banner
Breaking

ବାବୁସାନଙ୍କ ଜାମିନରେ ପୂର୍ଣ୍ଣଛେଦ

କଟକ,୪ା୮: ଓଲିଉଡ୍‌ ଅଭିନେତା ବାବୁସାନ ମହାନ୍ତି ହାଇକୋର୍ଟରେ ଆଗୁଆ ଜାମିନ ପାଇଁ କରିଥିବା ଆବେଦନରେ ପୂର୍ଣ୍ଣଚ୍ଛେଦ ପଡ଼ିଛି। ତଦନ୍ତରେ ବାବୁସାନ ସହଯୋଗ କରିଥିବାରୁ ହାଇକୋର୍ଟ ଏହି ଆବେଦନର ଅନ୍ତ ଘଟାଇଛନ୍ତି। ଏନେଇ ବାବୁସାନ୍‌ଙ୍କ ଓକିଲ ଧରଣୀଧର ନାୟକ କହିଛନ୍ତି। ଆଗୁଆ ଜାମିନ ଆବଶ୍ୟକ ନ…
Read More...

ମହିମା ମିଶ୍ରଙ୍କ ଘରେ ସିବିଆଇ

ଭୁବନେଶ୍ୱର : ବିଶିଷ୍ଟ ଶିଳ୍ପପତି ମହିମା ମିଶ୍ରଙ୍କ ଘର ଏବଂ ଅଫିସରେ ଗୁରୁବାର ସିବିଆଇ ଚଢ଼ାଉ କିରଛି। କଟକ ଓ ପାରାଦୀପର ବିଭିନ୍ନ ସ୍ଥାନରେ ସିବିଆଇ ଟିମ୍‌ ଚଢ଼ାଉ କରିଥିବା ବେଳେ କେତେକ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରିଛି। କଟକ ଓଡ଼ିଆ ବଜାରସ୍ଥିତ ମହିମାଙ୍କ ଘର ଓ ଲିଙ୍କ୍‌…
Read More...

କମିଶନରେଟ ପୋଲିସରେ ବଡ଼ ଧରଣର ଅଦଳବଦଳ

ଭୁବନେଶ୍ୱର,୪ା୮(ବ୍ୟୁରୋ): ଦ୍ୱୈତ ନଗରୀ କମିଶନରେଟ ପୋଲିସରେ ବୁଧବାର ବଡ଼ ଧରଣର ଅଦଳବଦଳ ହୋଇଛି। ଏନେଇ କମିଶନରେଟ ପୋଲିସ କାର୍ଯ୍ୟାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଦୁଇ ଏସିପି, ୨୧ ଇନ୍ସପେକ୍ଟର ଓ ତିନି ଏସ୍‌ଆଇଙ୍କୁ ବଦଳି କରାଯାଇଛି। ସେହିପରି ବହୁଦିନ ଧରି ଓପିଏସ୍‌ ର଼୍ୟାଙ୍କକୁ…
Read More...

ଏମ୍ସ ଭୁବନେଶ୍ୱରରେ ଏବିସି ଇକୋକାର୍ଡିଓଗ୍ରାଫି ସମ୍ବନ୍ଧୀୟ ତାଲିମ କର୍ମଶାଳା

ଭୁବନେଶ୍ୱର,: ଗୁରୁତର ଅସୁସ୍ଥ ରୋଗୀଙ୍କ ପାଇଁ ଉନ୍ନତ ହୃଦ୍‌ରୋଗ ଏବଂ ଉତ୍ତମ ହେମୋଡାଇନାମିକ୍ ପରିଚାଳନା ଯୋଗାଇଦେବା ଉଦ୍ଦେଶ୍ୟରେ ଏମ୍ସ ଭୁବନେଶ୍ୱର ଆନାସ୍ଥେସିଓଲୋଜି ଏବଂ କ୍ରିଟିକାଲ କେୟାର ବିଭାଗ ପକ୍ଷରୁ ଏବିସି ଇକୋକାର୍ଡିଓଗ୍ରାଫିର ଦ୍ୱିତୀୟ ସଂସ୍କରଣ କର୍ମଶାଳା ଆୟୋଜିତ ହୋଇଯାଇଛି।…
Read More...

ଆଇଏଏସ ସ୍ତରରେ ଅଦଳବଦଳ

ଭୁବନେଶ୍ୱର,୩ା୮(ବ୍ୟୁରୋ): ରାଜ୍ୟ ସରକାର ବୁଧବାର ଆଇଏଏସ୍‌ ସ୍ତରରେ ବଡ଼ଧରଣର ଅଦଳବଦଳ କରିଛନ୍ତି। କେନ୍ଦ୍ରୀୟ ଡେପୁଟେଶନରୁ ଫେରିଥିବା ଆଇଏଏସ୍‌ ଅରବିନ୍ଦ ପାଢ଼ୀଙ୍କୁ କୃଷି ଓ କୃଷକ କଲ୍ୟାଣ ବିଭାଗର ପ୍ରମୁଖ ସଚିବ, ସେହିପରି ଆଇଏଏସ୍‌ ଅଶ୍ୱଥି ଏସ୍‌ଙ୍କୁ ସ୍କୁଲ ଓ ଗଣଶିକ୍ଷା ସଚିବ ଭାବେ…
Read More...

