banner
Breaking

ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କୁ ଧମକ ଦେଇଥିବା ଯୁବକକୁ ୪ ଦିନ ରିମାଣ୍ଡରେ ନେଲା ପୁଲିସ।

ସାଲେପୁର,୪/୯: ସାଲେପୁର ବ୍ଲକର କୁସମ୍ବୀ ଗ୍ରାମର ସୟଦ ହସନ ଅହମ୍ମଦକୁ ରାଜଦ୍ରୋହ ଓ ହତ୍ୟା ଧମକ ଅଭିଯୋଗରେ ଉତ୍ତର ପ୍ରଦେଶ ପୁଲିସ ଶୁକ୍ରବାର ୪ ଦିନିଆ ରିମାଣ୍ଡରେ ନେଇଛି।  ସାଲେପୁର କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଉତ୍ତର ପ୍ରଦେଶ ପୁଲିସ ସେଠାକୁ ନେଇଛି। ସେଠାରେ ବାଗପତ ଜିଲ୍ଲା…
Read More...

ଅକ୍ଟୋବର କିମ୍ବା ନଭେମ୍ବରରେ ଆସିବ କରୋନା ଟୀକା।

ୱାଶିଂଟନ : କରୋନା ମହାମାରୀର ମୁକାବିଲା କେବଳ ଟିକା ଦ୍ୱାରା ହିଁ ସମ୍ଭବ, ଯାହାକୁ ନେଇ ଏବେ ସାରା ବିଶ୍ୱର ବୈଜ୍ଞାନିକମାନେ ଗବେଷଣା କରୁଛନ୍ତି। ଆମେରିକୀୟ ରୋଗ ନିୟନ୍ତ୍ରଣ ଏବଂ ନିରାକରଣ (ସିଡିସି), ଜନସ୍ୱାସ୍ଥ୍ୟ ସହିତ ଜଡିତ ଏକ ସଂସ୍ଥାକୁ କହିଛି ଯେ ଏହା ଅକ୍ଟୋବର କିମ୍ବା ନଭେମ୍ବର…
Read More...

ବିଧାୟକ ପ୍ରଶାନ୍ତ ମୁଦୁଲିଙ୍କୁ କରୋନା।

ଜଗତସିଂହପୁର,୪ ।୯(ଓଡ଼ିଆ ନ୍ୟୁଜ): ସାରା ରାଜ୍ୟରେ କରୋନା ମହାମରୀ ମାଡି ମାଡି ଚାଲିଛି। ଏହାରି ମଧ୍ୟରେ ଜଗତସିଂହପୁର ବିଧାୟକ ପ୍ରଶାନ୍ତ ମୁଦୁଲି କରୋନାରେ ଆକ୍ରାନ୍ତ ହୋଇଛନ୍ତି । ବିଧାୟକଙ୍କ ଡ୍ରାଇଭର ମଧ୍ୟ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ରିପୋର୍ଟ ପଜିଟିଭ୍ ଆସିବା ପରେ ସଂସ୍ପର୍ଶରେ…
Read More...

ହୀରାକୁଦରେ ବନ୍ଦ ହେଲା ଆଉ ୩ଟି ଗେଟ୍।

ହୀରାକୁଦ,୪/୯(ଓଡ଼ିଆ ନ୍ୟୁଜ): ଉପର ମୁଣ୍ଡରେ ବର୍ଷା କମିଥିବାରୁ ଜଳ ଭଣ୍ଡାରକୁ ଜଳ ପ୍ରବାହ କମିଯାଇଛି। ତେବେ ହୀରାକୁଦର ଡ୍ୟାମର ଆଉ ତିନୋଟି ଫାଟକକୁ ବନ୍ଦ କରାଯାଇଛି। ଏବେ ମୋଟ୍ ୦୬ଟି ଗେଟ୍ ଦେଇ  ବନ୍ୟାଜଳ ନିଷ୍କାସିତ ହେଉଥିବା ଜଣାପଡିଛି। ବାମପଟୁ ୪ଟି ଗେଟ୍ ଦେଇ ଜଳ ନିଷ୍କାସନ…
Read More...

ରାଜ୍ୟରେ ଆଜି ଆଉ ୩୨୬୭ ପଜିଟିଭ ଚିହ୍ନଟ ଓ ୯ ମୃତ।

ଭୁବନେଶ୍ଵର,୪/୯(ଓଡ଼ିଆ ନ୍ୟୁଜ):ରାଜ୍ୟରେ ଆଜି ଆଉ ୩୨୬୭ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ସଙ୍ଗରୋଧ କେନ୍ଦ୍ରରୁ ୧୯୬୧ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୧୩୦୬ଜଣ ସ୍ଥାନୀୟ ଅଞ୍ଚଳରୁ ରହିଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୧ ଲକ୍ଷ ୧୬…
Read More...

