banner
Breaking

ରାଜ୍ୟରେ ଆଜି ୩,୩୨୯ ପଜିଟିଭ ଚିହ୍ନଟ

ଭୁବନେଶ୍ୱର,୩୧।୧(ବ୍ୟୁରୋ): ରାଜ୍ୟରେ କମୁଛି କରୋନା ସଂକ୍ରମଣ । ୪ ହଜାର ତଳକୁ ଖସିଛି ଦୈନିକ ଆକ୍ରାନ୍ତଙ୍କ ସ°ଖ୍ୟା। ଆଜି ରାଜ୍ୟରେ ୩,୩୨୯ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ସଂଗରୋଧରୁ ୧, ୯୩୪ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ, ସ୍ଥାନୀୟ ସଂକ୍ରମିତ ୧, ୩୯୫ ଜଣ…
Read More...

ଆଜିଠାରୁ ବଜେଟ ଅଧିବେଶନ

ନୂଆଦିଲ୍ଲୀ,୩୧।୧(ବ୍ୟୁରୋ): ଆଜିଠୁ ସଂସଦର ବଜେଟ୍‍ ଅଧିବେଶନ ଆରମ୍ଭ । ରାଷ୍ଟ୍ରପତି ରାମନାଥ କୋବିନ୍ଦ ସଂସଦର ଉଭୟ ଗୃହକୁ ସମ୍ବୋଧନ କରିବେ । ବଜେଟ୍‍ ଯୋଗୁ ଗୃହରେ ଆଜି ଓ ଆସନ୍ତାକାଲି ରହିବନି ପ୍ରଶ୍ନୋତ୍ତର ଏବଂ ଶୂନ୍ୟକାଳ । ରାଷ୍ଟ୍ରପତିଙ୍କ ଅଭିଭାଷଣ ପରେ ଅର୍ଥନୈତିକ ସର୍ଭେ ରିପୋର୍ଟ ଆଗତ…
Read More...

ନବୀନଙ୍କ ଜନହିତକର ଯୋଜନାକୁ ନେଇ ଲୋକଙ୍କ ପାଖରେ ପ୍ରାର୍ଥୀନୀ ଗଣ୍ଡରପୁର ଗ୍ରାମରେ ବିଜେଡିର ଜୋରଦାର ପ୍ରଚାର

ଭୁବନେଶ୍ୱର,୩୦ା୧(ବ୍ୟୁରୋ) ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ବିଭିନ୍ନ ଦଳ ପକ୍ଷରୁ ଜୋରଦାର ପ୍ରଚାର ଆରମ୍ଭ ହୋଇଯାଇଛି । ଭୋଟ ହାତେଇବା ପାଇଁ ପ୍ରାର୍ଥୀ ମାନେ ବିଭିନ୍ନ ମୁଦା ନେଇ ଲୋକଙ୍କ ପାଖରେ ପହଞ୍ଚୁଛନ୍ତି । ଏହି କ୍ରମରେ ବିଜେଡି ବହୁ ଆଗରେ ରହିଛି । ନବୀନ ପଟ୍ଟନାୟକଙ୍କ…
Read More...

ଫେବୃଆରୀ ୩ରୁ ପୁଣି ବର୍ଷା

ଭୁବନେଶ୍ୱର,୩୦।୧(ବ୍ୟୁରୋ): ରାଜ୍ୟରେ ପୁଣି ବର୍ଷା। ଫେବୃୟାରୀ ୩ରୁ ପୁଣି ବର୍ଷା ହେବାର ସମ୍ଭାବନା ରହିଛି ବୋଲିି ପାଣିପାଗ ବିଭାଗ ଆକଳନ କରିଛ। ଏ ନେଇ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଟୁଇଟ୍‌ କରି ସୂଚନା ଦିଆଯାଇଛି। ଏହି ଟୁଇଟ୍‌ରେ କୁହାଯାଇଛି- ପୁଣି…
Read More...

ଏବେ ରାଜ୍ୟରେ ଡେଲଟା ଓ ଓମିକ୍ରନ୍ ଭୂତାଣୁ ସକ୍ରିୟ ସତର୍କ ରୁହନ୍ତୁ

ଭୁବନେଶ୍ୱର,୩୦।୧(ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ କମିବାରେ ଲାଗିଛି। କିଛି ଦିନ ରାଜ୍ୟରେ କରୋନା ସଂକ୍ରମଣ ୧୦ ହଜାର ଉପରେ ରହିବା ପରେ ଏବେ କ୍ରମଶଃ ହ୍ରାସ ପାଉଛି ସଂକ୍ରମଣ । ରାଜ୍ୟରେ କରୋନା ସ୍ଥିତିକୁ ନେଇ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ପ୍ରତିକ୍ରିୟା ରଖିଛନ୍ତି । ସେ…
Read More...

