banner
Breaking

ଭାରତରେ ୧ ଲକ୍ଷ ଟପିଲା କରୋନା ଆକ୍ରାନ୍ତଙ୍କ ସ°ଖ୍ୟା।

ନୂଆଦିଲ୍ଲୀ,୧୮/୫(ବ୍ୟୁରୋ): ଭାରତରେ କରୋନା ଭୂତାଣୁ କାୟା ବିସ୍ତାର କରିବାରେ ଲାଗିଛି। ମଙ୍ଗଳବାର ଦେଶରେ ସଂକ୍ରମିତଙ୍କ ସଂଖ୍ୟା ୧ ଲକ୍ଷ ଟପିଛି। ଅନ୍ୟ ଦେଶଗୁଡ଼ିକ ତୁଳନାରେ ଭାରତରେ ସଂକ୍ରମଣ ବେଗ କମ୍‌ ଥିଲେ ହେଁ ଏହି ଭୂତାଣୁ ଦ୍ବାରା ଆକ୍ରାନ୍ତଙ୍କ ସଂଖ୍ୟା ଧୀରେ ଧୀରେ ଅନ୍ୟ ପାଶ୍ଚାତ୍ୟ…
Read More...

ଓଡିଶା ଛୁଇଁଲା ଅମ୍ଫାନ। ଆରମ୍ଭ ହେଲା ବର୍ଷା, ପବନ

ଭୁବନେଶ୍ଵର,୧୮/୫(ଓଡ଼ିଆ ନ୍ୟୁଜ) ସବୁ ପ୍ରତୀକ୍ଷାର ଅନ୍ତ ଘଟାଇ ଓଡିଶା ଛୁଇଁଛି ଅମ୍ଫାନ। ମଙ୍ଗଳବାର ମଧ୍ୟାହ୍ନ ପରେ ଆମ୍ଫନର ଆଉଟର୍‌ ୱାଲ ବା ବହିଃର୍ଭାଗ ଓଡ଼ିଶା ଉପକୂଳକୁ ଛୁଇଁଛି। ଏହାର ପ୍ରଭାବରେ ଉପକୂଳ ଜିଲାଗୁଡ଼ିକରେ ଘଣ୍ଟାପ୍ରତି ୪୦ରୁ ୫୦ କିଲୋମିଟର ବେଗରେ ପବନ ବହିବା ସହିତ ଝିପି…
Read More...

ରାଜ୍ୟରେ ପୁଣି ୧୦୨ ପଜିଟିଭ୍ ଏବଂ ଜଣେ ମୃତ୍ୟୁ

ଭୁବନେଶ୍ୱର,୧୯/୫(ଓଡ଼ିଆ ନ୍ୟୁଜ) : ରାଜ୍ୟରେ ଆଜି ପୁଣି ୧୦୨ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୯୭୮କୁ ବୃଦ୍ଧି ପାଇଛି । ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି । ଏମାନଙ୍କ ଭିତରୁ ୫ଜଣଙ୍କୁ ଛାଡ଼ିଦେଲେ ଅନ୍ୟ…
Read More...

ଅମ୍ଫାନ ଝଡର ଶେଷ ନାମ। ପରବର୍ତ୍ତୀ ନାମ ସବୁ ଜାଣନ୍ତୁ।

ନୂଆଦିଲ୍ଲୀ : ମଣିଷ ଯେତେ ଜ୍ଞନକୌଶଳ ଯନ୍ତ୍ରପାତି ବାହାର କଲେ ମଧ୍ୟ ପ୍ରକୃତିର ତାଣ୍ଡବରେ ସବୁ ଫେଲ ମାରି ଯାଉଛି।ବିଭିନ୍ନ ସାଗର ଓ ମହାସାଗରରୁ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ଼ ବିଶ୍ୱର ଅନେକ ଦେଶରେ ତାଣ୍ଡବ ଖେଳାଇ ଆସିଛି। ସୂଚନା ଓ ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରରେ ମଣିଷ ଯେତେ ଅଗ୍ରଗତି…
Read More...

ଆଜି ଆପଣଙ୍କ ଦିନ କେମିତି କଟିବ ଜାଣନ୍ତୁ।

ମେଷ:-ଆଜି ଆପଣଙ୍କର ଉତ୍କୃଷ୍ଟ ବିଚାରଧାରା,ପାରିବାରିକ ସହଯୋଗରେ କାମ ହାସଲ କରିବାରେ ମଧ୍ୟ କିଛି ଅସୁବିଧା ହେବନାହିଁ। କର୍ମକ୍ଷେତ୍ରରେ ଅନ୍ୟମାନଙ୍କ ମତକୁ ସମ୍ମାନ ଦେଇ ପ୍ରଶଂସିତ ହେବେ। ସାମାଜିକ ସ୍ତରରେ ଉଚ୍ଚାସନ ଲାଭ କରିବେ। ପରିବହନ, ନିର୍ମାଣ ଓ ଅର୍ଥନୈତିକ କାର୍ଯ୍ୟକ୍ରମ ବେଶ୍‌ ଭଲରେ…
Read More...

ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧିକୁ ବିରୋଧ।

ଭୁବନେଶ୍ୱର, ୧୮/୫(ଓଡ଼ିଆ ନ୍ୟୁଜ): ଆନ୍ତର୍ଜାତିକ ବଜାରରେ ଅଶୋଧିତ ତେଲ ଦର ହ୍ରାସ ପାଉଥିଲାବେଳେ ଆମ ସରକାରମାନେ ଏହାର ଫାଇଦା ଦେଶର ସାଧାରଣ ଗ୍ରାହକଙ୍କୁ ନ ଦେଇ ବିଭିନ୍ନ ଶୁଳ୍କ ଓ ଭାଟ ବୃଦ୍ଧି ବୃଦ୍ଧି କରି ରାଜସ୍ବ ସଂଗ୍ରହ ଅଳରେ ଶୋଷଣ କରିଚାଲିଛନ୍ତି ବୋଲି ସମାଜବାଦୀ ପାର୍ଟି ଓଡିଶା…
Read More...

କରୋନା ଓ ବାତ୍ୟା ଅମ୍ଫାନ ପାଇଁ ବିଧାୟକଙ୍କ ସମୀକ୍ଷା ବୈଠକ।

ଜଗତସିଂହପୁର,୧୮/୫(ଓଡ଼ିଆ ନ୍ୟୁଜ): ଜଗତସିଂହପୁର ବିଧାୟକ ତଥା ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ପ୍ରଶାନ୍ତ କୁମାର ମୁଦୁଲିଙ୍କ ଅଧ୍ୟକ୍ଷତାରେ ଆଜି ଜଗତସିଂହପୁର ପୌରପାଳିକା କାର୍ଯ୍ୟାଳୟରେ କରୋନା ଓ ବାତ୍ୟା ଅମ୍ଫାନ ସମ୍ବନ୍ଧୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲ୍ଲାର ବିଭିନ୍ନ…
Read More...

ଜଗତସିଂହପୁରରେ ପୁଣି ୨୦ ପଜିଟିଭ୍।

ଜଗତସିଂପୁର,୧୮/୫(ଓଡ଼ିଆ ନ୍ୟୁଜ): ଜଗତସିଂପୁର ପୁଣି ୨୦ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତମାନଙ୍କ ମଧ୍ୟରୁ ୧୯ଜଣ ନାଉଗାଁ ଓ ଜଣେ କୁଜଙ୍ଗ ବ୍ଲକ ଅଂଚଳର ବୋଲି ଜଣାପଡିଛି । ସମସ୍ତେ ପଶ୍ଚିମବଙ୍ଗ ଫେରନ୍ତା ଓ କ୍ୱାରେନଟାଇନ ସେଂଟରରେ ଅଛନ୍ତି ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି।…
Read More...

ଜୁଲାଇ ୧ ରୁ ସିବିଏସଇ ପରୀକ୍ଷା। କେଉଁ ଦିନ କଣ ପଢନ୍ତୁ।

ନୂଆଦିଲ୍ଲୀ,୧୮/୫(ଓଡ଼ିଆ ନ୍ୟୁଜ): ସିବିଏସଇ ବୋର୍ଡର ବାକିଥିବା ଦଶମ ପରୀକ୍ଷା ଆରମ୍ଭ ହେବ। ତୁଲାଇ ୧ ରୁ ଆରମ୍ଭ ହୋଇ ୧୫ ମଧ୍ୟରେ ସରିବ । କରୋନା ଯୋଗୁଁ ପରୀକ୍ଷା ଅଧାରୁ ସ୍ଥଗିତ ହୋଇଥିଲା । ଦିନ ୧୦ଟା ୩୦ରୁ ମଧ୍ୟାହ୍ନ ୧ଟା ୩୦ ଯାଏ ପରୀକ୍ଷା ହେବ । ୧୦ଟା ୧୫ରେ ଛାତ୍ରଛାତ୍ରୀଙ୍କ ପ୍ରଶ୍ନପତ୍ର…
Read More...

ରାଜ୍ୟରେ ପୁଣି ୪୮ ପଜିଟିଭ୍ ଚିହ୍ନଟ।

ଭୁବନେଶ୍ୱର,୧୮/୫(ଓଡ଼ିଆ ନ୍ୟୁଜ) : ରାଜ୍ୟରେ ପୁଣି ୪୮ଜଣ କେରାନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୮୭୬କୁ ବୃଦ୍ଧି ପାଇଛି । ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି । ସୂଚନାଯୋଗ୍ୟ, ଆଜି ସକାଳେ ୧୦ଟି…
Read More...