banner
Breaking
Monthly Archives

February 2023

ଚଳିତ ମାସ ଶେଷ ସପ୍ତାହରେ ତାତିବ ଓଡ଼ିଶା

ଭୁବନେଶ୍ବର : ଚଳିତ ମାସ ଶେଷ ସପ୍ତାହବେଳକୁ ଭୁବନେଶ୍ବର ସମେତ କେତେକ ଅଞ୍ଚଳରେ ସର୍ବାଧିକ ତାପମାତ୍ରା ୪୦ଡିଗ୍ରୀ ଛୁଇଁପାରେ। ୨୨ ତାରିଖ ସୁଦ୍ଧା ରାଜଧାନୀ ସହିତ ଅନ୍ୟାନ୍ୟ ଅଞ୍ଚଳରେ ଦିନ ତାପମାତ୍ରା ୩୯ଡିଗ୍ରୀ ଟପିବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ…
Read More...

ପାହାଳରେ ଉତ୍କଳ ବିଲ୍ଡର୍ସର ଉତ୍କଳ ଲେଭେଲ୍ସ ଉନ୍ମୋଚିତ

ଭୁବନେଶ୍ୱର : ଓଡ଼ିଶାର ଅଗ୍ରଣୀ ବିଳାସପୂର୍ଣ୍ଣ ରିୟଲ ଇଷ୍ଟେଟ୍ ବ୍ରାଣ୍ଡ ଉତ୍କଳ ବିଲ୍ଡର୍ସ ଗ୍ରୁପ ପକ୍ଷରୁ ନୂଆ ପ୍ରକଳ୍ପ ‘ଉତ୍କଳ ଲେଭେଲ୍ସ’ର ରବିବାର ଉନ୍ମୋଚନ ହୋଇଛି । କମ୍ପାନୀର ଅଧ୍ୟକ୍ଷ ଶ୍ରୀ ସୁବାଷ ଭୁରା ଏବଂ ପରିଚାଳନା ନିର୍ଦ୍ଦେଶକ ଶରଦ ବୈଦ ଉପସ୍ଥିତ ରହି ଏହାର ଶୁଭାରମ୍ଭ କରିଥିଲେ…
Read More...

ପାକିସ୍ଥାନକୁ ହରାଇଲା ଭାରତ

କେପ୍‌ ଟାଉନ, ୧୨।୨: ଆଇସିସି ମହିଳା ଟି-୨୦ ବିଶ୍ୱକପରେ ଭାରତ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱି ପାକିସ୍ତାନକୁ ୭ ଉଇକେଟରେ ପରାସ୍ତ କରିଛି। ପାକିସ୍ତାନ ନିର୍ଦ୍ଧାରିତ ୨୦ ଓଭରରେ ୪ ଉଇକେଟ ହରାଇ ୧୪୯ ରନ୍‌ କରିଥିବା ବେଳେ ଭାରତ ୧୯ ଓଭରରେ ୩ ଉଇକେଟ ହରାଇ ୧୫୧ ରନ୍‌ ସଂଗ୍ରହ କରି ନେଇଥିଲା।…
Read More...

କ୍ୟାନ୍ସର ପାଇଁ ଭ୍ୟାକ୍ସିନ୍ ଖୁବଶୀଘ୍ର

ନୂଆଦିଲ୍ଲୀ: କ୍ୟାନ୍ସରକୁ ମାତ୍‌ ଦେବାକୁ ଖୁବ୍‌ଶୀଘ୍ର ବଜାରରେ ଉପଲବ୍ଧ ହେବ କ୍ୟାନ୍ସର ଭ୍ୟାକ୍ସିନ୍‌ । ସେରମ ଇନଷ୍ଟିଚ୍ୟୁଟ୍‌ ପକ୍ଷରୁ ଏହି ଟିକା ବଜାରରେ ଉପଲବ୍ଧ ହେବା ନେଇ ସୂଚନା ଦିଆଯାଇଛି । ମିଳିଥିବା ତଥ୍ୟ ଅନୁସାରେ ଚଳିତ ମାସ ଶେଷ ସୁଦ୍ଧା ଗର୍ଭାଶୟ କ୍ୟାନ୍‌ସର ପାଇଁ ‘CERVAVAC’…
Read More...

