banner
Breaking

ଏନଆରଆଇଏଫ ରାଙ୍କିଙ୍ଗରେ ୨୧ତମ ସ୍ଥାନରେ କିଟ୍ ବିଶ୍ବବିଦ୍ୟାଳୟ।

ଭୁବନେଶ୍ୱର, ୯ ।୯: ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରାଳୟ ପକ୍ଷରୁ ନ୍ୟାସନାଲ ଇନଷ୍ଟିଚ୍ୟୁସନାଲ ରାଙ୍କିଙ୍ଗ ଫ୍ରେମୱାର୍କ (ଏନ୍ଆଇଆରଏଫ) ଗୁରୁବାର ପ୍ରକାଶ ପାଇଛି। ଏଥିରେ ଭାରତର ସମସ୍ତ ସରକାରୀ ଓ ଘରୋଇ ବିଶ୍ୱବିଦ୍ୟାଳୟକୁ ନେଇ ତାଲିକା ପ୍ରସ୍ତୁତ ହୋଇଥିବା ବେଳେ ବିଶ୍ୱବିଦ୍ୟାଳୟ ତାଲିକାର…
Read More...

ସରିଲା ବିଧାନସଭା ସ୍ବଳ୍ପକାଳୀନ ଅଧିବେଶନ। ୧୩ଟି ବିଲ ପାରିତ

ଭୁବନେଶ୍ୱର, ୧୦/୯ : ଷୋଡ଼ଶ ବିଧାନସଭାର ସପ୍ତମ ଅଧିବେଶନ ଗୁରୁବାର ଶେଷ ହୋଇଛି। ଏହି ଅଧିବେଶନ ସେପ୍ଟେମ୍ବର ୧ ତାରିଖରୁ ଆରମ୍ଭ ହୋଇଥିଲା। ଏଥିରେ ମୋଟ୍‌ ୮ଟି କାର୍ଯ୍ୟ ଦିବସ ମଧ୍ୟରୁ ୭ଟି ସରକାରୀ ଓ ଗୋଟିଏ ବେସରକାରୀ ଦିବସ ରହିଥିଲା। ଏହି ସ୍ବଳ୍ପକାଳୀନ ଅଧିବେଶନରେ ୧୩ଟି ବିଲ୍‌ ପାରିତ…
Read More...

ସି ଇ ଏମ୍ ସ୍କୁଲ ପକ୍ଷରୁ ବୃକ୍ଷ ରୋପଣ।

ଭୁବନେଶ୍ୱର,୧୭/୭- କରୋନା ମହାମାରୀ ସମସ୍ତଙ୍କୁ କିଛିନା କିଛି ଶିକ୍ଷା ଦେଇଛି। ଦ୍ବିତୀୟ ଲହର କାଳରେ ମହାମାରୀରେ ଆକ୍ରାନ୍ତ ହୋଇ ଅନେକ ଜୀବନ ଅମ୍ଳଜାନର ଅଭାବରୁ ଝଡି ପଡିଛି। ଅମ୍ଳଜାନ ଅଭାବ ପୂରଣ ପାଇଁ ଯେତେ କୃତ୍ରିମ ଉପାୟ ଅବଲମ୍ବନ କରାଯାଇଛି ତାହା ସମୂଦ୍ରକୁ ଶ°ଖେ କହିଲେ ଚଳେ। ବାସ୍ତବରେ…
Read More...

କେୟାର ଓ୍ବାର୍ଲଡର ଜାତୀୟ ସାଲିସ୍ ଶାନ୍ତି ସ°ଗଠନର ଶୁଭ ଉଦଘାଟନ।

ଭୁବନେଶ୍ୱର,୧୨/୭- ଓଡ଼ିଶାର ସର୍ବପୁରାତନ ସାମାଜିକ ଅନୁଷ୍ଠାନ କେୟାର ଓ୍ବାର୍ଲଡ ପକ୍ଷରୁ ସାମାଜିକ ନ୍ୟାୟ ପ୍ରଦାନ ଓ ଶାନ୍ତି ପ୍ରତିଷ୍ଠା ଉଦ୍ଦେଶ୍ୟରେ ଏକ ଜାତୀୟ ସାଲିସ୍ ଶାନ୍ତି ସ°ଗଠନର ଶୁଭ ଉଦଘାଟନ ନୀଳାଦ୍ରି ବିହାର ସ୍ଥିତ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ସାମାଜିକ ସ୍ତରରେ…
Read More...

ଟିକା ପାଇଁ ଟ୍ରୋଲ ହେଲେ ପରିଣତି ଚୋପ୍ରା

ମୁମ୍ବାଇ: ବଲିଉଡ୍ ନାୟିକା ପରିଣିତି ଚୋପ୍ରା ଆଜିକାଲି ବିଦେଶରେ ରହୁଛନ୍ତି । ସେ ଗତ ମାର୍ଚ୍ଚ ମାସରୁ ଲଣ୍ଡନରେ ରହୁଥିବା ଏକ ଇନଷ୍ଟାଗ୍ରାମ ପୋଷ୍ଟ ମାଧ୍ୟମରେ ତାଙ୍କ ପ୍ରଶଂସକଙ୍କୁ ସୂଚନା ଦେଇଥିଲେ । ଏବେ ସାରା ବିଶ୍ୱରେ କରୋନା ମହାମାରୀ ବ୍ୟାପି ଚାଲିଥିବା ବେଳେ ଏଥିରୁ ରକ୍ଷା ପାଇବାକୁ…
Read More...

