banner
Breaking

ଆଜି ଗୁଜରାଟ ନିର୍ବାଚନ ପ୍ରଚାର ମଇଦାନକୁ ଓହ୍ଲାଇବେ ମୋଦି

ନୂଆଦିଲ୍ଲୀ,୧୯/୧୧: ଗୁଜରାଟ ବିଧାନସଭା ନିର୍ବାଚନକୁ ନେଇ ପ୍ରାୟ ସମସ୍ତ ରାଜନୈତିକ ଦଳ ଯୋର ସୋରରେ ସେମାନଙ୍କ ପ୍ରଚାର ଅଭିଯାନ ଆରମ୍ଭ କରି ସାରିଛନ୍ତି । ଏହି କ୍ରମରେ ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜ୍ୟରେ ନିର୍ବାଚନ ପ୍ରଚର ପାଇଁ ବାହାରିଛନ୍ତି । ଗୁଜରାଟ ନିର୍ବାଚନକୁ ନେଇ…
Read More...

କ୍ୟାପିଟାଲ ହସ୍ପିଟାଲର ଓପିଡି ସମୟ ବଢ଼ିବ

ଭୁବନେଶ୍ବର, ୧୯ା୧୧(ବ୍ୟୁରୋ): ଭୁବନେଶ୍ବର ଓ ଏହାର ଆଖପାଖ ଅଞ୍ଚଳର ଜନସାଧାରଣଙ୍କୁ ଗୁଣାତ୍ମକ ସ୍ବାସ୍ଥ୍ୟସେବା ଯୋଗାଇ ଦେବା ପାଇଁ ରାଜ୍ୟ ସରକାର ଭୁବନେଶ୍ବରରେ କ୍ୟାପିଟାଲ ହସ୍ପିଟାଲ ଏବଂ ପିଜି ପାଠ୍ୟକ୍ରମ ପାଇଁ ପିଜିଆଇଏମଇଆର ପ୍ରତିଷ୍ଠା କରିଛନ୍ତି। ୨୦୨୨-୨୩ ବର୍ଷ ପାଇଁ ବର୍ତ୍ତମାନ…
Read More...

ବଦଳିଲେ ଟିମ୍ ଇଣ୍ଡିଆର ଟି-୨୦ କ୍ୟାପଟେନ, ବିସିସିଆଇର ବଡ଼ ନିଷ୍ପତ୍ତି

ମୁମ୍ବାଇ: କ୍ରମାଗତ ଦୁଇଟି ଟି -୨୦ ବିଶ୍ୱକପ୍‌ରେ ଟିମ୍ ଇଣ୍ଡିଆର ଶୋଚନୀୟ ପରାଜୟ ପରେ କ୍ରୀଡାପ୍ରେମୀ ଏବଂ ବିସିସିଆଇ ଏବେ ଚିନ୍ତାରେ । ଆଗକୁ ଦିନିକିଆ ବିଶ୍ୱକପ ରହିଛି । ଏପରି ସ୍ଥିତିରେ ଦଳ କିଭଳି ସଜାଡି ହେବ ତା ଉପରେ ଗୁରୁତ୍ୱ ଦେଉଥିବା ସୂଚନା ରହିଛି । ଯାହର ପ୍ରମାଣ ବିସିସିଆଇ ଚେତନ…
Read More...

ଗଜପତି ନଗରରେ ସଫେଇ ସଚେତନତା କାର୍ଯ୍ୟକ୍ରମ

ଭୁବନେଶ୍ୱର : ଭୁବନେଶ୍ୱର ମହାନଗର ନିଗମର ୧୨ ନମ୍ବର ଓ୍ବାର୍ଡ ଅର୍ନ୍ତଗତ ଗଜପତି ନଗରରେ ସଫେଇ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କର୍ପୋରେଟର ଜୟନ୍ତୀ ସାହୁଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସିଇଓ ସିପ୍ରାରାଣୀ ମିଶ୍ର, ସାନିଟାରୀ ଇନ୍ସପେକ୍ଟର ପୌମେନ୍ଦ୍ର…
Read More...

ଐତିହାସିକ କଟକ ବାରବାଟୀ ଷ୍ଟାଡିଅମ ସମେତ ୫ଟି ମ୍ୟୁନିସିପାଲ କର୍ପୋରେସନରେ ହକୀ ବିଶ୍ବ କପ୍‌ ଉତ୍ସବ ପାଳନ କରାଯିବ

ଭୁବନେଶ୍ୱର : ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ପୁରୁଷ ହକି ବିଶ୍ବ କପ୍ ପ୍ରତିଯୋଗିତା ପ୍ରସ୍ତୁତି ସଂପର୍କରେ ସମୀକ୍ଷା କରାଯାଇଥିଲା। FIH ପୁରୁଷ ବିଶ୍ବ କପ୍‌ ହକି-୨୦୨୩, ଭୁବନେଶ୍ବର ଓ ରାଉରକେଲା ଠାରେ ୧୩…
Read More...

