banner
Breaking

ବମୀଖାଲ ଅଞ୍ଚଳ ସିଲ୍।

ଭୁବନେଶ୍ୱର,୩।୪(ବ୍ୟୁରୋ): ଭୁବନେଶ୍ୱରର ବମିଖାଲରୁ ଶୁକ୍ରବାର ୩ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହାପରେ ବମିଖାଲ ଅଞ୍ଚଳକୁ ଭୁବନେଶ୍ୱର ମହାନଗର ନିଗମ(ବିଏମସି) ପକ୍ଷରୁ ସିଲ କରି ଦିଆଯାଇଛି। ଏକାମ୍ର ସିନେମା ହଲ ଛକ ଠାରୁ ଝାରପଡା କେନାଲ ରୋଡ଼, ଝାରପଡ଼ା କେନାଲରୁ ଝାରପଡ଼ା ଦୁର୍ଗା…
Read More...

ଷଷ୍ଠ କରୋନା ଆକ୍ରାନ୍ତ ନିଜାମୁଦ୍ଦିନରୁ ଫେରିଥିଲେ।

ଭୁବନେଶ୍ୱର, ୩ା୪(ଓଡ଼ିଆ ନ୍ୟୁଜ): ପ୍ରତିଦିନ ପରି ଆଜି ମଧ୍ୟ କରୋନା ସମ୍ପର୍କିତ ସମସ୍ତ ଖବର ଦେଇଛନ୍ତି କରୋନା ଭୂତାଣୁ ସଂକ୍ରମଣ ସଚେତନତା କମିଟି ମୁଖ୍ୟ ପ୍ରବକ୍ତା  ସୁବ୍ରତୋ ବାଗଚୀ । ସେ କହିଛନ୍ତିି ଆଜି ଚିହ୍ନଟ ହୋଇଥିବା ଷଷ୍ଠ କରୋନା ରୋଗୀ ନିଜାମୁଦ୍ଦିନରେ ସମାବେଶରେ ଯୋଗ ଦେଇଥିଲେ ।…
Read More...

ଭୁବନେଶ୍ୱରରୁ ଆଉ ତିନିଜଣ ଆକ୍ରାନ୍ତ ଚିହ୍ନଟ।

ଭୁବନେଶ୍ୱର,୩।୪(ଓଡ଼ିଆ ନ୍ୟୁଜ): ଓଡ଼ିଶାରେ ଆଉ ତିନିଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେ ଭୁବନେଶ୍ୱର ବମୀଖାଲ ଅଞ୍ଚଳର। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି।
Read More...

କଟକରୁ ଷଷ୍ଠ ପଜେଟିଭ। କଟକ ୪୮ ଘଣ୍ଟା ସଟଡାଉନ।

ଭୁବନେଶ୍ୱର,୩।୪(ଓଡ଼ିଆ ନ୍ୟୁଜ): ଓଡ଼ିଶାରେ ୬ଷ୍ଠ କରୋନା ଆକ୍ରାନ୍ତ ଶୁକ୍ରବାର ଚିହ୍ନଟ ହୋଇଛନ୍ତି। ସେ କଟକର ହୋଇଥିବା ବେଳେ ଦିଲ୍ଲୀ ଗସ୍ତ କରିଥିଲେ। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି। ଏଥି ସହିତ କଟକକୁ ମଧ୍ୟ ଭୁବନେଶ୍ୱର ଭଦ୍ରକ ଭଳି…
Read More...

ଶୁକ୍ରବାର ରାତି ୮ ଟାରୁ ରବିବାର ରାତି ୮ଟା ଭୁବନେଶ୍ୱର ଓ ଭଦ୍ରକ ସପୂର୍ଣ୍ଣ ଲକଡାଉନ୍। ଅତ୍ୟାବଶ୍ୟକ ଦୋକାନ ବି…

ଭୁବନେଶ୍ଵର, ୩/୪(ଓଡ଼ିଆ ନ୍ୟୁଜ) : ସମୂହ ସ°କ୍ରମଣକୁ ଦୃଷ୍ଟିରେ ରଖି ରାଜଧାନୀ ଭୁବନେଶ୍ଵର ଏବଂ ଭଦ୍ରକ ସହରକୁ ୪୮ ଘଣ୍ଟା ପାଇଁ ସମ୍ପୂର୍ଣ୍ଣ ବନ୍ଦ କରିଛନ୍ତି ରାଜ୍ୟ ସରକାର। ଅର୍ଥାତ୍‌ ଭୁବନେଶ୍ଵର ସହର ଓ ଭଦ୍ରକ ସହର ସମ୍ପୂର୍ଣ୍ଣ ସଟ୍‌ଡାଉନ କରାଯାଇଛି। ଏହି ନିୟମ ଶୁକ୍ରବାର ରାତି ୮ଟାରୁ…
Read More...

