କଟକ : ଓଡ଼ିଶା ଗ୍ରାମ୍ୟ ଗୃହ ନିର୍ମାଣ ଓ ଉନ୍ନୟନ ନିଗମ (ଓଆରଏଚଡିସି)ରେ ହୋଇଥିବା ଦୁର୍ନୀତି ମାମଲାର ବିଚାରକରି ଦୀର୍ଘ ୨୧ ବର୍ଷ ପରେ ଭୁବନେଶ୍ବର ଦୁର୍ନୀତି ନିବାରଣ(ଭିଜିଲାନ୍ସ) କୋର୍ଟ ରାୟ ଶୁଣାଇଛନ୍ତି। କୋର୍ଟ ତାଙ୍କ ରାୟରେ କଟକ-ବାରବାଟୀ ବିଧାୟକ ତଥା ମେଟ୍ରୋ ବିଲଡର୍ସର ପରିଚାଳନା…
Read More...

ଗିରଫ ହେଲା ଟୁଙ୍ଗୁରୁ ଭୋଳ

ଭୁବନେଶ୍ୱର : ଜଣେ ମହିଳାଙ୍କୁ ବିବାହର ମିଥ୍ୟା ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିବା ଓ ପରେ ଉକ୍ତ ଭିଡିଓ ଭାଇରାଲ୍ କରିବା ଅଭିଯୋଗରେ ଭରତପୁର ଥାନା ପୁଲିସ ଗୁରୁବାର ସମ୍ପୃକ୍ତ ପ୍ରେମିକ ଫୁଲେଶ୍ବରୀ ବସ୍ତିରେ ରହୁଥିବା ଗଞ୍ଜାମ ଜିଲା ହିଞ୍ଜିଳିକାଟୁର ଆଲୋକ ଭୋଳ ଓରଫ ଟୁଙ୍ଗୁରୁକୁ…
Read More...

ନକଲି କାଗଜ ପତ୍ରରେ ହିମ୍ କିଣିବେ ମିଳିବ କଠୋର ଦଣ୍ଡ

ନୂଆଦିଲ୍ଲୀ: ନକଲି ପ୍ରମାଣପତ୍ର ଦେଇ ଯେଉଁମାନେ ସିମକାର୍ଡ କିଣୁଛନ୍ତି ସେମାନଙ୍କ ଉପରେ ୧ ବର୍ଷ ଜେଲ ଦଣ୍ଡ ଓ ୫୦ ହଜାର ଟଙ୍କା ଜରିମାନା ଦଣ୍ଡରେ ଦଣ୍ଡିତ କରାଯିବ ବୋଲି ସରକାରଙ୍କ ପକ୍ଷରୁ ଘୋଷଣା କରାଯାଉଛି । ଟେଲିକମ ମନ୍ତ୍ରଣାଳୟ ପକ୍ଷରୁ ଏହାର ନିର୍ଦ୍ଦେଶନାମା ଜାରୀ କରାଯାଇଛି । ଏହା…
Read More...