banner
Breaking
Browsing Category

ଜିଲ୍ଲା

ବ୍ଲାକ ଫଙ୍ଗସ କଣ ? କଣ କହିଛନ୍ତି ଡାକ୍ତର ଜାଣନ୍ତୁ।

ଭୁବନେଶ୍ୱର,୧୨/୫ : କରୋନା କାଳରେ କଳାଦାଗ (ବ୍ଲାକ୍‍ ଫଙ୍ଗସ ବା ମ୍ୟୁକୋର୍ମାଇକୋସିସ୍‍) ରୋଗକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ହେଲେ ଏହାକୁ ନେଇ ଜନସାଧାରଣ ଆତଙ୍କିତ ନହେବାକୁ ରାଜ୍ୟ ଭେଷଜ ଶିକ୍ଷା ତାଲିମ ନିର୍ଦେଶକ ଡାକ୍ତର ସି.ବି.କେ ମହାନ୍ତି କହିଛନ୍ତି। ଡାକ୍ତର କହିଛନ୍ତି ଏହା କରୋନା…
Read More...

ସଞ୍ଜୟ ସିଂହ ହେଲେ ବିଏମସି କମିଶନର।

ଭୁବନେଶ୍ୱର,୧୨।୫(ବ୍ୟୁରୋ): ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) କମିଶନର ବଦଳିଛନ୍ତି। ବିଏମ୍‌ସି କମିଶନର ଥିବା ପ୍ରେମଚନ୍ଦ୍ର ଚୌଧୁରୀଙ୍କୁ ବଦଳି କରି ଦିଆଯାଇଛି। ତାଙ୍କ ସ୍ଥାନରେ ସଞ୍ଜୟ କୁମାର ସିଂହଙ୍କୁ ବିଏମ୍‌ସି କମିଶନର ଭାବେ ନିଯୁକ୍ତି ଦିଆଯାଇଛି। ସିଂହ ୧୯୯୭ ବ୍ୟାଚର ଆଇଏଏସ…
Read More...

ବଦଳିଲା ୧ ନ° ପରିବା ହାଟର ସମୟ।

ଭୁବନେଶ୍ୱର,୧୧।୫(ବ୍ୟୁରୋ): ଲକ୍‌ଡାଉନ୍‌ ସମୟରେ ପରିବା ହାଟ ସକାଳ ୬ଟାରୁ ୧୨ଟା ଯାଏ ଖୋଲା ରହିବାକୁ ନିୟମ ହୋଇଥିଲା। ତେବେ ହାଟରେ ଲୋକଙ୍କ ଅତ୍ୟଧିକ ଗହଳି ଦେଖିବାକୁ ମିଳୁଥିବାରୁ ଏହି ନିୟମରେ କିଛିଟା ପରିବର୍ତ୍ତନ କରାଯାଇଛି। ଭିଡ଼କୁ ଦୃଷ୍ଟିରେ ରଖି ହାଟ ପାଖକୁ ବାଇକ୍‌ ନେବାକୁ ବାରଣ…
Read More...

ମିଶନ କେୟାର ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ କରୋନା ସଚେତନତା ଓ ମାସ୍କ ବଣ୍ଟନ।

ଭୁବନେଶ୍ୱର,୧୦/୫(ଓଡ଼ିଆ ନ୍ୟୁଜ): ଭୁବନେଶ୍ୱରରେ କରୋନା ସ°କ୍ରମଣ ଦ୍ରୁତ ଗତିରେ ବଢି ଚାଲିଛି। ଏହାକୁ ଦୃଷ୍ଟିରେ ରଖି ମିଶନ କେୟାର ଫାଉଣ୍ଡେସନ ତରଫରୁ ଭୁବନେଶ୍ବର ଉପକଣ୍ଠ ରଘୁନାଥପୁର ଗ୍ରାମ,ଭଗବାନପୁର ସାହିରେ କରୋନା ସଚେତନତା ଓ ମାସ୍କ ବଣ୍ଟନ କରାଯାଇଛି। ଟ୍ରଷ୍ଟର ସଦସ୍ୟ ଚିନ୍ମୟୀ…
Read More...

କୋଟି କୋଟି ଟଙ୍କାର ମୂଲ୍ୟବାନ ଗଛ କଟା : ଜଙ୍ଗଲ ବିଭାଗ ସାଜିଛି ନିଦାବିଷ୍ଣୁ

କୋରାପୁଟ ଜିଲ୍ଲା ଜୟପୁର ବନଖଣ୍ଡ ଅଧୀନରେ ଥିବା କୋଟପାଡ଼ ରେଞ୍ଜର ଅନ୍ତର୍ଗତ ଚାନ୍ଦିଲି ସେକ୍ସନର ମଲଚମା ରିଜର୍ଭ ଫରେଷ୍ଟରୁ ପ୍ରାୟ ଏକ ହଜାରରୁ ଉର୍ଦ୍ଧ ମୂଲ୍ୟବାନ ବୃକ୍ଷ ଯେପରିକି ଶାଳ, ପିଆଶାଳ,ଶାଗୁଆନ ଆଦି ଗଛର କଟାଯାଇଥିବା ଅଭିଯୋଗ ହୋଇଅଛି କିନ୍ତୁ ବନବିଭାଗର ଉଚ୍ଚ ସ୍ତରୀୟ ଅଧିକାରୀମାନେ…
Read More...

