banner
Breaking

ବଢିଲା ପଞ୍ଚାୟତରେ ଭୋଟରଙ୍କ ସ°ଖ୍ୟା

ଭୁବନେଶ୍ୱର, ୧୬।୧୨(ବ୍ୟୁରୋ): ରାଜ୍ୟରେ ପଞ୍ଚାୟତ ନିର୍ବାଚନ ପାଇଁ ବିଧିବଦ୍ଧ ବିଜ୍ଞପ୍ତି ଚଳିତ ମାସ ଶେଷ ସପ୍ତାହ ସୁଦ୍ଧା ଲାଗୁ ହୋଇପାରେ। ଏହା ପୂର୍ବରୁ ପଞ୍ଚାୟତ ନିର୍ବାଚନ ନେଇ ପ୍ରସ୍ତୁତି ପ୍ରାୟ ଶେଷ ହୋଇସାରିଛି। ଡିସେମ୍ବର ୪ରେ ଜିଲାସ୍ତରରେ ଚୁଡାନ୍ତ ଭୋଟର ତାଲିକା ପ୍ରକାଶ ପାଇଛି।…
Read More...

ଏଥର ଭୋଟ ପ୍ରକ୍ରିୟାରେ ଆସିବ ସ”ସ୍କାର

ନୂଆଦିଲ୍ଲୀ, ୧୫।୧୨: କେନ୍ଦ୍ର ସରକାର ନିର୍ବାଚନୀ ସଂସ୍କାର ପାଇଁ ଚଳିତ ଶୀତ ଅଧିବେଶନରେ ଏକ ବିଲ୍‌ ଆଣିବାକୁ ଯାଉଛନ୍ତି। ଉକ୍ତ ବିଲ୍‌କୁ ବୁଧବାର କେନ୍ଦ୍ର କ୍ୟାବିନେଟ ମଞ୍ଜୁରୀ ପ୍ରଦାନ କରିଥିବା ଜଣାପଡ଼ିଛି। ବିଲ୍‌ ଗୃହୀତ ହେଲେ ଭୋଟର ପରିଚୟପତ୍ରରେ ଆଧାର ନମ୍ବର ସଂଯୋଗ ଲାଗି ନିର୍ବାଚନ…
Read More...

ପୁଣି ବିଶ୍ବକପ୍ କ୍ରିକେଟରେ ଭେଟହେବେ ଭାରତ ପାକିସ୍ତାନ

ଦୁବାଇ, ୧୫।୧୨: ୨୦୨୨ ମାର୍ଚ୍ଚ ୪ରୁ ନ୍ୟୁଜିଲାଣ୍ଡରେ ଆରମ୍ଭ ହେବାକୁ ଥିବା ମହିଳା ଦିନିକିଆ କ୍ରିକେଟ ବିଶ୍ୱକପ୍‌ର କାର୍ଯ୍ୟସୂଚୀ ଘୋଷଣା କରିଛି ଅନ୍ତର୍ଜାତୀୟ କ୍ରିକେଟ କାଉନ୍‌ସିଲ୍‌ (ଆଇସିସି)। ଏହି ଇଭେଣ୍ଟରେ ଭାରତ ପ୍ରଥମେ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ଭେଟିବ। ଏହି ମ୍ୟାଚ…
Read More...

ସୁନୀଲ କୁମାର ବ°ଶଲ ହେବେ ନୂତନ ଡିଜିପି

ଭୁବନେଶ୍ୱର,୧୫।୧୨(ବ୍ୟୁରୋ): ସୁନୀଲ କୁମାର ବଂଶଲ ହେବେ ପୋଲିସ ମହାନିର୍ଦ୍ଦେଶକ। ବଂଶଲ ଡିଜିପି ହେବା ନେଇ ରାଜ୍ୟ ସରକାର ବୁଧବାର ଘୋଷଣା କରିଛନ୍ତି। ଡିଜିପି ଅଭୟଙ୍କ ଠାରୁ ସେ ଦାୟିତ୍ୱ ଗ୍ରହଣ କରିବେ। ଚଳିତ ମାସରେ ଡିଜିପି ଅଭୟ ଅବସର ନେବେ। ଡିସେମ୍ବର ୩୧ ତାରିଖରେ ଡିଜିପିଙ୍କ ଅଭୟଙ୍କ…
Read More...

ରାଜ୍ୟରେ ଖୋଲିବ ୧୧ଟି ନୂଆ ସାଇବର ଥାନା

ଭୁବନେଶ୍ୱର,୧୫ା୧୨(ବ୍ୟୁରୋ): ସାଇବର ଅପରାଧ ଏବେ ସାରା ବିଶ୍ବରେ ଚିନ୍ତାର କାରଣ ହେଇଛି। ଦେଶ ତଥା ଓଡ଼ିଶାରେ ମଧ୍ୟ ସାଇବର ଅପରାଧର ଅନେକ ଘଟଣା ଦୃଷ୍ଟିକୁ ଆସୁଛି। ବ୍ୟାଙ୍କ ଦେଣନେଣ ତଥା ଜଟିଳ ଡିଜିଟାଲ ଦେଣନେଣରେ ସାଇବର ଅପରାଧ ଅଧିକ ଭାବରେ ସମ୍ପୃକ୍ତ। ଏସବୁ ଅପରାଧର ଯଥାର୍ଥ ଅନୁସନ୍ଧାନ ଓ…
Read More...

