banner
Breaking

ରାଜସ୍ଥାନ ରୟାଲ୍ସର ଷ୍ଟଣ୍ଟ ଜରିଆରେ ଜର୍ସି ଉନ୍ମୋଚନ।

ଦୁବାଇ, ୧୧ା୯: ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ଫ୍ରାଞ୍ଚାଇଜ୍‌ ରାଜସ୍ଥାନ ରୟାଲ୍ସ ସ୍କାଏ-ଡାଇଭିଂ ଷ୍ଟଣ୍ଟ୍‌ ଜରିଆରେ ଏକ ଅଭିନବ ଢଙ୍ଗରେ ଏହାର ଜର୍ସି ଉନ୍ମୋଚନ କରିଛି। ଦୁବାଇ ସମୁଦ୍ର ବେଳାଭୂମିରେ ରହିଛି ଏକମାତ୍ର ରିସୋର୍ଟ ରୟାଲ ମିରେଜ୍‌। ସକାଳବେଳାର ମନୋମୁଗ୍ଧକର ପରିବେଶରେ…
Read More...

ରମାଦେବୀ ବିଶ୍ବବିଦ୍ୟାଳୟର ୟୁଜି,ପିଜି ପରୀକ୍ଷା ପାଇଁ ବିଜ୍ଞପ୍ତି ପ୍ରକାଶ।

ଭୁବନେଶ୍ୱର,୧୦।୯(ବୁରୋ): ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ୟୁଜି, ପିଜି ଓ ବିଏଡ୍‌ ପରୀକ୍ଷା ପାଇଁ ଗୁରୁବାର ବିଜ୍ଞପ୍ତି ପ୍ରକାଶ କରିଛି। ୟୁଜି ଶେଷ ସେମିଷ୍ଟର ପାଇଁ ୨୧ରେ ପ୍ରାକ୍ଟିକାଲ ଏବଂ ୨୩ ଓ ୨୪ ତାରିଖରେ ଥିଓରୀ ପରୀକ୍ଷା ହେବ। ସେହିପରି ପିଜି ଶେଷ ସେମିଷ୍ଟର ପାଇଁ ୨୧ରେ…
Read More...

ଆଜି ଆପଣଙ୍କ ଦିନ କେମିତି କଟିବ ଜାଣନ୍ତୁ।

ମେଷ:-ଆଜି ପ୍ରତ୍ୟେକ ସମସ୍ୟାକୁ ହାଲୁକା ଭାବରେ ଗ୍ରହଣ କରି ସମସ୍ୟାକୁ ଆବାହନ କରିପାରନ୍ତି। ଅଶ୍ୱିନୀ ନକ୍ଷତ୍ର ବନ୍ଧୁଙ୍କ ପରାମର୍ଶକୁ ବେଖାତିର ନ କଲେ ଉପକୃତ ହେବେ। ପରିବାର ଭିତରେ ନିଜର ଅଧିକାରକୁ ଜୋରଜବରଦସ୍ତ ଅନ୍ୟମାନଙ୍କ ଉପରେ ସାବ୍ୟସ୍ତ କରିପାରିବେ ନାହିଁ। ବୃଷ:-ଆଜି କିଛି ପାଇବାର…
Read More...

ରାଜ୍ୟରେ ଆଜି ପୁଣି ୩୯୯୧ ପଜିଟିଭ ଚିହ୍ନଟ ଓ ୧୧ ମୃତ।

ଭୁବନେଶ୍ୱର,୧୦/୯(ଓଡ଼ିଆ ନ୍ୟୁଜ): ରାଜ୍ୟରେ ଆଜି ପୁଣି ୩୯୯୧ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨୩୧୫ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୧୬୭୬ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧,୩୯,୧୨୧କୁ ବୃଦ୍ଧି…
Read More...

ପୁଣି ଏକ ଲଘୁଚାପ।

ଭୁବନେଶ୍ୱର : ପୁଣି ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ଦାନା ବାନ୍ଧୁଛି ବୋଲି ବୁଧବାର ଜଣାପଡ଼ିଛି। ପଶ୍ଚିମ – କେନ୍ଦ୍ର ବଙ୍ଗୋପସାଗର ଆନ୍ଧ୍ର ଉପକୂଳରେ ଏହି ଲଘୁଚାପ ଆସୁଛି। ଆସନ୍ତା ୧୩ ସୁଦ୍ଧା ଲଘୁଚାପ ସୃଷ୍ଟି ହେବା ନେଇ ପୂର୍ବାନୁମାନ କରାଯାଇଛି। ଏନେଇ ଭାରତୀୟ ପାଣି ପାଗ ବିଭାଗ ପକ୍ଷରୁ…
Read More...

