banner
Breaking

ଦୁଇଦିନର ଜନ୍ମିତ ପୁଅକୁ ଛାଡି ଚାଲିଗଲେ ମା

ଭୁବନେଶ୍ୱର ; ଦୁଇ ଦିନ ତଳେ ମହାନ୍ତି ପରିବାରରେ ପୁତ୍ର ସନ୍ତାନ ଟିଏ ଜନ୍ମ ନେଇଥିଲା । ବିବାହର ଆଠ ବର୍ଷ ପରେ ପୁତ୍ର ସନ୍ତାନ ଟିଏ ଜନ୍ମ ଦେଇଥିବାରୁ ମା ମନରେ କାହିଁ କେତେ ଆନନ୍ଦ କହିଲେ ନସରେ । ଅସ୍ତ୍ରୋପଚାର କଷ୍ଠକୁ ଭୂକ୍ଷେପ ନକରି ମା ତା ଟିକି ପୁଅକୁ କୋଳେଇ ଆଣି କହିଥିଲା ମୋ ଗେଲ୍ଲା,…
Read More...

ଗୁଜରାଟରେ କେଜରିୱାଲଙ୍କ ୫ ଗ୍ୟାରେଣ୍ଟି

ନୂଆଦିଲ୍ଲୀ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟି(ଏଏପି)ର ସଂଯୋଜକ ଅରବିନ୍ଦ କେଜରିୱାଲ ତାଙ୍କ ସଙ୍ଗଠନ ପ୍ରଚାର ଅଭିଯାନ ପାଇଁ ଶୁକ୍ରବାରଠାରୁ ଦୁଇ ଦିନିଆ ଗୁଜରାଟ ଗସ୍ତରେ ଯାଉଛନ୍ତି । ଏହି ଗସ୍ତ ସମୟରେ ସେ ଗୁଜରାଟବାସୀଙ୍କ ପାଇଁ ନିର୍ବାଚନ ପୂର୍ବର ‘ଗ୍ୟାରେଣ୍ଟି’ ଘୋଷଣା କରିବେ…
Read More...

ନୂଆଖାଇ ପାଳିତ

ସମ୍ବଲପୁର,:ପଶ୍ଚିମ ଓଡ଼ିଶାର କୃଷିଭିତ୍ତିକ ଗଣପର୍ବ ନୂଆଁଖାଇ ଧାର୍ଯ୍ୟ ଲଗ୍ନ ଅନୁସାରେ ଗୁରୁବାର ବେଶ୍ ଉତ୍ସାହର ସହ ପାଳିତ ହୋଇଯାଇଛି। ସମ୍ବଲପୁରର ଇଷ୍ଟଦେବୀ ମା’ସମଲେଇଙ୍କଠାରେ ନବାସମ୍ବଲପୁରନ୍ନ ଲାଗି ପରେ ଜିଲାବାସୀ ସଭିଏ ନୂଆଁ ଖାଇଛନ୍ତି। ପୂର୍ବାହ୍ନ ୧୦ଟା ୫୬ରୁ ୧୧ଟା ୧୫ମିନିଟ୍…
Read More...

ଡମଣାରେ ଖୋଲିଲା ଡଲନ ବୁଟିକ୍ ସେଣ୍ଟର ଓ ସୋରୁମ୍

ଭୁବନେଶ୍ୱର, ଡମଣା ଛକରେ ଡଲନ ବୁଟିକ୍ ସୋରୁମ୍ ଉଦଘାଟିତ ହୋଇଯାଇଛି। ଏହାକୁ ସମାଜସେବୀ ଶାନ୍ତିଲତା ପରିଡ଼ା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ। ଏହି ସୋରୁମରେ କଷ୍ଟମାଇଜ୍ ଡିଜାଇନ୍ ସହିତ ଅନ୍ୟାନ୍ୟ ଡିଜାଇନ୍ ଉପଲବ୍ଧ ହେବ। କଲିକତାର ଅଭିଜ୍ଞ କାରିଗର ମାନଙ୍କ ଦ୍ବାରା ଉନ୍ନତ ମାନର…
Read More...

କବିର ଦୃଷ୍ଟି ଓ ସୃଷ୍ଟି ଐକେନ୍ଦ୍ରିୟଭୂତ ହେଲେ କବିତା ମନ ଛୁଆଁ ହୋଇପାରିବ

ଭୁବନେଶ୍ୱର, : କବିତାର ଶିର୍ଷକ, ପଂକ୍ତି,ଛାନ୍ଦ, ସ୍ୱର ଓ ଭାବାବେଗ ପାଠକଙ୍କ ମନକୁ ଛୁଇଁବା ସହିତ ପାଠକ ଚୟନ କରେ । ଅକ୍ଷର ହେଉଛି ଜୀବନ୍ତ ଦେବତା ଯାହା ପାଠକଙ୍କ ଆଗରେ ନିଜର ସ୍ୱରୂପ ଉନ୍ମୋଚନ କରେ । ଯାହାର ଜ୍ୱଳନ୍ତ ଉଦାହରଣ ହେଉଛି ଭଗବତ ଗୀତା । ତେଣୁ କବିର ଦୃଷ୍ଟି ଓ ସୃଷ୍ଟି…
Read More...

