ବାତ୍ୟାର ଗତିବିଧି ସମ୍ପର୍କରେ ଡ଼ିଜିଙ୍କ ସୂଚନା
ଭୁବନେଶ୍ୱର : ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ୬ ତାରିଖରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ନେଇ ସମ୍ଭାବନା ରହିଛି। ପରେ ଏହା ୭ତାରିଖରେ ଲଘୁଚାପ ରୂପ ନେଇ ୮ତାରିଖରେ ଅବପାତରେ ପରିଣତ ହେବ ବୋଲି ପୂର୍ବାନୁମାନ କରାଯାଇଛି। ୯ ତାରିଖରେ ବାତ୍ୟା ସମ୍ଭାବନା ରହିଛି । ଏହା ଉତ୍ତର ଦିଗକୁ ଯାଇ…
Read More...
Read More...