banner
Breaking

ଆଜି ଭାଲେଣ୍ଟାଇନ୍ ଡେ ର ପ୍ରଥମ ଦିନ ରୋଜ ଡେ।

ଭୁବନେଶ୍ୱର, ୭।୨: ପ୍ରେମ ଚିରନ୍ତନ ସତ୍ୟ, ଅତିବ ସୁନ୍ଦର ଓ ଦୁଇଟି ଆତ୍ମାର ଅପୂର୍ବ ମିଳନ। ସେଦିନର ଆଉ ଆଜିର ପ୍ରେମରେ ରହିଛି ଆକାଶ ପାତାଳର ପ୍ରଭେଦ। ଆଜିର ଯୁବପିଢ଼ି ସପ୍ତ ଋତୁ ସମ୍ଭାରରେ ମସଗୁଲ। ପ୍ରେମର ପର୍ବ ଆଣିଛି ସମ୍ଭାବନାର ସନ୍ଧିକ୍ଷଣ , ଆଖିରେ ଆଖିଏ ସ୍ୱପ୍ନ , ମନରେ ଅସୁମାରୀ…
Read More...

ଓଡିଶା କଳା ଓ ସଂସ୍କୃତି ଆନ୍ତର୍ଜାତୀୟ ସ୍ତରରେ ପହଞ୍ଚିବ। ନାୟକୀ ଫେସନ ସୋ ରେ ଓଡିଶା କଳାକୃତିର ଝଲକ।

ଭୁବନେଶ୍ୱର , ୬/୨(ଓଡ଼ିଆ ନ୍ୟୁଜ)- ଓଡିଶା ଆର୍ଟ ଏଣ୍ଡ କଲଚର ଫାଉଣ୍ଡେସନ ତରଫରୁ ଓଡିଶାର କଳା ଓ ସଂସ୍କୃତିକୁ ଆନ୍ତର୍ଜାତୀୟ ସ୍ତରରେ ପହଞ୍ଚାଇବା ନିମନ୍ତେ ଫେସନ୍ ସୋ କାର୍ଯ୍ୟକ୍ରମ “ନାୟକୀ” ଭୁବନେଶ୍ୱର ସ୍ଥିତ ଏକ ତାରକା ହୋଟେଲ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ମୁଖ୍ୟ…
Read More...

ଆଜି ଆପଣଙ୍କ ଦିନ କେମିତି କଟିବ ଜାଣନ୍ତୁ।

ମେଷ:-ଆଜିର କର୍ମକ୍ଷେତ୍ରରେ କୌଣସି ବିଶିଷ୍ଟବ୍ୟକ୍ତିଙ୍କ ସହାୟତା ଲାଭ କରିବାର ସୁଯୋଗ ପାଇବେ। ଆଜକୁ କେତେଦିନ ହେଲା ମନେ ମନେ ଯାହା ଭାବୁଥିଲେ ତାହା ଆଜି ସହଜ ଓ ସୁବିଧାରେ ପାଇଯିବେ। ପ୍ରତିବନ୍ଧକ କାରଣରୁ ବ୍ୟବସାୟ, ବାଣିଜ୍ୟ ଓ ପରିବହନ ବାଧାପ୍ରାପ୍ତ ହୋଇପାରେ। ସାମାଜିକସ୍ତରରେ…
Read More...

କର୍କଟ ପିଡ଼ିତଙ୍କ ନିମନ୍ତେ ପାଣ୍ଠି ସଂଗ୍ରହ ଓ ସଂସ୍କୃତିକ କାର୍ଯ୍ୟକ୍ରମ

ଭୂବନେଶ୍ୱର , ୫/୦୨(ଓଡ଼ିଆ ନ୍ୟୁଜ) ରେଡ଼୍ ସ୍ୱସ୍ତିକ ସୋସାଇଟି ଓଡ଼ିଶା ଶଖା, ସମ୍ପଲି କେୟାର କ୍ଲିନିକ୍ ଓ ଲାୟନ ମିନତୀ ବେହେରା କ୍ୟାନସର ଫାଉଣ୍ଡେସନ୍‌ର ମିଳିତ ସହଯୋଗରେ କର୍କଟ ପିଡ଼ିତଙ୍କ ଚିକିତ୍ସା ପାଇଁ ପାଣ୍ଠି ସଂଗ୍ରହ କାର୍ଯ୍ୟକ୍ରମ ସ୍ଥାନୀୟ ଜୟଦେବ ଭବନଠାରେ ଅନୁଷ୍ଠିତ ହୋଇଯାଇଛି ।…
Read More...

କରୋନା ପାଇଁ ପୃଥିବୀ ଆତଙ୍କିତ।

ନୂଆଦିଲ୍ଲୀ ,୩।୨: ପୃଥିବୀର ୨୮ଟି ଦେଶରେ କରୋନା ଭୁତାଣୁ ଆତଙ୍କରେ ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି। ଏହି ଭୁତାଣୁ ଦ୍ୱାରା ଚାଇନାରେ ସର୍ବାଧିକ ୧୬ ହଜାର ୬ ଶହ ଜଣ ଲୋକ ସଂକ୍ରମିତ ହୋଇଛନ୍ତି। ସେହିଭଳି ଚାଇନା ପଛକୁ ସଂକ୍ରମିତଙ୍କ ତାଲିକାରେ ଜାପାନ ରହିଛି। ଏଠାରେ ସଂକ୍ରମିତଙ୍କ ସଂଖ୍ୟା ୨୦ରେ…
Read More...

