banner
Breaking

୧୨ ତାରିଖର ଗଞ୍ଜାମ ଗ୍ରସ୍ତରେ ଯିବେ ମୁଖ୍ୟମନ୍ତ୍ରୀ

0

ଛତ୍ରପୁର,୧୦।୧୨(ଵ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତା ୧୨ରେ ଗଞ୍ଜାମ ଜିଲା ଗସ୍ତ କରିବେ। ମୁଖ୍ୟମନ୍ତ୍ରୀ ହିଞ୍ଜିଳି ଏବଂ ପୁରୁଷୋତ୍ତମପୁର ବ୍ଲକର ‘ମା ତାରାତାରିଣୀ’ଙ୍କ ପୀଠସ୍ଥଳୀରେ ଉପସ୍ଥିତ ରହି ବିଭିନ୍ନ ସରକାରୀ ଯୋଜନାର ଉଦ୍‌ଘାଟନ ଓ ଭିତ୍ତିପ୍ରସ୍ତର କାର୍ଯ୍ୟକ୍ରମରେ ଯୋଗଦାନ କରିବାର କାର୍ଯ୍ୟକ୍ରମ ରହିଛି I ଏଥି ସହ ତାରାତାରିଣୀଙ୍କ ପୀଠ ତଳେ ପଞ୍ଚାୟତିରାଜ ପ୍ରତିନିଧିମାନଙ୍କ ସହ ମୁଖ୍ୟମନ୍ତ୍ରୀ ପ୍ରସାଦ ସେବନ କରିବେ ବୋଲି ସୂଚନା ରହିଛି। ତେବେ ସେହି କାର୍ଯ୍ୟକ୍ରମରେ ଯୋଗଦାନ କରିବାକୁ ଥିବା ସମସ୍ତ ପଞ୍ଚାୟତିରାଜ ପ୍ରତିନିଧି ଏବଂ ପୋଲିସ କର୍ମଚାରୀଙ୍କ ଆରଟିପିସିଆର ରିପୋର୍ଟ ବାଧ୍ୟତାମୂଳକ ରହିଛି ।

Khansweb Solution Bhubaneswar

Leave A Reply

Your email address will not be published.