ମହାରାଷ୍ଟ୍ର ଓ ଗୁଜରାଟରେ ହେବ ସମସ୍ତ ଆଇପିଏଲ ମ୍ୟାଚ

ମୁମ୍ବାଇ,୩୦।୧: ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ଆଗାମୀ ପୂରା ସଂସ୍କରଣକୁ ମହାରାଷ୍ଟ୍ର ଓ ଗୁଜରାଟରେ ଆୟୋଜନ କରିବାକୁ ଯୋଜନା କରୁଛି ବିସିସିଆଇ। “ବର୍ତ୍ତମାନ ବୋର୍ଡ ସମସ୍ତ ଲିଗ୍‌ ମ୍ୟାଚ୍‌ ମହାରାଷ୍ଟ୍ରରେ ଆୟୋଜନ କରିବାକୁ ଚାହୁଁଛି। ଲିଗ୍‌ର ସମସ୍ତ ପ୍ଲେ-ଅଫ୍‌ସ ମ୍ୟାଚ୍‌…
Read More...

ଦୁର୍ନୀତି ଉଈ ଭଳି ସମାଜକୁ ନଷ୍ଟ କରିଦିଏ : ମୋଦିଙ୍କ ମନ୍ କି ବାତ୍

ନୂଆଦିଲ୍ଲୀ, ୩୦।୧ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ମାସିକ ରେଡିଓ କାର୍ଯ୍ୟକ୍ରମ ମନ କି ବାତ୍‌ରେ ଯୋଗଦେଇ କହିଛନ୍ତି ଯେ, ଦେଶର ବିକାଶ ପାଇଁ ଦୁର୍ନୀତି ମୁକ୍ତ ସମାଜ ଅପରିହାର୍ଯ୍ୟ । ଦୁର୍ନୀତି ଉଈ ଭଳି ସମାଜକୁ ନଷ୍ଟ କରିଥାଏ। ତେବେ ଏହାକୁ ହଟାଇବା ଆବଶ୍ୟକ। ଦେଶ ଦ୍ରୁତ…
Read More...

ବାପୁଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୩୦।୧(ବ୍ୟୁରୋ): ଆଜି ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ତିରୋଧାନ ଦିବସ । ଆଜି ସାରା ଦେଶ ବାପୁଙ୍କୁ ମନେ ପକାଉଛି। ସର୍ବଦା ସତ୍ୟ ଓ ଅହିଂସାର ମାର୍ଗ ଆପଣାଉଥିବା ବାପୁଙ୍କୁ ସମସ୍ତେ ଶ୍ରଦ୍ଧାଞ୍ଜଳି ଜଣାଉଛନ୍ତି। ବାପୁଙ୍କ ଅନେକ ପ୍ରତିମୂର୍ତ୍ତିରେ ପୁଷ୍ପଗୁଚ୍ଛ ଦେଇ ତାଙ୍କୁ ମନେ…
Read More...

ସବୁ ପରିଚୟ ପାଇଁ ହେବ ଗୋଟିଏ ୟୁନିକ୍ ଆଇଡି

ନୂଆଦିଲ୍ଲୀ,୩୦ା୧: ସମସ୍ତ ପ୍ରକାର ପରିଚୟପତ୍ର ପାଇଁ ଗୋଟିଏ ଡିଜିଟାଲ ୟୁନିକ୍‌ ଆଇଡି ରହିବ। ଏହା ଉପରେ ବିଜ୍ଞାନ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟ କାମ କରୁଛି। ମନ୍ତ୍ରଣାଳୟ ଫେଡରେଟେଡ୍‌ ଡିଜିଟାଲ ଆଇଡେଣ୍ଟିଟ ପ୍ରକଳ୍ପ ନେଇ ପ୍ରସ୍ତାବ ଦେଇଛି । ପ୍ରସ୍ତାବକୁ ମନ୍ତ୍ରଣାଳୟ ଖୁବଶୀଘ୍ର…
Read More...

ମାଟିତଳୁ ମିଳିଲା ଲୌହସ୍ତମ୍ଭ

କଟକ ,୩୦ା୧: କଟକ ଯୋବ୍ରାସ୍ଥିତ ନୌବାଣିଜ୍ୟ ସଂଗ୍ରହାଳୟ ପଛପାର୍ଶ୍ୱ ଶନିବାର ଖନନ ସମୟରେ ମାଟି ତଳୁ ମିଳିଛି ବିରାଟ ଲୌହ ସ୍ତମ୍ଭ। ଏସ୍‌ସିବି ମେଡିକାଲ କଲେଜ ଆଣ୍ଡ୍‌ ହସ୍ପିଟାଲକୁ ବିଶ୍ୱସ୍ତରୀୟ କରିବା ପାଇଁ ରାସ୍ତା ସମ୍ପ୍ରସାରଣ କାର୍ଯ୍ୟ ଜାରି ରହିଛି । ଏହି ସମୟ ମଧ୍ୟରେ ଉକ୍ତ ସ୍ଥାନରେ…
Read More...