ଆଜି ଆପଣଙ୍କ ଦିନ କେମିତି କଟିବ ଜାଣନ୍ତୁ।

ମେଷ:-ଆଜି ପ୍ରତ୍ୟେକ ସ୍ତରରେ ଆପଣ ଫଳପ୍ରଦ ଆଲୋଚନା କରିପାରିବେ। ସନ୍ତାନ ହେତୁକ ପ୍ରତ୍ୟେକ ସମସ୍ୟା ନିଶ୍ଚିତ ସୁଧୁରିଯିବ। ଆନୁଷଙ୍ଗିକ ସୁବିଧା ସୁଯୋଗ ଲାଭକରି କର୍ମକ୍ଷେତ୍ରରେ ଲକ୍ଷ୍ୟ ହାସଲରେ କୌଣସି ଅସୁବିଧା ହେବ ନାହିଁ। ରାଜନୈତିକ ଓ ସାଙ୍ଗଠନିକ କାର୍ଯ୍ୟରେ ପ୍ରଶଂସିତ ହେବେ। ବୃଷ:-ଆଜି…
Read More...

କରୋନା କାଳରେ ଜୀବିକା ଯୋଗାଉଛି ଛତୁ ଚାଷ -ଆତ୍ମନିର୍ଭରଶୀଳ ଦିଗରେ ଗୋଷ୍ଠୀ ମହିଳା

ସମ୍ବଲପୁର,(ଓଡ଼ିଆ ନ୍ୟୁଜ) : ବର୍ତ୍ତମାନ ବିଶ୍ୱରେ କରୋନା ମହାମାରୀ ସବୁଆଡେ ବ୍ୟାପୀବାରେ ଲାଗିଛି । ଏହାର କରାଳ ରୂପରେ ରାଜ୍ୟର ଅନେକ ଗରିବ, ମଧ୍ୟବିତ୍ତ ଜୀବିକା ହରାଇବାରେ ଲାଗିଛନ୍ତି । ଏଭଳି ଦୁର୍ଦ୍ଦିନ ସମୟରେ ଛତୁ ଚାଷ ଯୋଗାଇଛି ଜୀବିକା ନିର୍ବାହର ନୂଆ ରାହା । ଏଥିରୁ ଲାଭବାନ…
Read More...

ପନିପରିବା ଓ ଗ୍ରୋସରୀ ଯୋଗାଇଲେ ଏସଏଚଜି ମହିଳା -କରୋନା ମୁକାବିଲାରେ ଯୋଦ୍ଧା ସାଜିଛନ୍ତି ମାଲକାନଗିରିର ମହିଳା ଗୋଷ୍ଠୀ

ମାଲକାନଗିରି,(ଓଡ଼ିଆ ନ୍ୟୁଜ): ସାରା ଦେଶ ବର୍ତ୍ତମାନ କରୋନା ସହ ଲଢ଼େଇ ଜାରି ରଖିଛି । ଏଭଳି ସମୟରେ ସାମାଜିକ ଦୂରତ୍ୱକୁ କରୋନା ମୁକାବିଲାର ଅସ୍ତ୍ର କୁହାଯାଉଥିବାବେଳେ, ସମସ୍ତେ ଘରେ ରହି ତାଲା ବନ୍ଦ ପାଳନକୁ ଗୁରୁତ୍ୱ ଦେଉଛନ୍ତି । ଫଳରେ ଲୋକଙ୍କୁ ଆବଶ୍ୟକୀୟ ସାମଗ୍ରୀ ମିଳିପାରୁନାହିଁ ।…
Read More...

୫ ତାରିଖରେ ପ୍ରକାଶ ପାଇବ +୨ କଳା ପରୀକ୍ଷା ଫଳ।

ଭୁବନେଶ୍ୱର,୩ା୯(ଓଡ଼ିଆ ନ୍ୟୁଜ): ଆସନ୍ତା ସେପ୍ଟେମ୍ବର ୫ ଶନିବାର ଦିନ ଅପରାହ୍ନ ୪ଟାରେ +୨ କଳା ରେଜଲ୍ଟ ପ୍ରକାଶ ପାଇବ। ଏନେଇ ସୂଚନା ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାସ । ଚଳିତଥର +୨ କଳାରେ ୨ଲକ୍ଷ ୨୦ ହଜାର ୪୩୭ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି । ଗତ ୧୨…
Read More...

ମନ୍ତ୍ରୀ ପଦ୍ମିନୀ ଦିଆନଙ୍କୁ କରୋନା।

ଭୁବନେଶ୍ବର : ହସ୍ତ ଓ ବୟନ ଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିଆନ କରୋନାରେ ସଂକ୍ରମିତ ହୋଇଥିବା ଜଣାପଡିଛି। ମନ୍ତ୍ରୀ ବର୍ତ୍ତମାନ ହୋମ୍ ଆଇସୋଲେସନରେ ରହିଥିବା ସୂଚନା ମିଳିଛି। କରୋନାରେ ସଂକ୍ରମିତ ହେବାପରେ ସେ ତାଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିମାନଙ୍କୁ ତୁରନ୍ତ କରୋନା ପରୀକ୍ଷା କରାଇନେବାକୁ…
Read More...