ହ୍ବାଟସଆପ ଆଣିଲା ନୂଆ ଗୋପନୀୟତା ବୈଶିଷ୍ଟ୍ୟ

ନୂଆଦିଲ୍ଲୀ, ୧୪।୧୨: ହ୍ବାଟସଆପ୍‌ ପକ୍ଷରୁ ଏକ ନୂତନ ଗୋପନୀୟତା ବୈଶିଷ୍ଟ୍ୟକୁ ଅନ୍ତର୍ଭୁକ୍ତ କରାଯାଇଛି। ଏହା ଅଜଣା ବ୍ୟକ୍ତିଙ୍କୁ ୟୁଜରଙ୍କ ଲାଷ୍ଟ୍‌ ସିନ୍‌ ଦେଖିବା ଏବଂ ଅନଲାଇନ ସ୍ଥିତିକୁ ଦେଖିବାକୁ ଦେବ ନାହିଁ। ଏହି ନୂତନ ବୈଶିଷ୍ଟ୍ୟ ଉଭୟ ଆଣ୍ଡ୍ରଏଡ ଏବଂ ଆଇଓଏସ ସକ୍ଷମ ଡିଭାଇସ ପାଇଁ ରୋଲ…
Read More...

ଜଓ୍ବାଦ କ୍ଷୟକ୍ଷତି ଦେଖି ଫେରିଲା କେନ୍ଦ୍ରୀୟ ଟିମ

ଭୁବନେଶ୍ୱର, ୧୪।୧୨(ବ୍ୟୁରୋ): ବାତ୍ୟା ‘ଜଓ୍ବାଦ’ଜନିତ ପ୍ରବଳ ବର୍ଷାରେ ରାଜ୍ୟରେ ବ୍ୟାପକ ଫସଲ ନଷ୍ଟ ହୋଇଛି। ଏହି କ୍ଷୟକ୍ଷତିର ଆକଳନ କରି କେନ୍ଦ୍ରୀୟ ଟିମ୍‌ ସୋମବାର ଦିଲ୍ଲୀ ଫେରି ଯାଇଛନ୍ତି। ଗୃହ ମନ୍ତ୍ରଣାଳୟର ଯୁଗ୍ମ ଶାସନ ସଚିବ ସୌରଭ ରାୟଙ୍କ ନେତୃତ୍ୱରେ ଓଡ଼ିଶା ଆସିଥିବା ୬ ଜଣିଆ…
Read More...

ସିଲାବସ ବାହାରୁ ଆସିଥିବା ପ୍ରଶ୍ନ ପାଇଁ ମିଳିବ ପୂର୍ଣ୍ଣ ନମ୍ବର

ଭୁବନେଶ୍ୱର, ୧୪।୧୨(ବ୍ୟୁରୋ): କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ(ସିବିଏସ୍‌ଇ) ଦଶମ ଶ୍ରେଣୀର ଇଂଲିଶ ଭାଷା ଓ ସାହିତ୍ୟ ପରୀକ୍ଷା ପ୍ରଶ୍ନପତ୍ରରେ ଗୋଟିଏ ପ୍ରଶ୍ନ ସିଲାବସ୍‌ ଓ ଧାର୍ଯ୍ୟ ଗାଇଡ୍‌ଲାଇନ୍‌ ବାହାରୁ ରହି ଯାଇଥିଲା। ଏ ନେଇ ସୋମବାର ସିବିଏସ୍‌ଇ କର୍ତ୍ତୃପକ୍ଷ ସ୍ବୀକାର କରିବା…
Read More...

ଦିନ ପଞ୍ଜିକା -୨୦୨୨ କ୍ୟାଲେଣ୍ଡର ଶୁଭ ଉନ୍ମୋଚନ ପାଇକମାନଙ୍କ ସଂଗ୍ରାମ ଅତୁଳନୀୟ

ଭୁବନେଶ୍ୱର(ଓଡ଼ିଆ ନ୍ୟୁଜ): ସୋମବାର ସନ୍ଧ୍ୟା ୬ ଘଟିକା ୩୦ ମିନିଟ ସମୟରେ ଭୁବନେଶ୍ୱର ସ୍ଥିତ ଲୋୟର ପିଏମଜି, ରାଜାଛଜ ବୌଦ୍ଧିକ ସମାବେଶଠାରେ ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ ଶତପଥୀଙ୍କ କରକମଳରେ ଭାରତ ବର୍ଷର ପ୍ରଥମ ମୁକ୍ତି ଆନ୍ଦୋଳନ ‘ପାଇକ ସଂଗ୍ରାମ’ ଉପରେ ଇଂରାଜୀ ପଞ୍ଜିକା ପରିବର୍ତନ…
Read More...

ଟାଇମ୍‍ସ ଆୱାର୍ଡ୍‍ସ ଏସିଆ ୨୦୨୧ ପୁରସ୍କାର କିଟ୍‍କୁ ଲିଡରସିପ୍‍ ଆଣ୍ଡ ମ୍ୟାନେଜମେଣ୍ଟ ଟିମ୍‍ ଅଫ୍‍ ଦି ଇଅର ପୁରସ୍କାର

ଭୁବନେଶ୍ୱର, ୧୪ ।୧୨: ବିଶ୍ୱସ୍ତରରେ କିଟ୍‍ ବିଶ୍ୱବିଦ୍ୟାଳୟକୁ ମିଳିଛି ଆଉ ଏକ ସମ୍ମାନଜନକ ପୁରସ୍କାର। ମଙ୍ଗଳବାର ଟାଇମ୍‍ସ ହାଇଅର୍‍ ଏଜୁକେସନ୍‍ ପକ୍ଷରୁ ‘ଆୱାର୍ଡ୍‍ସ ଏସିଆ ୨୦୨୧’ ପୁରସ୍କାର ଘୋଷଣା କରାଯାଇଥିବା ବେଳେ ସମଗ୍ର ଭାରତ ତଥା ଏସିଆରେ ଏକମାତ୍ର ଅନୁଷ୍ଠାନ ଭାବେ କିଟ୍‍…
Read More...