ବରଗଡ଼ କୋଭିଡ୍ ହସ୍ପିଟାଲରେ ୩୦ଟି ଆଇସିୟୁ ଶଯ୍ୟା ବଢିବ।

ବରଗଡ଼,୯।୫: ବରଗଡ଼ ଜିଲାରେ କରୋନା ସଂକ୍ରମଣ ଅଣାୟତ୍ତ ହୋଇ ପଡିଛି। ଏହାର ମୁକାବିଲା କରିବା ପାଇଁ ରବିବାର ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ତଥା ପଶ୍ଚିମ ଓ ବିକାଶ ପରିଷଦ ଅଧ୍ୟକ୍ଷ ଅସୀତ ତ୍ରିପାଠୀ ବରଗଡ଼ ଗସ୍ତରେ ଆସି ଏହାର ସମୀକ୍ଷା କରିଛନ୍ତି। ବରଗଡ଼ କୋଭିଡ ହସ୍ପିଟାଲରେ…
Read More...

ରାଉରକେଲାରେ ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷ।

ସୁନ୍ଦରଗଡ଼,୯।୫(ବ୍ୟୁରୋ): ସୁନ୍ଦରଗଡ଼ ଜିଲାରେ କରୋନା କାୟା ବିସ୍ତାର କରିଥିବା ବେଳେ ବିଶେଷକରି ରାଉରକେଲା ମହାନଗର ନିଗମରେ ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବଢ଼ୁଛି। ଏହାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ତଥା ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ଅସୀତ…
Read More...

ବିଶ୍ୱ ମାତୃ ଦିବସ ଉପଲକ୍ଷେ ସାହିତ୍ୟିକ ବନ୍ଧୁ ପରିବାର ତରଫରୁ ଗୁଗୁଲ୍ ମିଟ୍ ମାଧ୍ୟମରେ କବିତା ଆସର ଅନୁଷ୍ଠିତ

ବାଲେଶ୍ବର,୮/୫(ବ୍ୟୁରୋ):ବାଲଶ୍ୱରର ପ୍ରତିଷ୍ଠିତ ସାହିତ୍ୟିକ ବନ୍ଧୁ ପରିବାର ଅନୁଷ୍ଠାନ ପକ୍ଷରୁ ଆଜିର ବିଶ୍ୱ ମାତୃତ୍ୱ ଦିବସ ଉପଲକ୍ଷେ ମାତୃମଣ୍ଡଳୀଙ୍କ ସମ୍ମାନାର୍ଥେ ଗୁଗୁଲ୍ ମିଟ୍ ମାଧ୍ୟମରେ ଏକ କବିତା ଆସର ଅନୁଷ୍ଠିତ ହୋଇଯାଇଅଛି l ଏହି କାର୍ଯ୍ୟକ୍ରମର ପ୍ରାରମ୍ଭରେ ଅନୁଷ୍ଠାନର ସଦସ୍ୟ ତଥା…
Read More...

କରୋନା ମହାମାରୀ ସମୟରେ ହିନ୍ଦୁସେନା କଟକ ପକ୍ଷରୁ ଅନନ୍ୟ ସେଵାକାର୍ଯ୍ୟ ।

କଟକ - ହିନ୍ଦୁସେନା କଟକ ପକ୍ଷରୁ ୪୨ମୌଜାର ମଣିବାଡ,କଟକ ମହାନଗର ନିଗମର ୫୧ନଂ ୱାର୍ଡର ପୋପରଡା ମୁଣ୍ଡାସାହି ଓ ସାର୍ତ୍ତୋଳର ଇଟାଭାଟିଠାରେ ଦିନମଜୁରିଆଙ୍କୁ ରନ୍ଧାଖାଦ୍ୟ ବଣ୍ଟନ କରାଯିବବାସହ କରୋନା ମହାମାରୀ ସମୟରେ ସାହାଯ୍ୟ ସହଯୋଗ ଯୋଗାଇ ଚାଲିଛନ୍ତି । ଏହି ସେଵାକାର୍ଯ୍ୟ ରାଜ୍ୟ ସଭାପତି…
Read More...

ଅଖିଳ ଭାରତୀୟ ସାହିତ୍ୟ ପରିଷଦ ପକ୍ଷରୁ କରୋନା ସଚେତନତା ଉପରେ ଆଲୋଚନା ଚକ୍ର।

କଳାହାଣ୍ଡି,୮/୫(ଓଡ଼ିଆ ନ୍ୟୁଜ):ମହାମାରୀ କରୋନା ସାରା ବିଶ୍ବରେ ତାଣ୍ଡବ ରଚି ଚାଲିଛି। ଦିନକୁ ଦିନ ତାହାର ଭୟଙ୍କର ପଞ୍ଝାରେ ନୀରିହ ଜୀବନକୁ କବଳିତ କରୁଛି। ଏଥିରୁ ମୁକ୍ତି ପାଇବା ପାଇଁ ପୁରା ମାନବଜାତି ଡହନ ବିକଳ ହେଉଛି।ବିଶ୍ବର ବୈଜ୍ଞାନିକ ମାନେ ନିର୍ଦ୍ଦିଷ୍ଟ ଔଷଧ ବାହାର କରିବାରେ ଫେଲ…
Read More...