banner
Breaking

ସର୍ବୋଚ୍ଚ ଗିରି ଶୃଙ୍ଗ ଆରୋହଣ କଲେ ଓଡ଼ିଆ ପୁଅ

0

ଭୁବନେଶ୍ୱର : ଓଡ଼ିଶାର ପର୍ବତାରୋହଣକାରୀ ସିଦ୍ଧାର୍ଥ ରାଉତରାୟ ୟୁରୋପର ସର୍ବୋଚ୍ଚ ଗିରି ଶୃଙ୍ଗ ମାଉଣ୍ଟ ଏଲବ୍ରୁସ ଆରୋହଣ କରିଛନ୍ତି। ମେ ୩ ତାରିଖରେ ସିଦ୍ଧାର୍ଥ ଏହି ପର୍ବତ ଚଢିଥିଲେ। ଶୁକ୍ରବାର ସେ ଓଡ଼ିଶା ପ୍ରତ୍ୟାବର୍ତ୍ତନ କରିଥିବା ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ କ୍ରୀଡା ଓ ଯୁବ ସେବା ବିଭାଗ ପକ୍ଷରୁ ଉଚ୍ଛ୍ବସିତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟଙ୍କ ପୁଅ ସିଦ୍ଧାର୍ଥ ଏହା ପୂର୍ବରୁ ମାଉଣ୍ଟ ଭିନସେଣ୍ଟ, ମାଉଣ୍ଟ କିଲିମାଞ୍ଜାରୋ ଏବଂ ମାଉଣ୍ଟ ଏଭରେଷ୍ଟ ଆରୋହଣ କରି ସାରିଛନ୍ତି।

Khansweb Solution Bhubaneswar

Leave A Reply

Your email address will not be published.