banner
Breaking
Browsing Category

ଶିକ୍ଷା

ପୂଜା ଛୁଟି ପରେ ଖୋଲିବ ସ୍କୁଲ।

ଭୁବନେଶ୍ବର: ପୂଜା ଛୁଟି ପରେ ସ୍କୁଲ ଖୋଲିବା ଆଶା ଉଜ୍ବଳ ହେଲା। ସ୍କୁଲ ପରିସର ସଫା କରିବା ପାଇଁ ରାଜ୍ୟ ସରକାର ନିର୍ଦେଶ ଦେଇଛନ୍ତି। ସ୍କୁଲ ଖୋଲିବା ପାଇଁ କର୍ତ୍ତୃପକ୍ଷ ସ୍କୁଲ ଓ ଆସବାବପତ୍ର ସଫା କରିବା ଲାଗି ରାଜ୍ୟ ସରକାରଙ୍କ ନିର୍ଦେଶ କରିଛନ୍ତି। କରୋନା ଭୂତାଣୁ ସଂକ୍ରମଣ ଆଶଙ୍କାରେ ଗତ…
Read More...

ଅସହାୟଙ୍କୁ ସାହା ହେଲା କିସ୍ ଫାଉଣ୍ଡେସନ।

ଭୁବନେଶ୍ବର: ଗଞ୍ଜାମ ଜିଲ୍ଲା ଜରଦା ଥାନା ଭୋଗିବନ୍ଧ ଗ୍ରାମର ତିନି ଅସହାୟ ଭାଇ ଭଉଣୀଙ୍କୁ ସହଯୋଗର ହାତ ବଢାଇଛି କିସ୍‌ ଫାଉଣ୍ଡେସନ। ସେମାନଙ୍କ ମା’ ବାଳାବତୀ ନାୟକଙ୍କ ମୃତ୍ୟୁ ଗତ ଅଗଷ୍ଟ ମାସରେ ହୋଇ ଯାଇଥିବା ବେଳେ ସେପ୍ଟେମ୍ବର ମାସରେ ବାପା କୁଷନ ନାୟକଙ୍କ ଅକାଳ ବିୟୋଗ ହୋଇଥିଲା। ଫଳରେ…
Read More...

ଯୁକ୍ତ ୨ ଦ୍ବିତୀୟ କଟ୍ ଅଫ ମାର୍କ ପ୍ରକାଶିତ।

ଭୁବନେଶ୍ୱର, ୬।୧୦(ବ୍ୟୁରୋ): ଯୁକ୍ତ୨ ନାମଲେଖା ପାଇଁ ଦ୍ୱିତୀୟ କଟ୍‌ ଅଫ୍‌ ମାର୍କ ତାଲିକା ସୋମବାର ପ୍ରକାଶ ପାଇଛି। କଳାରେ ବିଜେବି, ବିଜ୍ଞାନରେ ରେଭେନ୍‌ଶା, ବାଣିଜ୍ୟରେ ବ୍ୟାସନଗର ଉଚ୍ଚ ମାଧ୍ୟମିକ ସ୍କୁଲ ପ୍ରଥମ ସ୍ଥାନରେ ରହିଛନ୍ତି। କଳାରେ ବିଜେବି ଉଚ୍ଚ ମାଧ୍ୟମିକ ସ୍କୁଲ ୭୦% କଟ୍‌ଅଫ୍‌…
Read More...

ଦେଶରେ ଖୋଲିବ ସ୍କୁଲ।

ନୂଆଦିଲ୍ଲୀ ;- ଶିକ୍ଷା ମନ୍ତ୍ରଣାଳୟ ଆଜି ଦେଶରେ ସ୍କୁଲ ଖୋଲିବା ପାଇଁ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି। କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ ଟ୍ୱିଟ ମାଧ୍ୟମରେ ସ୍କୁଲ ଖୋଲିବା ପାଇଁ ଗାଇଡଲାଇନ ବିଷୟରେ ଘୋଷଣା କରିଛନ୍ତି। ଏଥିରେ ରାଜ୍ୟ ସରକାରଗୁଡିକ ବିଦ୍ୟାଳୟଗୁଡ଼ିକ ସହିତ…
Read More...

ଆଜି ପ୍ରକାଶ ପାଇବ ଜେଇଇ ଆଡଭାନ୍ସ ପରୀକ୍ଷା ଫଳ।

ଭୁବନେଶ୍ୱର  : ଜେଇଇ ଆଡ଼ଭାନ୍ସ ପରୀକ୍ଷା ଫଳ ଅକ୍ଟୋବର ୫ ଅର୍ଥାତ ସୋମବାର ପୂର୍ବାହ୍ନରେ ଆଇଆଇଟି ଦିଲ୍ଲୀ ପକ୍ଷରୁ ପ୍ରକାଶ ପାଇବ। ପରୀକ୍ଷା ଦେଇଥିବା ବିଦ୍ୟାର୍ଥୀ ଜେଇଇ ଆଡ଼ଭାନ୍ସ ୱେବସାଇଟ୍‍କୁ ଯାଇ ୟୁଜର ଆଇଡି ଏବଂ ପାସ୍‍ୱାର୍ଡ ଲଗ୍‌ଇନ୍‍ କରି ପରୀକ୍ଷା ଫଳ ଦେଖି ପାରିବେ ବୋଲି ଆଇଆଇଟି…
Read More...

