banner
Breaking

ଆଦର୍ଶ ଶିକ୍ଷକଙ୍କ ଅକାଳ ବିଷୟ। ନିଶିଗନ୍ଧା ପକ୍ଷରୁ ଶୋକସଭା।

ଭୁବନେଶ୍ୱର ୨୯/୯ ନିଶିଗନ୍ଧା ଭାଷା ପ୍ରତିଷ୍ଠାନ ଓ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଆଦର୍ଶ ଶିକ୍ଷକ, ସାରସ୍ୱତ ସାଧକ ତଥା ବିଶିଷ୍ଟ କବି ପୀତବାସ ଦଳବେହେରାଙ୍କ ଅକାଳ ବିୟୋଗରେ ଏକ ଶୋକ ସଭା ଡିିଜିଟାଲ୍‌ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ନିଶିଗନ୍ଧା ପରିବାର ସମସ୍ତ ସଦସ୍ୟ ଉପସ୍ଥତିତ ରହି…
Read More...

ଦିଲ୍ଲୀକୁ ୧୫ ରନରେ ହରାଇଲା ହାଇଦ୍ରାବାଦ।

ଆବୁଧାବି : ଆଇପିଏଲ୍‌ର ମଙ୍ଗଳବାର ସନ୍‌ରାଇଜର୍ସ ହାଇଦରାବାଦ ଓ ଦିଲ୍ଲୀ କ୍ୟାପିଟାଲ୍‌ସ ମଧ୍ୟରେ ଖେଳାଯାଇ ଥିବା ମ୍ୟାଚ୍‌ରେ ଦିଲ୍ଲୀ କ୍ୟାପିଟାଲ୍‌ସକୁ ୧୫ ରନରେ ପରାସ୍ତ କରିଛି ସନ୍‌ରାଇଜର୍ସ ହାଇଦରାବାଦ। ଆଜିର ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି…
Read More...

ନଭେମ୍ବର ୩ରେ ବାଲେଶ୍ବର ଓ ତିର୍ତ୍ତୋଲରେ ଉପନିର୍ବାଚନ।

ନୂଆଦିଲ୍ଲୀ : ଆସନ୍ତା ନଭେମ୍ବର ୩ରେ ବାଲେଶ୍ଵର ଓ ତିର୍ତ୍ତୋଲ ବିଧାନସଭା ଆସନରେ ଉପ ନିର୍ବାଚନ ଅନୁଷ୍ଠିତ ହେବ। ଭାରତୀୟ ନିର୍ବାଚନ କମିଶନରଙ୍କ ପକ୍ଷରୁ ଏ ନେଇ ତାରିଖ ଘୋଷଣା କରାଯାଇଛି। ଅକ୍ଟୋବର ୯ ତାରିଖରେ ଉପ ନିର୍ବାଚନ ନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବ। ଅକ୍ଟୋବର ୧୬…
Read More...

ଆତ୍ମନିର୍ଭର ଭାରତ ଦେଶରେ ବ୍ୟାପକ ଶକ୍ତି ସୁରକ୍ଷା ସ୍ଥାପତ୍ୟର ବିକାଶ ପାଇଁ ଆମର ପ୍ରେଚେଷ୍ଟାକୁ ଆଗେଇ ନେବ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଟିରେ ଆରମ୍ଭ ହୋଇଥିବା ଆତ୍ମନିର୍ଭର ଭାରତ ଦେଶରେ ବ୍ୟାପକ ଶକ୍ତି ସୁରକ୍ଷା ସ୍ଥାପତ୍ୟର ବିକାଶ ପାଇଁ ଆମର ପ୍ରେଚେଷ୍ଟାକୁ ଆଗେଇ ନେବ ଏବଂ ଏ ଦିଗରେ ବଡ ଭୂମିକା ଗ୍ରହଣ କରିବ ବୋଲି ସୋମବାର ଗ୍ଲୋବାଲ କାଉଣ୍ଟର ଟେରୋରିଜିମ୍‍ କାଉନସିଲ…
Read More...

ବିଦ୍ୟୁତ ବିଲ୍ ବୃଦ୍ଧି ପାଇଁ ଯୁବ କ୍କ°ଗ୍ରେସର ବିକ୍ଷୋଭ।

ଭୁବନେଶ୍ୱର,୨୯/୯(ଓଡ଼ିଆ ନ୍ୟୁଜ): ପ୍ରଦେଶ ଯୁବ କଂଗ୍ରେସ ପକ୍ଷରୁ ସଭାପତି ଡ. ସ୍ମୃତିରଂଜନ ଲେଙ୍କାଙ୍କ ନେତୃତ୍ୱରେ ବିଦ୍ୟୁତ୍ ଦର ବୃଦ୍ଧି ପ୍ରତିବାଦ ଓ ଫ୍ରାଞ୍ଚାଇଜି କର୍ମଚାରୀଙ୍କୁ ପୁନଃ ନିଯୁକ୍ତି ଦାବିରେ ରାଜ୍ୟ ବିଦ୍ୟୁତ୍ ନିୟାମକ ବୋର୍ଡ ସମ୍ମୁଖରେ ସମସ୍ତ କୋଭିଡ୍ ନିୟମର ପାଳନ ପୂର୍ବକ…
Read More...

