ପୁରୀ ଗଣଦୁଷ୍କର୍ମ ମାମଲାରେ ଆଉଜଣେ ଅଭିଯୁକ୍ତ ଗିରଫ।
ପୁରୀ,୬ା୧୨(ଓଡ଼ିଆ ନ୍ୟୁଜ): ପୁରୀରେ ଏକ ଯୁବତୀଙ୍କୁ ଗଣଦୁଷ୍କର୍ମ ହୋଇଥିବା ଥାନାରେ ମାମଲା ରୁଜୁ ହୋଇଥିଲା । ସେହି ମାମଲାରେ ଆଜି ଆଉ ଜଣେ ଅଭିଯୁକ୍ତକୁ କୁମ୍ଭାରପଡ଼ା ପୋଲିସ ଗିରଫ କରିଛି । ବ୍ରହ୍ମଗିରି ଆଳିପଟୁ ଗାଁର ଅଭିଯୁକ୍ତ ରାମଚନ୍ଦ୍ର ପ୍ରଧାନ ଗିରଫ ହୋଇଥିବା ସୂଚନା ମିଳିଛି । ପୂର୍ବରୁ…
Read More...
Read More...