କିଟ୍ ରେ ପଢିବେ ଆନନ୍ଦପୁରର ଗରିବ ମେଧାବୀ ଛାତ୍ର ରାହୁଳ।

ଭୁବନେଶ୍ୱର,୩/୧୦(ଓଡ଼ିଆ ନ୍ୟୁଜ):ଏଣିକି ଆଉ ଗୁପଚୁପ ବିକିବା ପାଇଁ ପଡିବ ନାହିଁ ଆନନ୍ଦପୁରର ମେଧାବୀ ଛାତ୍ର ରାହୁଳ ମହତଙ୍କୁ। କିଟ୍ ବିଶ୍ୱବିଦ୍ୟାଳୟରେ ଉଚ୍ଚ ବୈଷୟିକ ଶିକ୍ଷା ପାଇବା ପାଇଁ ସହାୟତାର ହାତ ବଢାଇଛି କିସ ଫାଉଣ୍ଡେସନ। କେନ୍ଦୁଝର ଜିଲ୍ଲା ଆନନ୍ଦପୁର ପୌର ପରିଷଦର ଗରିବ ମେଧାବୀ…
Read More...

ତିନି ସିପ୍ଟରେ ହେବ ଓଜେଇଇ ପରୀକ୍ଷା।

ଭୁବନେଶ୍ୱର, ୨।୧୦(ବ୍ୟୁରୋ): ଆସନ୍ତା ୧୨ ତାରିଖରୁ ୧୯ ତାରିଖ ପର୍ଯ୍ୟନ୍ତ ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା(ଓଜେଇଇ) ଅନୁଷ୍ଠିତ ହେବ। ଏନେଇ ଗୁରୁବାର ପରୀକ୍ଷା ସୂଚୀ ପ୍ରକାଶ ପାଇଛି। ଏଥର ୩ଟି ଶିଫ୍ଟରେ ୨ ଘଣ୍ଟିଆ ଅବଧି ବିଶିଷ୍ଟ ପରୀକ୍ଷା କରାଯିବ। ସକାଳ ୯ରୁ ପୂର୍ବାହ୍ନ ୧୧, ଅପରାହ୍ନ…
Read More...

+୩ ନାମଲେଖା ଅବଧି ବୃଦ୍ଧି।

ଭୁବନେଶ୍ୱର,୧।୧୦(ଓଡ଼ିଆ ନ୍ୟୁଜ): ରାଜ୍ୟର ବିଭିନ୍ନ କଲେଜରେ ଯୁକ୍ତ ତିନିରେ ନାମଲେଖା ଅବଧିକୁ ବୃଦ୍ଧି କରାଯାଇଛି। ଏ ନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ରାଜ୍ୟର ସମସ୍ତ ଡିଗ୍ରୀ କଲେଜର ଅଧ୍ୟକ୍ଷମାନଙ୍କୁ ସୂଚନା ଦିଆଯାଇଛି। ଯୁକ୍ତ ତିନି ପ୍ରଥମ ବର୍ଷ ଶ୍ରେଣୀରେ ନାମଲେଖା ପାଇଁ ଫାଷ୍ଟ…
Read More...

୨୫% ସ୍କୁଲ ଫି ଛାଡହେଲା।

ଅହମଦାବାଦ,୩୦।୯-ଏଣିକି ଗୁଜୁରାଟରେ ସ୍କୁଲ ଫି ବାବଦରେ ୨୫% ଛାଡ କରାଯିବ। ‘ସିବିଏସଇ’ ସ୍କୁଲ ସମେତ ଗୁଜରାଟର ସମସ୍ତ ସ୍କୁଲରେ ଏହା ଲାଗୁ ହେବ। ଏ ନେଇ ବୁଧବାର ଗୁଜରାଟ ଶିକ୍ଷାମନ୍ତ୍ରୀ ଭୂପେନ୍ଦ୍ର ସିଂହ ଚୌଦାସାମା କହିଛନ୍ତି, ୨୦୨୦ ଜୁନରୁ ୨୦୨୧ ମାର୍ଚ୍ଚ ପର୍ଯ୍ୟନ୍ତ ୨୫% ସ୍କୁଲ ଫି’ ଛାଡ…
Read More...

ଓଡ଼ିଆ ବୈଜ୍ଞାନିକ ଜ୍ୟୋତିର୍ମୟୀ ପାଇବେ ଶାନ୍ତି ସ୍ବରୂପ ଭଟ୍ଟନାଗର ସମ୍ମାନ।

ଭୁବନେଶ୍ୱର,୨୮ା୯:  ବିଜ୍ଞାନ କ୍ଷେତ୍ରରେ ଦେଶର ସର୍ବୋଚ୍ଚ ସମ୍ମାନ ‘ଶାନ୍ତି ସ୍ବରୂପ ଭଟ୍ଟନାଗର ପୁରସ୍କାର-୨୦୨୦’ ପାଇଁ ଓଡ଼ିଆ ବୈଜ୍ଞାନିକ ଜ୍ୟୋତିର୍ମୟୀ ଦାଶ ମନୋନୀତ ହୋଇଛନ୍ତି। କାଉନ୍‌ସିଲ ଫର୍‌ ସାଇଣ୍ଟିଫିକ୍‌ ଆଣ୍ଡ୍‌ ଇଣ୍ଡଷ୍ଟ୍ରିଆଲ ରିସର୍ଚ୍ଚ (ସିଏସ୍‌ଆଇଆର୍‌) ତା’ର ପ୍ରତିଷ୍ଠା ଦିବସ…
Read More...