ନିଖିଳ ଉତ୍କଳ ବନ ନିଗମ କର୍ମଚାରୀ ସଂଘର ରାଜ୍ୟ ସ୍ତରୀୟ ସମ୍ପାଦକୀୟ ସମ୍ମିଳନୀ ଓ ପରିବର୍ଦ୍ଦିତ କାର୍ଯ୍ୟକାରିଣୀ ସଭା
ଭୁବନେଶ୍ୱର - ନିଖିଳ ଉତ୍କଳ ବନନିଗମ କର୍ମଚାରୀ ସଂଘର ରାଜ୍ୟସ୍ତରୀୟ ସମ୍ପାଦକ ସମ୍ମିଳନୀ ତଥା ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ସଭା ଭୁବନେଶ୍ୱର ଠାରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସଭାକୁ ବନନିଗମ କର୍ମଚାରୀ ସଂଘର ରାଜ୍ୟ ସଭାପତି ତଥା ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର ଉଦ୍ଘାଟନ କରିଥିଲେ…
Read More...
Read More...