ମହାରାଷ୍ଟ୍ର ସରକାର ଗଠନ ପାଇଁ ବିଜେପିକୁ ଆମନ୍ତ୍ରଣ କଲେ ରାଜ୍ୟପାଳ
ମୁମ୍ବଇ,୧୦/୧୧(ବ୍ୟୁରୋ) : ମହାରାଷ୍ଟ୍ରରେ ସରକାର ଗଠନ ନେଇ ପ୍ରାରମ୍ଭିକ ପ୍ରକ୍ରିୟା ଆରମ୍ଭ କରିଛନ୍ତି ରାଜ୍ୟପାଳ ଭଗତ ସିଂହ କୋଶିୟାରୀ। ବିଧାନସଭାରେ ଏକକ ସଂଖ୍ୟାଗରିଷ୍ଠ ଦଳର ବିଧାୟକ ଦଳ ନେତା ଭାବେ ଫଡ଼ନବିସ୍ଙ୍କୁ ସରକାର ଗଠନ ପାଇଁ ପ୍ରସ୍ତାବ ଦେଇଛନ୍ତି। ସରକାର ଗଠନ କଲେ ଆସନ୍ତା…
Read More...
Read More...