ନୀଳାଦ୍ରି ବିହାରରୁ ଲୁଟ ଘଟଣାରେ ଜଣେ ଗିରଫ।

ଭୁବନେଶ୍ୱର,୧୬।୭(ବ୍ୟୁରୋ): ଭୁବନେଶ୍ବର ଚନ୍ଦ୍ରଶେଖରପୁର ଅଞ୍ଚଳର ଏଟିଏମ୍‌ ଭିତରୁ ମହିଳାଙ୍କଠାରୁ ଭ୍ୟାନିଟି ବ୍ୟାଗ ଛଡ଼ାଇ ନେବା ଘଟଣାରେ ନୟାପଲ୍ଲୀ ପୋଲିସ ଜଣଙ୍କୁ ଗିରଫ କରିଛି। ସୂଚନାଯୋଗ୍ୟ, କିଛିଦିନ ତଳେ ନୀଳାଦ୍ରି ବିହାରର ଏକ ଏଟିଏମରୁ ଦୁଇ ଜଣ ଯୁବତୀ ଟଙ୍କା ଉଠାଉ ଥିବାବେଳେ…
Read More...

ସୋମବାର ଠାରୁ ଗଡିଵ ମୋ ବସ୍।

ଭୁବନେଶ୍ୱର,୧୫।୭: ରାଜଧାନୀ ଭୁବନେଶ୍ୱରରେ କଟକଣା କୋହଳ ହେବା ସହ ବସ୍‌ ଚଳାଚଳକୁ ମିଳିଛି ଅନୁମତି । ଏହାକୁ ଦେଖି କ୍ୟାପିଟାଲ୍‌ ରିଜନ୍‌ ଅର୍ବାନ ଟ୍ରାନ୍ସପୋର୍ଟ (କ୍ରୁଟ୍‌) ପକ୍ଷରୁ ଯାତ୍ରୀମାନଙ୍କୁ ପୂର୍ବପରି ସେବା ଯୋଗାଇ ଦିଆଯିବ ବୋଲି ଗୁରୁବାର ସୂଚନା ଦିଆଯାଇଛି। ଆସନ୍ତା ସୋମବାର ଜୁଲାଇ…
Read More...

କୋହଳ ହେଲା ଲକଡାଉନ୍।

ଭୁବନେଶ୍ୱର,୧୫ା୭(ବ୍ୟୁରୋ): ରାଜ୍ୟରେ ସଂକ୍ରମଣ ହାର ସମ୍ପୂର୍ଣ୍ଣ ନିୟନ୍ତ୍ରଣକୁ ଆସି ନ ଥିବାରୁ ରାଜ୍ୟ ସରକାରଙ୍କ ପକ୍ଷରୁ ଅଗଷ୍ଟ ୧ ଯାଏ ପୁଣି ଆଂଶିକ ଲକ୍‌ଡାଉନ୍‌ ଘୋଷଣା କରାଯାଇଥିବା ଆଜି ଅପରାହ୍ନରେ ରାଜ୍ୟବାସୀଙ୍କୁ ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର। ସେ…
Read More...

ସେପ୍ଟେମ୍ବର ୧୨ ରେ ନିଟ୍ ପରୀକ୍ଷା।

ଭୁବନେଶ୍ୱର : ଜାତୀୟ ପରୀକ୍ଷଣ ସଂସ୍ଥା (ଏନଟିଏ) ଦ୍ବାରା ପରିଚାଳିତ ଡାକ୍ତରୀ ପାଠ୍ୟକ୍ରମ ଏମବିବିଏସ୍ ଏବଂ ବିଡିଏସରେ ନାମ ଲେଖାଇବା ପାଇଁ ଜାତୀୟ ଯୋଗ୍ୟତା ପ୍ରବେଶିକା ପରୀକ୍ଷା (ନିଟ୍) ଆସନ୍ତା ସେପ୍ଟେମ୍ବର ୧୨ରେ ସାରା ଦେଶରେ ଅନୁଷ୍ଠିତ ହେବ। ଏନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର…
Read More...

ଅସହାୟଙ୍କ ଘରେ ପିଠା ବାଣ୍ଟିଲା ଜଜ୍‌ବା । ନିଆରା ଢଙ୍ଗରେ ରଜ ପାଳନ।

ଭୁବନେଶ୍ୱର, ୧୫/୬(ଓଡ଼ିଆ ନ୍ୟୁଜ)- ରଜରେ ଅସହାୟଙ୍କ ମୁହଁରେ ହସ ଫୁଟାଇବାକୁ ନିଆରା ପ୍ରୟାସ କରିଛି ଜଜ୍‌ବା ସଂଗଠନ । କରୋନା କଟକଣା ଯୋଗୁ ଓଡିଶାର ଗଣ ପର୍ବ ରଜ ଏଥର ଫିକା ପଡିଛି । ସମସ୍ତେ ଘରେ ରହି ରଜ ପାଳିବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି । ତେଣୁ ରଜ ହୋଇଥିବାରୁ ଘରେ ଘରେ ପିଠା…
Read More...