banner
Breaking
Yearly Archives

2023

ରାଜ୍ୟ କ୍ୟାବିନେଟରେ ନିଯୁକ୍ତି ପାଇଁ ନୂଆ ଅଧିନିୟମ

ଭୁବନେଶ୍ୱର : ରାଜ୍ୟ ସରକାର ଆଜି କ୍ୟାବିନେଟ ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ଏଥିରେ ରଜ୍ୟରେ ସବ-ଇନସ୍ପେକ୍ଟର ନିଯୁକ୍ତି ନେଇ ନୂଆ ଅଧିନିୟମ-୨୦୨୩ ଆଣିବାକୁ ନିଷ୍ପତ୍ତି ହୋଇଛି। ନୂଆ ନିୟମ ଆସିଲେ ପୂର୍ବରୁ ଥିବା ଅଧିନିୟମକୁ ସମାପ୍ତ କରିଦିଆଯିବ ବୋଲି ଆଜି ରାଜ୍ୟ…
Read More...

କ୍ୟାବିନେଟରେ ୧୫ ପ୍ରସ୍ତାବକୁ ଅନୁମୋଦନ

ଭୁବନେଶ୍ବର,୨୪।୪(ବ୍ୟୁରୋ): ରାଜ୍ୟ କ୍ୟାବିନେଟ ଗୁରୁତ୍ୱପୂର୍ଣ୍ଣ ବୈଠକ ଶେଷ ହୋଇଛି। ବୈଠକରେ ମୋଟ୍‌ ୧୫ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି। ୨୦୨୩-୩୩ ପର୍ଯ୍ୟନ୍ତ ହକି ଟିମ ପାଇଁ ଓଡ଼ିଶା ପ୍ରାୟୋଜକ ରହିବ । ଏ ସଂପର୍କିତ ପ୍ରସ୍ତାବକୁ କ୍ୟାବିନେଟ ଅନୁମୋଦନ କରିଛି। ଏଥିସହ ୬ ଲେନ ବିଶିଷ୍ଟ କଟକ…
Read More...

ଝାରସୁଗୁଡ଼ା ଉପନିର୍ବାଚନରେ ଜଣଙ୍କ ପ୍ରାର୍ଥୀପତ୍ର ପ୍ରତ୍ୟାହାର

ଭୁବନେଶ୍ୱର : ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ସୋମବାର ଥିଲା ପ୍ରାର୍ଥୀପତ୍ର ପ୍ରତ୍ୟାହାର ଶେଷ ତାରିଖ। ତେବେ ନାମାଙ୍କନ ପତ୍ର ଦାଖଲ କରିଥିବା ୧୦ ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ସୋମବାର ଜଣେ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିନେଇଛନ୍ତି। ଭୁବନେଶ୍ୱର ଗର୍ତିଆ ନାମକ ଜଣେ ପ୍ରାର୍ଥୀ ତାଙ୍କର…
Read More...

ଏହି ଗ୍ରୀଷ୍ମରେ ଆପଣଙ୍କ ଆଖିକୁ ସୁରକ୍ଷିତ ରଖନ୍ତୁ: ଦୃଷ୍ଟି ସ୍ୱାସ୍ଥ୍ୟ ପାଇଁ ଗୁରୁତ୍ୱପୂର୍ଣ୍ଣ ପରାମର୍ଶ

ସୂର୍ଯ୍ୟଙ୍କ କଠୋର କିରଣ ଏବଂ ଡିଜିଟଲ ଉପକରଣ ଯୋଗୁଁ ବ୍ୟାପକ ଗ୍ରୀଷ୍ମରେ ଆପଣଙ୍କ ଆଖିକୁ ସୁରକ୍ଷିତ ରଖନ୍ତୁ: ଦୃଷ୍ଟି ସ୍ୱାସ୍ଥ୍ୟ ପାଇଁ ଗୁରୁତ୍ୱପୂର୍ଣ୍ଣ ପରାମର୍ଶପରଦା ସମୟ ପ୍ରତି ବର୍ଦ୍ଧିତ ଉନ୍ମୁକତା ସହିତ ଆଗାମୀ ଗରମ ମାସରେ ଆପଣଙ୍କ ଦୃଷ୍ଟି ସ୍ୱାସ୍ଥ୍ୟକୁ ପ୍ରାଥମିକତା ଦେବା ଅତ୍ୟନ୍ତ…
Read More...

ବୃଦ୍ଧି ପାଉଛି କରୋନା ସଂକ୍ରମଣ

ନୂଆଦିଲ୍ଲୀ : ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ଘନେଇବାରେ ଲାଗିଛି। ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ସକ୍ରିୟ ମାମଲା ୬୫ ହଜାର ଟପିଛି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ୭ ହଜାରରୁ ଅଧିକ ରହିଛି। ଗତ ୨୪ ଘଣ୍ଟାରେ ଏହା ୭,୧୭୮ ଛୁଇଁଛି।…
Read More...

