ବଙ୍ଗୋପସାଗରରେ ସୃଷ୍ଟି ହେଲା ଘୁର୍ଣ୍ଣିବଳୟ
ଭୁବନେଶ୍ୱର : ଆଜି ସକାଳ ୮.୩୦ରେ ଉତ୍ତରପୂର୍ବ ବଙ୍ଗୋପସାଗର ଏବଂ ଆଖପାଖ ଅଞ୍ଚଳରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ରବିବାର ଏହା ଲଘୁଚାପର ରୂପ ନେବ । ଆସନ୍ତା ୯ ତାରିଖ ସକାଳେ ଅବପାତ ପରେ ବାତ୍ୟାର ରୂପ ପରିଣତ ହେବା ନେଇ ଆଶଙ୍କା ରହିଛି। ଏବେ ସୁଦ୍ଧା ଗତିପଥ ସ୍ପଷ୍ଟ ହୋଇନାହିଁ । ଲଘୁଚାପ…
Read More...
Read More...