banner
Breaking

ଓଏଏସ ସ୍ତରରେ ଅଦଳବଦଳ।

ଭୁବନେଶ୍ୱର, ୨୨।୯(ଓଡ଼ିଆ ନ୍ୟୁଜ): ଓଏଏସ ସ୍ତରରେ ସୋମବାର ଛୋଟ ଧରଣର ଅଦଳ ବଦଳ ହୋଇଛି। ସାଧାରଣ ପ୍ରଶାନ ଏବଂ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ଏନେଇ ଏକ ବିଜ୍ଞପ୍ତି ଜାରି କରାଯାଇଛି। ଜାରି ବିଜ୍ଞପ୍ତି ଅନୁଯାୟୀ ୮ଜଣ ଅଧିକାରୀଙ୍କ ବଦଳି ହୋଇଛି। କିଶୋର ଚନ୍ଦ୍ର ଦାସଙ୍କୁ ବାଣିଜ୍ୟ ଓ ପରିବହନ…
Read More...

ହାଇଦ୍ରାବାଦକୁ ୧୦ ରନରେ ହରାଇଲା ବାଙ୍ଗାଲୋର।

ଦୁବାଇ, ୨୨।୯ :ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ)ର ସୋମବାର ଅନୁଷ୍ଠିତ ମ୍ୟାଚରେ ସନ୍‌ ରାଇଜର୍ସ ହାଇଦ୍ରାବାଦକୁ ୧୦ ରନରେ ହରାଇ ଅଭିଯାନ ଆରମ୍ଭ କରିଛି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି)। ବାଙ୍ଗାଲୋର ପକ୍ଷରୁ ଧାର୍ଯ୍ୟ ୧୬୪ ରନ ବିଜୟ ଲକ୍ଷ୍ୟର ପିଛାକରି ହାଇଦ୍ରାବାଦ ଦଳ ୧୯.୪…
Read More...

ଭୁବନେଶ୍ୱର ସ୍ଥିତି ଅତି ଗମ୍ଭୀର। ମାଳମାଳ ଲକ୍ଷଣଯୁକ୍ତ

ଭୁବନେଶ୍ୱରରେ ଏବେ ଦିନକୁ ୩୦୦ରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । କିନ୍ତୁ, ପ୍ରକୃତ ଚିତ୍ର ସମ୍ଭବତଃ ସେଇଆ ନୁହେଁ । କାରଣ ଆକ୍ରାନ୍ତ ଯେତିକି, ସନ୍ଦିଗ୍ଧଙ୍କ ସଂଖ୍ୟା ତା’ଠାରୁ ଢେର ଅଧିକ । ପ୍ରାୟତଃ ଘରେ ଘରେ ଏବେ ଜ୍ୱର, କାଶ ରୋଗୀ । ମାଳମାଳ ଲୋକଙ୍କଠାରେ କରୋନା ଲକ୍ଷଣ ବାହାରୁଛି ।…
Read More...

ଭୁବନେଶ୍ୱରରେ ଆଜି ୩୦୬ ଆକ୍ରାନ୍ତ ଚିହ୍ନଟ।

ଭୁବନେଶ୍ୱର,୨୧।୯(ବ୍ୟୁରୋ)-ରାଜଧାନୀ ଭୁବନେଶ୍ୱରରୁ ଆଜି ଆଉ ୩୦୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରାଣ୍ଟାଇନରୁ ୧୨୩ ଜଣ ଚିହ୍ନଟ ହୋଇଥିବାବେଳେ ଲୋକାଲ କଣ୍ଟାକ୍ଟ କେସ ୨୧୮ ରହିଛି। ସେହିପରି ଆଜି ଭୁବନେଶ୍ୱରରୁ ୫୦୬ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏ ନେଇ…
Read More...

ଠିକାଦାରଙ୍କ ମନମାନିରେ ଅଣନିଶ୍ବାସୀ ଜନସାଧାରଣ।

ଖୋର୍ଦ୍ଧା : ଜଟଣୀ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବାଛରା ଗ୍ରାମର ବାଛରା ଛକରେ ଚାଲିଛି ଠିକାଦାରଙ୍କ ମନମାନି। ରାସ୍ତା ଉପରେ ହେଉଛି ବାଲି,ଗୋଡି,ସିମେଣ୍ଟ ଓ ରଡ ବେପାର। କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇ ରହିଛି ପ୍ରଶାସନ। ଏ ଘଟଣା ଦିନେ ନୁହେଁ କି ଦୁଇଦିନ ନୁହେଁ ବର୍ଷ ବର୍ଷ ଧରି ଚାଲିଛି। ଖୁଲମ୍…
Read More...

