banner
Breaking
Browsing Category

ଜିଲ୍ଲା

ତପସ୍ବିନୀଙ୍କୁ ଛାଡି କୁଆଡେ ଗଲେ ସୁମିତ

ଆସିକା,୧୦।୧୨(ବ୍ୟୁରୋ): ଶୁକ୍ରବାର ସକାଳୁ ଡାକ୍ତର ସୁମିତ ହସ୍ପିଟାଲ ଯାଇ ଅତିଥି ଭବନକୁ ଫେରିନାହାନ୍ତି। ଏହାକୁ ନେଇ ତପସ୍ବିନୀ ସନ୍ଦେହ ପ୍ରକାଶ କରିଛନ୍ତି। ଡାକ୍ତର ସୁମିତଙ୍କୁ କେହି ଅପହରଣ କରି ନେଇଥିବା ସେ ଅଭିଯୋଗ କରିଛନ୍ତି। ଏହି ସମ୍ପର୍କରେ ଆସିକା ପୋଲିସକୁ ପଚାରିବାରୁ ପୋଲିସ…
Read More...

୧୨ ତାରିଖର ଗଞ୍ଜାମ ଗ୍ରସ୍ତରେ ଯିବେ ମୁଖ୍ୟମନ୍ତ୍ରୀ

ଛତ୍ରପୁର,୧୦।୧୨(ଵ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତା ୧୨ରେ ଗଞ୍ଜାମ ଜିଲା ଗସ୍ତ କରିବେ। ମୁଖ୍ୟମନ୍ତ୍ରୀ ହିଞ୍ଜିଳି ଏବଂ ପୁରୁଷୋତ୍ତମପୁର ବ୍ଲକର ‘ମା ତାରାତାରିଣୀ’ଙ୍କ ପୀଠସ୍ଥଳୀରେ ଉପସ୍ଥିତ ରହି ବିଭିନ୍ନ ସରକାରୀ ଯୋଜନାର ଉଦ୍‌ଘାଟନ ଓ ଭିତ୍ତିପ୍ରସ୍ତର କାର୍ଯ୍ୟକ୍ରମରେ…
Read More...

ତପସ୍ବିନୀ ଓ ସୁମିତ ଏକାଠିର ୭ ଦିନ ପରେ

ବ୍ରହ୍ମପୁର,୯/୧୨ : କିଛିଦିନ ହେବ ଚର୍ଚ୍ଚାରେ ରହିଥିବା ବ୍ରହ୍ମପୁର ସହର ବ୍ରହ୍ମାନଗର ଦ୍ୱିତୀୟ ଲେନର ତପସ୍ୱିନୀ ଦାଶଙ୍କ ପତ୍ନୀ ମାନ୍ୟତା ଦାବି କରି ସ୍ୱାମୀଙ୍କ ବାସଭବନ ଆଗରେ ଧାରଣା ଦେବା ଘଟଣାରେ ବ୍ରହ୍ମପୁର ଏସଡ଼ିଜେଏମ କୋର୍ଟ ପୂର୍ବରୁ ଉଭୟ ପତି-ପତ୍ନୀଙ୍କୁ ୭ ଦିନ ଏକାଠି ରହିବାକୁ…
Read More...

ଅହେତୁକ ଦରଦାମ ବୃଦ୍ଧି ପ୍ରତିବାଦରେ ଵିଜେଡିର ବିଶାଳ ରାଲି

ଭୁବନେଶ୍ୱର,୯।୧୨(ବ୍ୟୁରୋ): ତୈଳ ଓ ଗ୍ୟାସ ଦର ବୃଦ୍ଧି ପ୍ରତିବାଦରେ ରଣହୁଙ୍କାର ଦେଇଛି ବିଜେଡି। ଦରବୃଦ୍ଧି ପ୍ରତିବାଦରେ ଗୁରୁବାର ବିଜେଡି ପକ୍ଷରୁ ବିଶାଳ ବାଇକ୍‌ ଶୋଭାଯାତ୍ରା କରାଯାଇଛି । ଦଳର ମୁଖ୍ୟ କାର୍ଯ୍ୟାଳୟଠାରୁ କେଶରୀ ହଲ ପର୍ଯ୍ୟନ୍ତ ବିଜେଡି ପକ୍ଷରୁ ଏହି ବାଇକ ଶୋଭାଯାତ୍ରା…
Read More...

ପୁଣି ହାତୀ ମୃତ୍ୟୁ

କେନ୍ଦୁଝର,୮।୧୨(ସ୍ବ.ପ୍ର.): କେନ୍ଦୁଝର ଜିଲା ସଦର ରେଞ୍ଜ ଅନ୍ତର୍ଗତ ନେକଡ଼ାଘର ଗ୍ରାମ ଜଙ୍ଗଲରେ ଏକ ମାଈ ହାତୀର ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଛି। ଖବରପାଇ ବନ ବିଭାଗ ବୁଧବାର ସକାଳେ ପହଞ୍ଚି ମୃତଦେହ ଉଦ୍ଧାର କରିଛି। ହାତୀଟି ବିଦ୍ୟୁତ ଆଘାତରେ ମୃତ୍ୟୁବରଣ କରିଥିବା ପ୍ରାଥମିକ ଭାବେ…
Read More...

