ଡିସେମ୍ବର ୨୨ ରେ ସୈନିକ ସ୍କୁଲ ଭୁବନେଶ୍ୱରର ପୁରାତନ ଛାତ୍ର ସଂସଦର ବାର୍ଷିକ ବନ୍ଧୁମିଳନ ଉତ୍ସବ।
ଭୁବନେଶ୍ୱର,୧୮/୧୨(ଓଡ଼ିଆ ନ୍ୟୁଜ) ସୈନିକ ସ୍କୁଲ ଭୁବନେଶ୍ୱରର ୪୯ତମ ବାର୍ଷିକ ବନ୍ଧୁମିଳନ ଡିସେମ୍ବର ୨୨ ତାରିଖରେ ସ୍କୁଲ ପ୍ରାଙ୍ଗଣରେ ଅନୁଷ୍ଠିତ ହେବ । ଉକ୍ତ ଉତ୍ସବରେ ସ୍କୁଲର ଉନ୍ନତି ନିମନ୍ତେ ବିଭିନ୍ନ କାର୍ଯ୍ୟସୂଚୀ ଗ୍ରହଣ ବିଷୟରେ ପୁରାତନ ଛାତ୍ରମାନେ ଆଲୋଚନା କରିବେ । ଏହି ଛାତ୍ର…
Read More...
Read More...