banner
Breaking

୮ ତାରିଖ ପର୍ଯ୍ୟନ୍ତ କଟକ ସଟଡାଉନ।

କଟକ,୪/୭(ଓଡ଼ିଆ ନ୍ୟୁଜ): ଆସନ୍ତା ଜୁଲାଇ ୮ ତାରିଖ ଯାଏଁ ସଟଡାଉନ୍ ରହିବ କଟକ ସହର । ବଢ଼ୁଥିବା କରୋନା ସଂକମ୍ରିତଙ୍କ ସଂଖ୍ୟାକୁ ଦେଖି ସିଏମ୍‌ସି ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି । ଜୁଲାଇ ୮ ତାରିଖ ମଧ୍ୟ ରାତ୍ର ୧୨ ଟା ଯାଏଁ କଟକ ସହର ସଟ୍‌ଡାଉନ୍ ରହିବ ବୋଲି ଆଜି ଘୋଷଣା କରିଛି କଟକ…
Read More...

ଭୁବନେଶ୍ୱରରେ ପୁଣି ୪୫ ପଜିଟିଭ ଚିହ୍ନଟ। ପ୍ରତିଦିନ ନୂଆ ଏରିଆକୁ ପଞ୍ଝା ମାରୁଛି କରୋନା।

ଭୁବନେଶ୍ୱର,୪।୭(ଓଡ଼ିଆ ନ୍ୟୁଜ): ଭୁବନେଶ୍ୱରରେ ଗୋଟିଏ ପରେ ଗୋଟିଏ କଲୋନୀ ଓ ବସ୍ତିକୁ ପଞ୍ଝା ମାରୁଛି କରୋନା। ପ୍ରତିଦିନ କେଉଁଠୁ ନା କେଉଁଠି ନୂଆ ଏରିଆରୁ ଚିହ୍ନଟ ହେଉଛନ୍ତି ଆକ୍ରାନ୍ତ।ଶନିବାର ଭୁବନେଶ୍ୱରରେ ପୁଣି ୪୫ ନୂଆ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଭୁବନେଶ୍ୱରରେ…
Read More...

ଜେଇଇ ଓ ନିଟ୍ ପରୀକ୍ଷା ଘୁଞ୍ଚିଲା।

ନୂଆଦିଲ୍ଲୀ - ଛାତ୍ରଛାତ୍ରୀଙ୍କ ସୁରକ୍ଷା ଓ ଉନ୍ନତମାନର ଶିକ୍ଷା ପାଇଁ କେନ୍ଦ୍ର ସରକାର ଜେଇଇ ଓ ନିଟ୍‌ ପରୀକ୍ଷାକୁ ଘୁଞ୍ଚାଇ ଦେଇଛନ୍ତି।ଜେଇଇ ମେନ ପରୀକ୍ଷା ୧ରୁ୬ ସେପ୍ଟେମ୍ବର ମଧ୍ୟରେ ହେବାକୁ ଧାର୍ଯ୍ୟ କରାଯାଇଥିବାବେଳେ ଜେଇଇ ଆଡଭାନ୍ସଡ ପରୀକ୍ଷା ସେପ୍ଟେମ୍ବର ୨୭ରେ ହେବ। ସେହିଭଳି ନିଟ୍‌…
Read More...

୪ଟି ହସ୍ପିଟାଲରେ ହୋଇପାରିବ କରୋନା ଟେଷ୍ଟ । ଫି ୨୨୦୦ ଟଙ୍କା ।

ଭୁବନେଶ୍ୱର, : ରାଜ୍ୟ ସରକାର ଆର୍‌ଟି-ପିସିଆର୍‌ ଟେଷ୍ଟ ପାଇଁ ସର୍ବାଧିକ ଫି’ ଧାର୍ଯ୍ୟ କରିଛନ୍ତି। ଜିଏସ୍‌ଟି ସହ ସର୍ବାଧିକ ଫି’ ୨୨ଶହ ଧାର୍ଯ୍ୟ କରାଯାଇଛି। ଏହି ଟେଷ୍ଟ ପାଇଁ ରାଜଧାନୀର ୪ ଘରୋଇ ଲ୍ୟାବ୍‌କୁ ଅନୁମତି ପ୍ରଦାନ କରାଯାଇଛି। ଆପୋଲୋ ଏବଂ ସମ୍‌ ହସ୍ପିଟାଲ ସହ ଆଇଏନ୍‌ଡିଏନ୍‌ଏ…
Read More...

ଗୃହ ବିଭାଗର ସ୍ବତନ୍ତ୍ର ସଚିବ ହେଲେ ଅମିତାଭ ଠାକୁର

ଭୁବନେଶ୍ୱର,୪/୭(ବ୍ୟୁରୋ): ଆଇଜି (ଅପରେଶନ) ଅମିତାଭ ଠାକୁରଙ୍କୁ ରାଜ୍ୟ ସରକାର ଗୃହ ବିଭାଗର ସ୍ବତନ୍ତ୍ର ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ଦେଇଛନ୍ତି। ଏନେଇ ଗୁରୁବାର ଗୃହ ବିଭାଗ ପକ୍ଷରୁ ଟ୍ବିଟ୍‌ କରି ସୂଚନା ଦିଆଯାଇଛି। ରାଜ୍ୟରେ କୋଭିଡ଼-୧୯ ମହାମାରୀ ପରିସ୍ଥିତିର ମୁକାବିଲା କ୍ଷେତ୍ରରେ…
Read More...