ପୁନର୍ବାର ଆଇ.ସି.ସି. ଓଡ଼ିଶା ଷ୍ଟେଟ୍ କାଉନସିଲ୍‌ର ଅଧ୍ୟକ୍ଷ ଭାବେ ଜେ.ବି. ପାଣି, ରାଜୀବ ଶେଖର ବରିଷ୍ଠ ଉପ-ଅଧ୍ୟକ୍ଷ,…

ଭୁବନେଶ୍ୱର : ଇଣ୍ଡିଆନ ଚାମ୍ବର ଅଫ୍ କମର୍ସ (ଆଇ.ସି.ସି.) ଓଡ଼ିଶା ପରିଷଦ ୨୦୨୩-୨୪ ବର୍ଷ ପାଇଁ ପୁନର୍ବାର ଅଧ୍ୟକ୍ଷ ହୋଇଛନ୍ତି ଜାଭସ୍ତ୍ରା ଟେକ୍ନୋଲୋଜି ପ୍ରା.ଲିଃର ନିର୍ଦ୍ଦେଶକ ଜେ.ବି. ପାଣି । ସେହିପରି ବରିଷ୍ଠ ଉପ-ଅଧ୍ୟକ୍ଷ ଭାବେ ଚାଟାର୍ଡ ଆକାଉା ତଥା ଏସ୍‌.ଆର୍‌.ବି. ଆଣ୍ଡ ଆସୋସିଏଟ୍ସର…
Read More...

ବାସିପିଠା ଉଚ୍ଚ ବିଦ୍ୟାଳୟର ପୂରାତନ ଶିକ୍ଷକ ଓ ଛାତ୍ରଛାତ୍ରୀ ମିଳନ ସମାରୋହ

ଭୁବନେଶ୍ୱର: ଓଡ଼ିଶା ସରକାରଙ୍କ ଅନୁସୂଚିତ ଜନଜାତି, ଅନୁସୂଚିତ ଜାତି ଓ ପଛୁଆ ବର୍ଗ କଲ୍ୟାଣ ବିଭାଗ ଦ୍ବାରା ପରିଚାଳିତ ବାସିପିଠା ସରକାରୀ ଉଚ୍ଚ ବିଦ୍ୟାଳୟ, ମୟୂରଭଞ୍ଜର ପୂରାତନ ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କର ଏକ ବନ୍ଧୁ ମିଳନ ସମାରୋହ ଗତ ରବିବାର ଦିନ ମାଷ୍ଟର କାଣ୍ଟିନ,…
Read More...

ମେ ୬ରେ ଉତ୍କଳକନିକାରେ ମିଷ୍ଟର ଆଣ୍ଡ୍ ମିସ୍ ଉତ୍କଳ ଫ୍ୟାସନ ଶୋ

ଭୁବନେଶ୍ୱର : ଓଡ଼ିଶାବାସୀଙ୍କ ପାଖରେ ଫ୍ୟାସନ ଷ୍ଟାଇଲକୁ ପହଞ୍ଚାଇବା ଉଦ୍ଦେଶ୍ୟରେ ଉତ୍କଳକନିକା ଗ୍ୟାଲେରିଆ ମଲ୍ ଆୟୋଜିତ କରୁଛି ମିଷ୍ଟର ଆଣ୍ଡ ମିସ୍ ଉତ୍କଳ – ୨୦୨୩ । ଆସନ୍ତା ମେ ୬ ରେ ଏହାର ତୃତୀୟ ସଂସ୍କରଣ ମେଗା ଫ୍ୟାସନ ଶୋ ମଲ୍ ପରିସରରେ ଅନୁଷ୍ଠିତ ହେବ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ…
Read More...

ବିଭିନ୍ନ ଜିଲ୍ଲାରେ କାଳ ବୈଶାଖୀ

ଭୁବନେଶ୍ୱର : ରାଜ୍ୟର ବିଭିନ୍ନ ଜିଲ୍ଲାରେ କାଳବୈଶାଖୀ ଜନିତ ବର୍ଷା ଲାଗି ରହିଛି । ଆଗାମୀ ୨୪ ଘଣ୍ଟାରେ କାଳବୈଶାଖୀ ବର୍ଷା ନେଇ ପାଣିପାଗ ବିଭାଗ ପକ୍ଷରୁ କଳାହାଣ୍ଡି, ରାୟଗଡ଼ା, କୋରାପୁଟ, କନ୍ଧମାଳ, ଗଞ୍ଜାମ, କଟକ, ଯାଜପୁର, ଭଦ୍ରକ, ଢେଙ୍କାନାଳ, ଅନୁଗୁଳ ଓ ବୌଦ୍ଧ ଜିଲ୍ଲାକୁ ଅରେଞ୍ଜ…
Read More...

ଓଡ଼ିଶାରେ ଲାଗୁହେଲା ମୋଟର ଏଗ୍ରିଗେଟର ନିୟମ

ଭୁବନେଶ୍ୱର : ଯାତ୍ରୀ ସେବାକୁ ସୁଗମ ଓ ସୁରକ୍ଷିତ କରିବା ଲକ୍ଷ୍ୟରେ ଦେଶର ଷଷ୍ଠ ରାଜ୍ୟ ଭାବେ ମୋଟର ଏଗ୍ରିଗେଟର ନିୟମ ଲାଗୁ କଲା ଓଡ଼ିଶା  । ଅର୍ଥାତ ଓଲା, ଉବର ଓ ରାପିଡୋ ଭଳି ଯାତ୍ରୀ ପରିବହନ ସେବା ବ୍ୟବସ୍ଥା ଭାବେ କାର୍ଯ୍ୟ କରୁଥିବା ସଂସ୍ଥା ଏହି ନିୟମର ଅନ୍ତର୍ଭୁକ୍ତ ଓ ପରିଚାଳିତ ହେବେ।…
Read More...