ଆର୍ନ୍ତଜାତୀୟ ସ୍ତରରେ ବ୍ୟବହାର ହେବ ବ୍ଲୁ ଆମୋନିଆ।

ଟୋକିଓ,୨୯ ।୯: ପ୍ରଥମଥର ଲାଗି ବ୍ଲୁ ଆମୋନିଆ ଅନ୍ତର୍ଜାତୀୟ ସ୍ତରରେ ବ୍ୟବହାର ହେବାକୁ ଯାଉଛି । ଏହା ଏବେ ସାଉଦି ଆରବରୁ ଜାପାନ ପଠାଯାଉଛି । ଏହା ସେଠାରେ ବିଜୁଳି ଘରେ ଅର୍ଥାତ୍ ବିଜୁଳି ଉତ୍ପାଦନରେ ବ୍ୟବହାର କରାଯିବ ବୋଲି ଜଣାପଡିଛି । ତେବେ ବ୍ଲୁ ଆମୋନିଆ ହେଉଛି ସେହି ପଦାର୍ଥ ଯାହା ବିନା…
Read More...

ସୁଶାନ୍ତ ସି°ହ ରାଜପୁତ ମୃତ ମାମଲାରେ ବଡ ଖୁଲାସା।

ମୁମ୍ବଇ : ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁକୁ ନେଇ ଦୀର୍ଘ ୪ ମାସ ବିତିସାରିଲାଣି। ମାତ୍ର ଏଯାଏଁ ମଧ୍ୟ ତାଙ୍କ ମୃତୁକୁ ନେଇ ତଦନ୍ତ ଜାରି ରହିଛି। ସୁଶାନ୍ତ ରାଜପୁତଙ୍କ କେସରେ ଏମ୍ସର ଏକ ଡ଼ାକ୍ତରୀ ପ୍ୟାନେଲଙ୍କ ଦ୍ୱାରା ସିବିଆଇକୁ ହସ୍ତାନ୍ତର ହୋଇଥିବା ରିପୋର୍ଟ ମିଳିଥିବା ଜଣାପଡ଼ିଛି।…
Read More...

ଅତିରିକ୍ତ କମିଶନର ଭାବେ ଦାୟିତ୍ୱ ଗ୍ରହଣ କଲେ ରେଖା ଲୋହାନୀ।

ଭୁବନେଶ୍ୱର,୨୯।୯(ଓଡ଼ିଆ ନ୍ୟୁଜ): ଭୁବନେଶ୍ୱର-କଟକ କମିଶନରେଟ ପୋଲିସର ଅତିରିକ୍ତ କମିଶନର ଭାବେ ୧୯୯୭ ବ୍ୟାଚ୍‌ର ଆଇପିଏସ୍‌ ଅଫିସର ରେଖା ଲୋହାନୀ ସୋମବାର ଦାୟିତ୍ୱ ଗ୍ରହଣ କରିଛନ୍ତି। ପୋଲିସ ସେବା ଭବନରେ ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ…
Read More...

ରାଜ୍ୟରେ ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ। ଅଣକୋଭିଡ ରୋଗୀଙ୍କ ସ°ଖ୍ୟା ବଢିଚାଲିଛି।

ଭୁବନେଶ୍ୱର,୨୯।୯(ବ୍ୟୁରୋ): କୋଭିଡ୍‌-୧୯ ପାଇଁ ସମଗ୍ର ରାଜ୍ୟରେ ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ ହୋଇଛି। ଅଣକୋଭିଡ୍‌ ରୋଗୀମାନେ ସର୍ବାଧିକ କ୍ଷତିଗସ୍ତ ହେଉଥିବାବେଳେ ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ଅଧିକ ବିଗୁଡ଼ୁଛି। ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ କହିବାନୁଯାୟୀ, କରୋନା ସଂକ୍ରମଣ ପରଠୁ ରାଜ୍ୟରେ…
Read More...

ଷୋଡଶ ବିଧାନସଭା ମୌସୁମୀ ଅଧିବେଶନ। ଶୋକରୁ ଆରମ୍ଭ, ବିରୋଧରେ ଶେଷ।

ଭୁବନେଶ୍ଵର,୨୯/୯(ଓଡ଼ିଆ ନ୍ୟୁଜ): କରୋନା କଟକଣା ମଧ୍ୟରେ ରାଜ୍ୟ ବିଧାନସଭାର ଷୋଡଶ ମୌସୁମୀ ଅଧିବେଶନ ମଙ୍ଗଳବାରଠାରୁ ଆରମ୍ଭ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିସି ମାଧ୍ୟମରେ ନବୀନ ନିବାସରୁ ଏବଂ ଲୋକସେବା ଭବନରୁ ୬ ଜଣ ବିଧାୟକ ବୈଠକରେ ଭାଗ ନେଇଛନ୍ତି । ଆଜି ସକାଳେ ଗୃହ…
Read More...