ନୂଆଖାଇରେ ଚାଷୀଙ୍କୁ ମିଳିବ କାଳିଆ ଟଙ୍କା

ଭୁବନେଶ୍ୱର : ଚାଷୀଙ୍କ ପାଇଁ ଖୁସି ଖବର। ନୂଆଁଖାଇ ଅବସରରେ ଚାଷୀଙ୍କୁ ମିଳିବ କାଳିଆ ଟଙ୍କା। ପ୍ରତ୍ୟେକ ଚାଷୀଙ୍କୁ ୨ ହଜାର ଟଙ୍କା ଲେଖାଏ ମିଳିବ। ଏହି ଯୋଜନାରେ ରାଜ୍ୟର ୪୧ ଲକ୍ଷ ଚାଷୀ ଉପକୃତ ହେବେ। ତେବେ ଏହି ବାବଦରେ ୮୬୯ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଜଣାପଡିଛି। ପୂର୍ବରୁ ବର୍ଷକୁ…
Read More...

ଅପରାଜିତା ପବ୍ଲିସିଟି ପାଇଁ ରାଜନୀତି କରୁଛନ୍ତି : ମେୟର

ଭୁବନେଶ୍ୱର : ଭୁବନେଶ୍ୱରରେ ଡମ୍ପିଂୟାର୍ଡ ସମସ୍ୟା ଭିତରେ ବିଏମ୍‌ସି ଛନ୍ଦି ହୋଇପଡ଼ିଛି। ଏଥିପାଇଁ ବିଏମ୍‌ସିକୁ ବହୁ ସମାଲୋଚନାର ଶିକାର ହେବାକୁ ପଡୁଛି। ରବିବାର ଏମ୍‌ପି ଅପରାଜିତା ଷଡ଼ଙ୍ଗୀ ଡମ୍ପିଂୟାର୍ଡର ସମାଧାନ ପାଇଁ ମେୟର ସୁଲୋଚନା ଦାସଙ୍କୁ ଚିଠି ଲେଖିଛନ୍ତି। ତେବେ ଏହାର…
Read More...

ଜନପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପାଇବେ ଲାଇଫ୍ ଟାଇମ୍ ଆଚିଭମେଣ୍ଟ ଆଓ୍ବାର୍ଡ

ଭୁବନେଶ୍ୱର : କ୍ୟାପିଟାଲ୍‌ ଫାଉଣ୍ଡେଶନ ପକ୍ଷରୁ ନୂଆଦିଲ୍ଲୀର ଇଣ୍ଡିଆ ଇଣ୍ଟରନ୍ୟାଶନାଲ ସେଣ୍ଟର ଅଡିଟୋରିୟମରେ ସେପ୍ଟେମ୍ବର ୪ ତାରିଖ ପୂର୍ବାହ୍ନ ୧୧ଟା ୩୦ ମିନିଟ୍‌ରେ ଓଡ଼ିଶା ତଥା ସାରା ଭାରତର ଜନପ୍ରିୟ ଓ ନମ୍ବର ୧ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସଫଳ ଓ ଉଲ୍ଲେଖନୀୟ ନେତୃତ୍ଵ ପାଇଁ…
Read More...

ଓଡ଼ିଶାରେ ପାରିବାରିକ ଆତ୍ମହତ୍ୟା ବଢ଼ିଛି

ନୂଆଦିଲ୍ଲୀ : ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ (ଏନ୍‌ସିଆର୍‌ବି) ତଥ୍ୟ ଅନୁଯାୟୀ, ଦେଶରେ ୨୦୨୦ ତୁଳନାରେ ୨୦୨୧ରେ ୭.୨ ପ୍ରତିଶତ ଆତ୍ମହତ୍ୟା ମାମଲା ବୃଦ୍ଧି ପାଇଛି। ୨୦୨୧ରେ ମୋଟ ୧ ଲକ୍ଷ ୬୪ ହଜାର ୩୩ ଆତ୍ମହତ୍ୟା ଘଟଣା ସାମ୍ନାକୁ ଆସିଛି। ୨୦୨୦ରେ ଏହି ସଂଖ୍ୟା ଥିଲା ୧ ଲକ୍ଷ ୫୩ ହଜାର ୫୨।…
Read More...

ନୀଳାଦ୍ରିବିହାର ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ଜ୍ଞାନ ବିଜ୍ଞାନ ମେଳା

ଭୁବନେଶ୍ବର - ନାଳାଦ୍ରିବିହାରସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ଜ୍ଞାନ ମନ୍ଦିରରେ ବିଦ୍ୟାଳୟ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି । ଉଦଘାଟନୀ ଉତ୍ସବରେ ଓଡ଼ିଶା ସରକାରଙ୍କ ବିଜ୍ଞାନ ଓ ଜ୍ଞାନ କୌଶଳ ବିଭାଗର ବରିଷ୍ଠ ବୈଜ୍ଞାନିକ ଲକ୍ଷ୍ମୀନାରାୟଣ ପାଢୀ ମୁଖ୍ୟ ଅତିଥିଭାବେ ଯୋଗଦେଇ…
Read More...