ଭାରତରେ କରୋନା ଅପଡେଟ୍।

ନୂଆଦିଲ୍ଲୀ,୩/୪- କରୋନା ଭୂତାଣୁ ଯୋଗୁ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୨୩୦୧କୁ ବୃଦ୍ଧି ପାଇଛି। କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି। ସେମାନଙ୍କ ମଧ୍ୟରୁ ୫୬ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୨୦୮୮ ଜଣ ଏବେ ଚିକିତ୍ସାଧୀନ ଅଛନ୍ତି। ୧୫୬ ଜଣ…
Read More...

ଆଜି ଆପଣଙ୍କ ଦିନ କେମିତି କଟିବ ଜାଣନ୍ତୁ।

ମେଷ:-ଆପଣଙ୍କ ସ୍ବାସ୍ଥ୍ୟ ଭଲ ଥିଲେ ମଧ୍ୟ କାମ ସମ୍ପନ୍ନ କରିବା କଷ୍ଟକର ହୋଇପଡିବ। ଆର୍ଥିକ କ୍ଷେତ୍ରରେ ଯେମିତି ଖର୍ଚ୍ଚ କରିବେ ସେମିତି ମଧ୍ୟ ପାଇବେ। ଅ-ନାମାକ୍ଷର ବ୍ୟକ୍ତିମାନେ ନିଜ ନିଜ କାମକୁ ଉତ୍ସାହର ସହ କରିବାରେ ସମର୍ଥ ହେବେ। ପାରିବାରିକ ଅଶାନ୍ତି ହୋଇପାରେ। ବୃଷ:-ଆଜି ଆପଣ…
Read More...

ଆଟୋ ଓ ଟ୍ୟାକ୍ସି ଚାଳକଙ୍କୁ ମିଳିବ ପାଞ୍ଚ ହଜାର।

ନୂଆଦିଲ୍ଲୀ,୨/୪: ଅଟୋ-ଟ୍ୟାକ୍ସି ଓ ଇ-ରିକ୍ସା ଚଳାଉଥିବା ଲୋକଙ୍କୁ ୫- ହଜାର ଟଙ୍କାର ଦେବାକୁ ଘୋଷଣା କରିଛନ୍ତି ଦିଲ୍ଲୀ ସରକାର । ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହିଛନ୍ତି ଯେ, ତାଙ୍କ ପାଖକୁ ଲଗାତାର ଅଟୋ-ଟ୍ୟାକ୍ସି ଓ ରିକ୍ସା ଚାଳକଙ୍କଠାରୁ କଲ୍ ଆସୁଛି । କରୋନା ଭାଇରସ୍ ଓ…
Read More...

ସରକାରଙ୍କ ମୋ ପ୍ରତିଭା କାର୍ଯ୍ୟକ୍ରମ ଆରମ୍ଭ ହେବ।

ଭୁବନେଶ୍ୱର,୨ା୪(ବ୍ୟୁରୋ)- କରୋନା ସଂକ୍ରମଣ ବ୍ୟାପିବାକୁ ରୋକିବା ଲାଗି ଦେଶରେ ୨୧ଦିନିଆ ଲକ୍‌ଡାଉନ୍‌ ଘୋଷଣା ହୋଇଛି। ଏହାଦ୍ୱାରା ସବୁବର୍ଗର ଲୋକେ ପ୍ରଭାବିତ ହୋଇଛନ୍ତି। ଏପରି କି କୋମଳମତି ଶିଶୁ, ଛୋଟ ପିଲା ଏବଂ ଛାତ୍ରୀଛାତ୍ର ଏଥିରୁ ବାଦ୍‌ ପଡ଼ି ନାହାନ୍ତି। ସ୍କୁଲ ବନ୍ଦ ରହିଥିବାରୁ…
Read More...

ସାତଦିନ ମଧ୍ୟରେ ଦେଶର ପ୍ରଥମ କରୋନା ହସ୍ପିଟାଲ

ଭୁବନେଶ୍ୱର,୨।୪(ବ୍ୟୁରୋ)-ଓଡିଶା ସରକାରଙ୍କ ବଡ ପଦକ୍ଷେପ ସ୍ବରୂପ ମାତ୍ର ସପ୍ତାହକ ମଧ୍ୟରେ ରାଜ୍ୟରେ କରୋନା ସଂକ୍ରମିତଙ୍କ ସ୍ବତନ୍ତ୍ର ଚିକିତ୍ସା ପାଇଁ ୬୫୦ ଶଯ୍ୟା ବିଶିଷ୍ଟ ୨ଟି ହସ୍ପିଟାଲ ପ୍ରସ୍ତୁତ ହୋଇଛି। ଦେଶର ପ୍ରଥମ କରୋନା ସଂକ୍ରମିତଙ୍କ ଚିକିତ୍ସା ପାଇଁ ଉର୍ଦ୍ଦିଷ୍ଟ ହସ୍ପିଟାଲ…
Read More...