banner
Breaking

ମିଶନ କେୟାର ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ କରୋନା ସଚେତନତା ଓ ମାସ୍କ ବଣ୍ଟନ।

0

ଭୁବନେଶ୍ୱର,୧୦/୫(ଓଡ଼ିଆ ନ୍ୟୁଜ): ଭୁବନେଶ୍ୱରରେ କରୋନା ସ°କ୍ରମଣ ଦ୍ରୁତ ଗତିରେ ବଢି ଚାଲିଛି। ଏହାକୁ ଦୃଷ୍ଟିରେ ରଖି ମିଶନ କେୟାର ଫାଉଣ୍ଡେସନ ତରଫରୁ ଭୁବନେଶ୍ବର ଉପକଣ୍ଠ ରଘୁନାଥପୁର ଗ୍ରାମ,ଭଗବାନପୁର ସାହିରେ କରୋନା ସଚେତନତା ଓ ମାସ୍କ ବଣ୍ଟନ କରାଯାଇଛି। ଟ୍ରଷ୍ଟର ସଦସ୍ୟ ଚିନ୍ମୟୀ ଦାସ,ମନୋଜ କୁମାର ଦାସ, ସୁଚିସ୍ମିତା ବେହେରା,ରଶ୍ମିତା ପଣ୍ଡା,ସୁବାଷ ବେହେରା, ପ୍ରଦୀପ୍ତ ଜେନା,ରାଧା ଦାସ, ଏବଂ ସ୍ୱେଛ୍ଛାକର୍ମୀ ଦୁଷ୍ମନ୍ତ ସାସ୍ମଲ, ସୁକାନ୍ତ ଜେନା , ମିଥୁନ କୁମାର ବେହେରା ପ୍ରମୁଖ ଉପସ୍ଥିତ ଥିଲେ।

Khansweb Solution Bhubaneswar

Leave A Reply

Your email address will not be published.