କିନ୍ନର ମାନଙ୍କ ପାଇଁ ଲାଗୁହେବ ପେନସନ ଯୋଜନା।

ଭୁବନେଶ୍ୱର,୪।୭(ବ୍ୟୁରୋ): କିନ୍ନରମାନଙ୍କୁ ମଧୁବାବୁ ପେନ୍‌ସନ ଯୋଜନାରେ ମିଳିବ ଭତ୍ତା। ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି। ବୟସାନୁସାରେ କିନ୍ନରମାନେ ୫୦୦ରୁ ୯୦୦ ପର୍ଯ୍ୟନ୍ତ ଭତ୍ତା ପାଇବେ। ଏନେଇ କିନ୍ନରମାନଙ୍କୁ ଆବେଦନ କରିବାକୁ ସାମାଜିକ ସୁରକ୍ଷା ମନ୍ତ୍ରୀ ଅଶୋକ…
Read More...

ମଧୁବାବୁ ପେନସନ ଯୋଜନାରେ ମିଳିବ ଆଉ ୧ ହଜାର ଟଙ୍କା।

ଭୁବନେଶ୍ୱର, ୪।୭(ବ୍ୟୁରୋ): ମଧୁବାବୁ ପେନ୍‌ସନ ଯୋଜନାରେ ହିତାଧିକାରୀଙ୍କୁ ଆଉ ୧ ହଜାର ଟଙ୍କା ମିଳିବ। ଏହା ଦ୍ୱାରା ରାଜ୍ୟର ୪୮ ଲକ୍ଷ ହିତାଧିକାରୀ ଉପକୃତ ହୋଇପାରିବେ। ଏ ନେଇ ସାମାଜିକ ସୁରକ୍ଷା ବିଭାଗ ମନ୍ତ୍ରୀ ଆଶୋକ ପଣ୍ଡା ଶୁକ୍ରବାର ସୂଚନା ଦେଇଛନ୍ତି। ଏହି ଟଙ୍କା ଆସିସାରିଛି।…
Read More...

ରାଜ୍ୟରେ ଆରମ୍ଭ ହେବ ବଳରାମ ଯୋଜନା।

ଭୁବନେଶ୍ୱର,(ବ୍ୟୁରୋ): ଭୂମିହୀନ ଚାଷୀମାନଙ୍କୁ କୃଷିଋଣ ଯୋଗାଇ ଦେବାକୁ ରାଜ୍ୟ ସରକାର ବଳରାମ ଯୋଜନା ଆରମ୍ଭ କରିଛନ୍ତି। ଏହି ଯୋଜନାରେ ଚାଷୀମାନଙ୍କୁ ୧୦୪୦ କୋଟି ଟଙ୍କା ଋଣ ଯୋଗାଇ ଦିଆଯିବ। ଗୁରୁବାର ଲୋକସେବା ଭବନଠାରେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ…
Read More...

ଆମେରିକା ନୌସେନାର ସମରାଭ୍ୟାସ ଚୀନ ଛାନିଆ।

ମନିଲା,୪/୭: ଭାରତ ଏବଂ ଚୀନ ମଧ୍ୟରେ ସୀମା ବିବାଦ ଲାଗି ରହିଥିବାବେଳେ ଆମେରିକୀୟ ନୌସେନା ଦକ୍ଷିଣ ଚାଇନା ସାଗରରେ ସମରାଭ୍ୟାସ କରିଛି। ଦକ୍ଷିଣ ଚାଇନା ସାଗରର ସ୍ବତନ୍ତ୍ର ଏବଂ ମୁକ୍ତ ଇଣ୍ଡୋ-ପାସିଫିକ ଅଞ୍ଚଳକୁ ଆମେରିକା ସମର୍ଥନ କରିଆସୁଥିବାବେଳେ ଏବେ ଏଠାରେ ଡୁଆଲ କ୍ୟାରିୟର ଅପରେଶନ…
Read More...

ବୁଦ୍ଧଙ୍କ ନୀତିରେ ଅନୁପ୍ରାଣିତ ହେବାପାଇଁ ପରାମର୍ଶ ଦେଲେ ମୋଦି।

ନୂଆଦିଲ୍ଲୀ,୪/୭(ବ୍ୟୁରୋ): ସାରା ବିଶ୍ଵ ଆଜି ଅନେକ ସମସ୍ୟା ସହିତ ଲଢ଼େଇ କରୁଛି। ବିଭିନ୍ନ ରାଷ୍ଟ୍ରଙ୍କର ଭିନ୍ନ ଭିନ୍ନ ସମସ୍ୟା ରହିଛି। କିନ୍ତୁ ଏସବୁ ସମସ୍ୟାର ମୁକାବିଲା ପାଇଁ ଯେଉଁ ସମାଧାନର ବାଟ ଦରକାର ତାହା ଭଗବାନ ବୁଦ୍ଧଙ୍କ ଆଦର୍ଶରୁ ମିଳିପାରିବ। ଶନିବାର ଗୁରୁ ପୂର୍ଣ୍ଣିମା ଅବସରରେ…
Read More...