କୋଭିଡ ନିୟମ ମାନି ହେବ ବାଲେଶ୍ବର ଓ ତିର୍ତ୍ତୋଲ ଉପନିର୍ବାଚନ।

ଭୁବନେଶ୍ବର,(ବ୍ୟୁରୋ):ବିହାର ନିର୍ବାଚନ ସହ ଅନୁଷ୍ଠିତ ହେବ ଓଡ଼ିଶାର ୨ଟି ଉପନିର୍ବାଚନ । ବାଲେଶ୍ବର ସଦର ଓ ତିର୍ତ୍ତୋଲ ବିଧାନସଭା କ୍ଷେତ୍ର ନିମନ୍ତେ ଉପନିର୍ବାଚନ ହେବ ବୋଲି କେନ୍ଦ୍ର ନିର୍ବାଚନ କମିଶନଙ୍କ ବିଜ୍ଞପ୍ତି ପରେ ଓଡ଼ିଶା ମୁଖ୍ୟ ନିର୍ବଚାନ ଅଧିକାରୀ ସୁଶୀଲ କୁମାର ଲୋହାନୀ…
Read More...

ରାଜ୍ୟ ସୂଚନା କମିଶନରଙ୍କୁ ଶପଥପାଠ କରାଇଲେ ରାଜ୍ୟପାଳ।

ଭୁବନେଶ୍ୱର'୯/୯(ଓଡ଼ିଆ ନ୍ୟୁଜ):ରାଜ୍ୟ ସୂଚନା କମିଶନର ଭାବେ ବିକ୍ରମ ସେନାପତି ଓ ଦିଲ୍ଲୀପ କୁମାର ବିଶୋଇ ବୁଧବାର ଶପଥ ଗ୍ରହଣ କରିଛନ୍ତି । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ସୂଚନା କମିଶନର ଦ୍ୱୟଙ୍କୁ ଶପଥ ପାଠ କରାଇଛନ୍ତି । ଆଜି ଅପରାହ୍ନରେ ରାଜଭବନର ଅଭିଷେକ ହଲ୍‌ରେ ଶପଥ ପାଠ ଉତ୍ସବ…
Read More...

କଟକ-ଭୁବନେଶ୍ୱର କରୋନା ସ୍ଥିତି ପାଇଁ ମୁଖ୍ୟମନ୍ତ୍ରୀଙ୍କ କଡା ପଦକ୍ଷେପ।

ଭୁବନେଶ୍ବର,୯/୯(ଓଡ଼ିଆ ନ୍ୟୁଜ): ଦୌତନଗରୀ କଟକ ଭୁବନେଶ୍ବରରେ କରୋନା ସ୍ଥିତି ଅତ୍ୟନ୍ତ ଗମ୍ଭୀର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡ଼ିଓ କନଫରେନ୍ସିଂ ଜରିଆରେ ଏହି ଦୁଇ ସହରର ସ୍ଥିତି ସମୀକ୍ଷା କରିଛନ୍ତି । ଖୁବ୍ ଶୀଘ୍ର ରାଜ୍ୟରେ ପରିସ୍ଥିତିରେ ଉନ୍ନତି ଆସିବ ବୋଲି ମୁଖ୍ୟମନ୍ତ୍ରୀ…
Read More...

ଆସନ୍ତା ୧୨ ତାରିଖରୁ ଚାଲିବ ୩ ଟି ଶ୍ରମିକ ସ୍ପେଶାଲ ଟ୍ରେନ। ଧର୍ମେନ୍ଦ୍ର

ଭୁବନେଶ୍ୱର,୯/୯(ଓଡ଼ିଆ ନ୍ୟୁଜ): ଆସନ୍ତା ୧୨ ତାରିଖରୁ ରାଜ୍ୟରେ ୩ଟି ‘ଶ୍ରମିକ ସ୍ପେଶାଲ ଟ୍ରେନ’ ଚାଲିବ। ଏ ସଂପର୍କରେ ସୂଚନା ଦେଇଛନ୍ତି କେନ୍ଦ୍ର ତୈଳ ଓ ପ୍ରାକୃତିକ ବାସ୍ପ ତଥା ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ପୁରୀ-ଅହମ୍ମଦାବାଦ, ପୁରୀ-ଗାନ୍ଧୀଧାମ ଓ ପୁରୀ-ଓଖା ରୁଟରେ ଏହି ଟ୍ରେନ…
Read More...

ଆସନ୍ତା ୨୩ରେ ବିଧାନସଭା।

ଭୁବନେଶ୍ୱର,୯/୯(ଓଡ଼ିଆ ନ୍ୟୁଜ): ଚଳିତମାସ ୨୩ରୁ ଷୋଡଶ ବିଧାନସଭାର ୪ର୍ଥ ଅଧିବେଶନ ହେବ ବୋଲି ବିଶ୍ୱସ୍ତ ସୂତ୍ରରୁ ଜଣାଯାଇଛି। ସୂଚନା ଅନୁଯାୟୀ ଏହି ଅଧିବେଶନ ୨୩ରୁ ଆରମ୍ଭ ହୋଇ ୩୦ ପର୍ଯ୍ୟନ୍ତ ଅର୍ଥାତ ୮ଦିନ ଚାଲିବ। ଏଥିପାଇଁ ସଦସ୍ୟମାନଙ୍କଠାରୁ ଅଣତାରକା ପ୍ରଶ୍ନ ଲୋଡାଯାଇଛି। କୋଭିଡ଼ ଯୋଗୁଁ…
Read More...