ବିଜ୍ନେସ୍ ମେଳାରେ ଖାଦ୍ୟ ଓ ଗେମିଂ ଜୋନ୍ରେ ଜମୁଛି ଭିଡ଼
ଭୁବନେଶ୍ୱର, ୫ା୫: ଜନତା ମଇଦାନରେ ଆରମ୍ଭ ହୋଇଥିବା ଇଣ୍ଡିଆନ୍ ଚାମ୍ବର ଅଫ୍ କମର୍ସର ଏଣ୍ଟରପ୍ରିନ୍ୟୁଅରସିପ୍ କାଉନ୍ସିଲ୍ ଦ୍ୱାରା ଆୟୋଜିତ ଭାରତର ପ୍ରଥମ ମହିଳା ବିଜ୍ନେସ୍ ମେଳାର ଆଜି ଥିଲା ଦ୍ୱିତୀୟ ଦିବସ । ଏଥିରେ ମହିଳା ଉଦ୍ୟୋଗୀଙ୍କ ପାଇଁ ୧୦୦ରୁ ଅଧିକ ଷ୍ଟଲ ରହିଛି । ଅପରାହ୍ନ ହେବା…
Read More...
Read More...