ସଦଗୁରୁ କୋଭିଡ ହସ୍ପିଟାଲରେ ଅଗ୍ନିକାଣ୍ଡ।

କଟକ,୨୧/୯: ଜଗତପୁର ସ୍ଥିତ ସଦଗୁରୁ କୋଭିଡ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟିଛି । ଏହାର ଆଇସିୟୁରେ ନିଆଁ ଲାଗିଥିବା କୁହାଯାଉଛି । ତେବେ ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣାପଡିପାରିନାହିଁ । ସର୍ଟ ସର୍କିଟ୍ ଯୋଗୁଁ ଅଗ୍ନିକାଣ୍ଡ ହୋଇଥିବା ସନ୍ଦେହ କରାଯାଉଛି। ଘଟଣା ସ୍ଥଳରେ ଦୁଇଟି ଦମକଳ ଗାଡି…
Read More...

ରାଜଧାନୀରେ ମହିଳାଙ୍କ ସନ୍ଦେହ ଜନକ ମୃତ୍ୟୁ।

ଭୁବନେଶ୍ୱର : ତମାଣ୍ଡୋ ଥାନା କଳିଙ୍ଗ ବିହାର ଅଞ୍ଚଳରେ ଜଣେ ମହିଳାଙ୍କ ସନ୍ଦେହଜନକ ଭାବେ ମୃତ୍ୟୁ ଘଟିଛି । ସେ ହେଲେ ଭୀମଟାଙ୍ଗୀର ବନ୍ଦନା ଜେନା(୨୫) । ଅନ୍ୟପକ୍ଷରେ ତାଙ୍କୁ ଯୌତୁକ ପାଇଁ ଶ୍ୱଶୁର ଓ ସ୍ୱାମୀ ହତ୍ୟା କରିଥିବା ବାପ ଘର ଲୋକେ ଅଭିଯୋଗ କରିଛନ୍ତି । ପୁଲିସ୍‌ ମାମଲା ରୁଜୁ କରି…
Read More...

୯ଟି ରାଜପଥ ପ୍ରକଳ୍ପର ଭିତ୍ତିପ୍ରସ୍ଥର ସ୍ଥାପନ କଲେ ପ୍ରଧାନମନ୍ତ୍ରୀ।

ନୂଆଦିଲ୍ଲୀ,୨୧/୯(ଓଡ଼ିଆ ନ୍ୟୁଜ):ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡ଼ିଓ କନ୍‍ଫରେନ୍ସିଂ ଜରିଆରେ ବିହାରରେ ୧୪ ହଜାର ୨୫୮ କୋଟି ଟଙ୍କା ସମ୍ବଳିତ ୯ଟି ରାଜପଥ ପ୍ରକଳ୍ପର ଭିତ୍ତି ପ୍ରସ୍ଥର ସ୍ଥାପନ କରିଛନ୍ତି। ଏହି ପ୍ରକଳ୍ପଗୁଡ଼ିକ ଅଧୀନରେ ୩୫୦ କିଲୋମିଟର ଦୀର୍ଘ ସଡ଼କ ନିର୍ମାଣ ହେବ ଓ ଏ…
Read More...

ରାଜ୍ୟରେ ଆଜି ପୁଣି ୪୨୪୨ ପଜିଟିଭ ଚିହ୍ନଟ ଓ ୯ ମୃତ।

ଭୁବନେଶ୍ୱର,୨୧/୯(ଓଡ଼ିଆ ନ୍ୟୁଜ): ରାଜ୍ୟରେ ଆଜି ପୁଣି ୪୨୪୨ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨୫୦୩ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୧୭୩୯ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧,୮୪,୧୨୨କୁ ବୃଦ୍ଧି…
Read More...

ସୁପର ଓଭରରେ ଜିତିଲା ଦିଲ୍ଲୀ କ୍ୟାପିଟାଲ୍ସ।

ଦୁବାଇ,୨୧ା୯(ବ୍ୟୁରୋ): ସ୍ଥାନୀୟ ଦୁବାଇ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ରବିବାର ଖେଳାଯାଇଥିବା ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ଦ୍ୱିତୀୟ ମ୍ୟାଚ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସ ସୁପର ଓଭରରେ କିଙ୍ଗ୍ସ ଏକାଦଶ ପଞ୍ଜାବକୁ ପରାସ୍ତ କରିଛି। ଏହି ରୋମାଞ୍ଚକ ମ୍ୟାଚରେ ଟସ୍‌ହାରି…
Read More...