୧୦୦ଟି ସ୍କୁଲକୁ ଉନ୍ନତିକରଣ କରାଯିବ

ଭୁବନେଶ୍ୱର : ରାଜ୍ୟରେ ଆସନ୍ତା ଶିକ୍ଷା ବର୍ଷରୁ ୧୦୦ଟି ହାଇସ୍କୁଲକୁ +୨କୁ ଉନ୍ନୀତ କରାଯିବ। ବିଶେଷ କରି ରାଜ୍ୟର ଯେଉଁ ସବୁ ବ୍ଲକରେ ଯୁକ୍ତ ଦୁଇ କଲେଜ୍‍ ନାହିଁ ସେହି ସବୁ ବ୍ଲକରେ ହାଇସ୍କୁଲ ଗୁଡ଼ିକୁ ଉନ୍ନୀତ କରାଯିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି। ସେ…
Read More...

ସୋମନାଥଙ୍କ ପୀଠରେ ଏକାଠିହେଲେ ସୋମନାଥପ୍ରେମୀ ଭକ୍ତ

ଭୁବନେଶ୍ୱର,ରାଜଧାନୀ ଉପକଣ୍ଠ ଢାଉଆ ଗ୍ରାମରେ ଅବସ୍ଥାପିତ ସୋମନାଥମନ୍ଦିର ପରିସରରେ ଶ୍ରାବଣମାସର ତୃତୀୟପାଳୀ ସୋମବାରରେ ଏକାଠି ହୋଇଥିଲେ ସୋମନାଥପ୍ରେମୀ ଭକ୍ତ । ଆଧ୍ୟାତ୍ମିକ ଅନୁଷ୍ଠାନ ବାବା ସୋମନାଥ ସେନାର ଆହ୍ୱାନ କ୍ରମେ ଭୁବନେଶ୍ୱର ଉତର ନିର୍ବାଚନମଣ୍ଡଳୀର ବହୁ ସୋମନାଥ ପ୍ରେମୀ ଭକ୍ତ…
Read More...

ମାଇଁ ମେଡିସିନ ପଲିକ୍ଲିନିକ ଉଦଘାଟିତ

ଭୁବନେଶ୍ୱରର ଲୁଇସ୍ ରୋଡ଼ ଠାରେ ମାଇଁ ମେଡିସିନ ପଲିକ୍ଲିନିକ ଉଦଘାଟିତ ହୋଇଯାଇଛି। ଏହାକୁ ଡଃ ଅମ୍ରିତ ଆନନ୍ଦ, ଡଃ ସତ୍ୟ ରଞ୍ଜନ ପାଣିଗ୍ରାହୀ, ଡଃ ସୂର୍ଯ୍ୟକାନ୍ତ ସ୍ବାଇଁ ପ୍ରମୁଖ ବିଶିଷ୍ଟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ। ମାଇଁ ମେଡିସିନ ପଲିକ୍ଲିନିକ ଅଭିଜ୍ଞ ଡାକ୍ତରମାନଙ୍କୁ ନେଇ…
Read More...

ଅଲ ଓଡ଼ିଶା ମିନିଟ୍ରକ ଆସୋସିଏସନ୍ ପକ୍ଷରୁ ରଷ୍ଟ୍ରପତିଙ୍କ ସ୍ୱାଗତ ଉତ୍ସବ

ଭୁବନେଶ୍ୱର, – ଓଡିଶା ଗଣତନ୍ତ୍ର ଇତିହାସରେ ଯୋଡି ହୋଇଛି ଆଉଏକ ନୂଆ ଫର୍ଦ୍ଦ । ଓଡିଶା ମାଟିର ସୁଯୋଗ୍ୟ ମହିଳା ଦ୍ରୌପଦୀ ମୁର୍ମୁ ରଷ୍ଟ୍ରପତି ନିର୍ବାଚନରେ ବହୁ ସଂଖ୍ୟକ ଭୋଟରେ ବିଜୟ ଲାଭ କରି ଭାରତର ପ୍ରଥମ ନାଗରିକ ହୋଇଛନ୍ତି । ଭାରତର ମହାମହିମ ରଷ୍ଟ୍ରପତି ଭାବେ ଓଡିଶାର ଗର୍ବ ଓ ଗୌରବ ତଥା…
Read More...

ନକଲି ମିନିଟ୍ରକ ଆସୋସିଏସନ୍ ନାମରେ ଲକ୍ଷ ଲକ୍ଷ ଲୁଟ

ଭୁବନେଶ୍ୱର, ରାଜ୍ୟରେ ସାଧାରଣ ଦ୍ରବ୍ୟ ପରିବହନ କ୍ଷେତ୍ରରେ ମିନିଟ୍ରକ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ସେ ଦୃଷ୍ଟିରୁ ଓଡିଶାରେ ବହୁ ମାତ୍ରାରେ ମିନିଟ୍ରକ ଚଳାଚଳ କରିଥାଏ । ପରିବହାନ କ୍ଷେତ୍ରରେ ଅନ୍ୟ ଯାନବାହାନ ତୁଳନାରେ ମିନିଟ୍ରକ ସଂଖ୍ୟା ବହୁ ଅଧିକ । ଯାତାୟାତ, ଲୋଡ…
Read More...