ଓମିକ୍ରନ୍ ପାଇଁ ଜାରି ହେଲା କଟକଣା

ଢେଙ୍କାନାଳ, ୭।୧୨-ଢେଙ୍କାନାଳ ଜିଲାରେ କରୋନା ସଂକ୍ରମଣ ଏବଂ ଓମିକ୍ରନ୍‌ ପ୍ରତିହତ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ ନୂତନ ଗାଇଡ୍‌ଲାଇନ୍‌ ଜାରି କରାଯାଇଛି। ବିଦେଶାଗତଙ୍କୁ ଚିହ୍ନଟ କରିବା, ଆର୍‌ଟି-ପିସିଆର ଟେଷ୍ଟ କରାଇବା, ହୋମ୍‌ କ୍ୱାରାଣ୍ଟାଇନ୍‌ରେ ରଖି ସେମାନଙ୍କ ଉପରେ ନଜର ରଖିବାକୁ…
Read More...

ଜଓ୍ବାଦ ପ୍ରଭାବରେ ପ୍ରବଳ ବର୍ଷା

ଭୁବନେଶ୍ବର,୬/୧୨(ବ୍ୟୁରୋ): ବାତ୍ୟା ‘ଜୱାଦ’ ପ୍ରଭାବରେ ଗତକାଲି ଉପକୂଳବର୍ତ୍ତୀ ଜିଲାଗୁଡିକରେ ଅତି ପ୍ରବଳ ବର୍ଷା ହୋଇଛି। ପାରାଦ୍ବୀପରେ ବାଦଲ ଫଟା ବର୍ଷା ହୋଇଥିବା ସୂଚନା ମିଳିଛି। ପାରାଦ୍ବୀପରେ ସର୍ବାଧିକ ବର୍ଷା ୨୦୧ ମିମି ରେକର୍ଡ କରାଯାଇଛି। ଜଗତସିଂହପୁର ଜିଲାର କୁଜଙ୍ଗରେ ୧୧୪ ମିମି,…
Read More...

ଭୁବନେଶ୍ବରୀ ମନ୍ଦିରରୁ ଚୋରି

ସମ୍ବଲପୁର,୫/୧୨(ବ୍ୟୁରୋ): ସମ୍ବଲପୁରରେ ଆଇନ ଶୃଙ୍ଖଳା ସମ୍ପୁର୍ଣ୍ଣ ଭୂଷୁଡି ପଡିଥିବାରୁ ନିୟମିତ ଚୋରି, ରାହାଜାନି, ଗୋଷ୍ଠୀ ସଂଘର୍ଷ, ଲୁଟ ଆଦି ଅପରାଧିକ ଘଟଣା ଅହେତୁକ ଭାବରେ ବୃଦ୍ଧି ପାଇଛି। ଅତ୍ୟନ୍ତ ସୁରକ୍ଷିତ ମଣା ଯାଉଥିବା ତଥା ଉତ୍ତରାଞ୍ଚଳ ପୁଲିସ ରେଞ୍ଜ ଡିଆଇଜି ଙ୍କ କାର୍ଯ୍ୟାଳୟ…
Read More...

ବାତ୍ୟା ଉଜାଡି ଦେଲା ଧାନ

କେନ୍ଦ୍ରାପଡ଼ା, ୫ା୧୨: କେନ୍ଦ୍ରାପଡ଼ା ଜିଲାର ବିଭିନ୍ନ ସ୍ଥାନରେ ଗତ ଶୁକ୍ରବାର ସନ୍ଧ୍ୟାରୁ ଝିପିଝିପି ବର୍ଷା ଆରମ୍ଭ ହୋଇଛି। ବର୍ଷାରେ ଚାଷୀଙ୍କ ଫସଲ ନଷ୍ଟ ହେବା ଆଶଙ୍କା ରହିଛି। ସମୁଦ୍ର ଅଶାନ୍ତ ହୋଇଛି। ତଟାଞ୍ଚଳରେ ଉଚ୍ଚ ଜୁଆର ଦେଖିବାକୁ ମିଳିଛି। ବାତ୍ୟାର ମୁକାବିଲା ପାଇଁ ପ୍ରଶାସନ…
Read More...

ବାତ୍ୟା ପାଇଁ ୧୯ ଜିଲ୍ଲାରେ ସ୍କୁଲ ଛୁଟି

ଭୁବନେଶ୍ୱର,୩।୧୨(ବ୍ୟୁରୋ): କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଘନୀଭୂତ ହୋଇ ବାତ୍ୟା(ଜୱାଦ)ରେ ପରିଣତ ହୋଇଛି। ଏହାର ପ୍ରଭାବରେ ଶନିବାଠାରୁ କିଛି ଜିଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ୧୯ ଜିଲାରେ ସ୍କୁଲ ଛୁଟି ଘୋଷଣା…
Read More...