ବିଳ୍ପବୀ କବି ରବି ସି°ଙ୍କୁ ରାଷ୍ଟ୍ରୀୟ ମର୍ଯ୍ୟଦା। ସତୀଚଉରାରେ ଶେଷକୃତ୍ୟ ସମ୍ପନ୍ନ।

କଟକ ,୨।୨: କଟକର ସତୀ ଚଉରାରେ ବିପ୍ଲବୀ କବି ରବି ସିଂଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ସମସ୍ତ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ତାଙ୍କର ଶେଷକୃତ୍ୟ କରାଯାଇଛି। ପ୍ରକାଶ ଯେ, କଟକସ୍ଥିତ ଖପୁରିଆ ବାସଭବନରେ ରବିବାର ଭୋର ସମୟରେ ରବି ସିଂ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ…
Read More...

ଆଜି ମୋଦୀ ସରକାରଙ୍କ ଦ୍ବିତୀୟ ପାଳିର ପୂର୍ଣ୍ଣାଙ୍ଗ ବଜେଟ।

ନୂଆଦିଲ୍ଲୀ,୧/୨ : ଶନିବାର କେନ୍ଦ୍ର ସରକାର ୨୦୨୦-୨୧ ଆର୍ଥିକବର୍ଷ ନିମନ୍ତେ ସାଧାରଣ ବଜେଟ୍‍ ଉପସ୍ଥାପନ କରିବାକୁ ଯାଉଛନ୍ତି। ସଂସଦରେ ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ଏହି ବଜେଟ୍‍ ଆଗତ କରିବେ। ଶୁକ୍ରବାରଠାରୁ ସଂସଦର ବଜେଟ୍‍ ଅଧିବେଶନ ଆରମ୍ଭ ହୋଇଥିବାବେଳେ ଅର୍ଥନୈତିକ ସର୍ଭେ ରିପୋର୍ଟ…
Read More...

ଆଜି ଆପଣଙ୍କ ଦିନ କେମିତି କଟିବ ଜାଣନ୍ତୁ।

ମେଷ:-ଆଜି ଜନ୍ମ ଚନ୍ଦ୍ର ପ୍ରଭାବରୁ ଅର୍ଥଲାଭ, ବିଷୟଗତ ଚିନ୍ତା, କିନ୍ତୁ ଦୂରଯାତ୍ରା, ବିବାଦ, ଗୃହାରମ୍ଭ ବର୍ଜନୀୟ । ରାହୁଙ୍କ ପ୍ରଭାବରେ ସମସ୍ୟା ସମାଧାନରେ ସଫଳ ହେବେ, ନିକଟସ୍ଥ ବନ୍ଧୁ ଅସହଯୋଗ କରିପାରନ୍ତି। ବୁଧ ଓ ଶୁକ୍ର ସ୍ଥିତିରୁ ଫଳପ୍ରଦ ଆଲୋଚନା ଓ ଶିକ୍ଷା, ସନ୍ତାନଙ୍କ ଗୌରବରୁ ଖୁସି…
Read More...

ଆସନ୍ତାକାଲି ଦିଆଯିବନି ଫାଶୀ।

ନୂଆଦିଲ୍ଲୀ,(ବ୍ୟୁରୋ): ଆସନ୍ତାକାଲି ଦିଆଯିବନି ଫାଶୀ। ଫେବୃଆରୀ ୧ରେ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ୪ ଅଭିଯୁକ୍ତଙ୍କୁ ଫାଶୀ ଦିଆଯିବା ପାଇଁ ପୂର୍ବରୁ ସମୟ ନିର୍ଦ୍ଧାରିତ ହୋଇଥିଲେ ମଧ୍ୟ ଆଜି ଦିଲ୍ଲୀ ପଟିଆଲା ହାଉସ କୋର୍ଟ ଏହା ଉପରେ ରୋକ ଲଗାଇଛନ୍ତି। ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ…
Read More...

ପୁଣି ସୁପର ଓଭରରେ ଜିତିଲା ଭାରତ।

ନ୍ୟୁଜିଲାଣ୍ଡ  : ଭାରତ- ନ୍ୟୁଜିଲାଣ୍ଡ ମଧ୍ୟରେ ଚାଲିଥିବା ୫ଟିକିଆ ଟ୍ବେଣ୍ଟି-୨୦ ସିରିଜରେ ପୁଣିଥରେ ଚତୁର୍ଥ ମ୍ୟାଚରେ ସୁପର ଓଭର ଦେଖିବାକୁ ମିଳିଥିଲା। ଏହି ସୁପର ଓଭରରେ ଭାରତ ବାଜିମାରିବାସହ  କ୍ରମାଗତ ୪ଟି ମ୍ୟାଚ ଜିତି ବିଜୟ ଧାରା ବଜାଇ ରଖିଛି। ସୁପର ଓଭରରେ ପ୍ରଥମେ ବ୍ୟାଟିଂ କରି…
Read More...