ଦମନ ଚଳଚ୍ଚିତ୍ରକୁ ଟିକସ ମୁକ୍ତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଓଡିଶା ସରକାରଙ୍କ ମ୍ୟାଲେରିଆ ନିରାକରଣ କାର୍ଯ୍ୟକ୍ରମ ଉପରେ ନିର୍ମିତ ଚଳଚ୍ଚିତ୍ର ଦମନ ର ପ୍ରଦର୍ଶନ କୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟନାୟକ ସମ୍ପୂର୍ଣ୍ଣ ଟିକସ ମୁକ୍ତ ଘୋଷଣା କରିଛନ୍ତି . ବାସ୍ତବ ଜୀବନରେ ମାଲକାନଗିରି ର ଦୁର୍ଗମ ଅଞ୍ଚଳରେ…
Read More...

ବର୍ଷା ହେତୁ ମ୍ୟାଚ ବାତିଲ

ୱେଲିଂଟନ : ୱେଲିଂଟନରେ ପ୍ରବଳ ବର୍ଷା ହେତୁ ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ପ୍ରଥମ ଟି-୨୦ ବାତିଲ କରାଯାଇଛି। ବର୍ଷା ଯୋଗୁ ଟସ ମଧ୍ୟ ପଡିପାରି ନ ଥିଲା। ତେଣୁ ଅମ୍ପାୟାର ମ୍ୟାଚ ବନ୍ଦ କରିବାକୁ ନିଷ୍ପତ୍ତି ନେଇଥିଲେ। ସ୍ଥାନୀୟ ପାଣିପାଗ ବିଭାଗ ଅନୁଯାୟୀ ଆସନ୍ତା ଚାରି-ପାଞ୍ଚ ଘଣ୍ଟା…
Read More...

ଚାଇନା ଓ ପାକିସ୍ତାନ ଉପରେ ବର୍ଷିଲେ ମୋଦି

ନୂଆଦିଲ୍ଲୀ : ଆତଙ୍କବାଦକୁ ପ୍ରୋତ୍ସାହନ ମାମଲାରେ ଚାଇନା ଏବଂ ପାକିସ୍ତାନ ଉପରେ ବର୍ଷିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆତଙ୍କବାଦୀ ପାଣ୍ଠି ଯୋଗାଡ ରୋକିବା ଲାଗି ଶୁକ୍ରବାରଠାରୁ ଦିଲ୍ଲୀରେ ଆରମ୍ଭ ହୋଇଥିବା ଅନ୍ତର୍ଜାତୀୟ ମନ୍ତ୍ରୀସ୍ତରୀୟ ସମ୍ମିଳନୀରେ ମୋଦି ନାଁ ନ ନେଇ ଦୁଇ ଦେଶକୁ…
Read More...

ରିଲିଜ ହେଲା ଦୃଶ୍ୟମ୍-୨

ମୁମ୍ବାଇ: ବଲିଉଡ ଅଭିନେତା ଅଜୟ ଦେବଗନଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ଦୃଶ୍ୟମ-୨’ ଶୁକ୍ରବାର ରିଲିଜ୍‌ ହୋଇଛି। ସକାଳୁ ଏହି ଫିଲ୍ମକୁ ଦେଖିବାକୁ ସିନେମା ହଲ୍‌ରେ ଦର୍ଶକଙ୍କ ନାହିଁ ନ ଥିବା ଭିଡ ଦେଖିବାକୁ ମିଳିଛି। ଦର୍ଶକଙ୍କ ଏଭଳି ଉତ୍ସାହ ଦେଖି କୁହାଯାଉଛି କି ଆଗକୁ ଫିଲ୍ମଟି ଭଲ ଆୟ କରିବ।…
Read More...

ବଢ଼ିବ ବିଧାୟକଙ୍କ ଦରମା

ଭୁବନେଶ୍ୱର :ବିଧାୟକ ମାନଙ୍କର ଦରମା, ଭତ୍ତା ଓ ଅନ୍ୟାନ୍ୟ ସୁବିଧା ସୁଯୋଗରେ ବୃଦ୍ଧି ହେବାର ସମ୍ଭାବନା ରହିଛି। ଏନେଇ ଗଠିତ କମିଟି ଆସନ୍ତା ୨୪ ତାରିଖରେ ହେବାକୁ ଥିବା ଶୀତ ଅଧିବେଶନରେ ବାଚସ୍ପତିଙ୍କୁ ରିପୋର୍ଟ ପ୍ରଦାନ କରିବ। ବିଭିନ୍ନ ରାଜ୍ୟରେ ବିଧାୟକମାନଙ୍କୁ ମିଳୁଥିବା ଦରମା,ଭତ୍ତା ଓ…
Read More...