ଗୋପାଳ କହିଲା ହତ୍ୟାକାଣ୍ଡ ରହସ୍ୟ

ଭୁବନେଶ୍ବର : ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ବିରୋଧରେ ଅସନ୍ତୋଷ ବୃଦ୍ଧି କରିବାକୁ ଯାଇ ହତ୍ୟା ଘଟଣାର ଅଭିଯୁକ୍ତ ଗୋପାଳ ଦାସ ଦୁଇ ମାସ ହେବ ଔଷଧ ଖାଉନଥିଲେ। ୫ ଦିନିଆ ରିମାଣ୍ଡର ତଦନ୍ତ ବେଳେ ଏହି ସୂଚନା ମିଳିଛି। ଗୁରୁବାର, ଶୁକ୍ରବାର ଓ ଶନିବାର ଗୁଜରାଟର ଗାନ୍ଧୀନଗରସ୍ଥିତ ଫରେନ୍ସିକ…
Read More...

ଠାକୁର ଅନୁକୂଳଚନ୍ଦ୍ରଙ୍କ ୧୩୫ ତମ ଜନ୍ମ ମହୋତ୍ସବ

ଭୁବନେଶ୍ୱର,୧୨।୨(ବ୍ୟୁରୋ): ଜୀବନକୁ ସୁନିୟନ୍ତ୍ରିତ କରିବାରେ ଗୁରୁଙ୍କର ରହିଛି ବିଶେଷ ଭୂମିକା। ତାଙ୍କ ପ୍ରଦର୍ଶିତ ମାର୍ଗରେ ନିଜକୁ ପରିଚାଳିତ କରିପାରିଲେ ବ୍ୟକ୍ତି, ସମାଜ ଓ ରାଷ୍ଟ୍ର ଜୀବନ ମଧୁମୟ ହୋଇଉଠେ। ଆଉ ଏହି ମାର୍ଗରେ ଚାଲିବା ପାଇଁ ଆଚାର୍ଯ୍ୟଙ୍କ ଅନୁସରଣ ଅପରିହାର୍ଯ୍ୟ। ପରମ…
Read More...

ବଦଳିଲେ ୧୩ ରାଜ୍ୟପାଳ

ନୂଆଦିଲ୍ଲୀ,୧୨।୨ : ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରବିବାର ୧୩ ରାଜ୍ୟର ରାଜ୍ୟପାଳ-ଉପରାଜ୍ୟପାଳ ବଦଳି କରିଛନ୍ତି। ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂ କୋଶିୟାରୀଙ୍କ ଇସ୍ତଫା ଗ୍ରହଣ କରି ସେ ରମେଶ ବୈସଙ୍କୁ ନୂତନ ରାଜ୍ୟପାଳ ଭାବେ ନିଯୁକ୍ତ କରିଛନ୍ତି। ଏହା ବ୍ୟତୀତ ଲଦାଖର ଉପରାଜ୍ୟପାଳ ରାଧା…
Read More...

ଯୁକ୍ତ ଦୁଇ ପରୀକ୍ଷା ପାଇଁ ଆସିଲା ନୂଆ ଗାଇଡ ଲାଇନ

ଭୁବନେଶ୍ୱର:ଯୁକ୍ତ ଦୁଇ ପରୀକ୍ଷା ପାଇଁ ଆସିଲା ଗାଇଡ ଲାଇନ । କେବେ ଆସିବ ପ୍ରଶ୍ନପତ୍ର, କେମିତି ରହିବ ଉତ୍ତରଖାତା ଏ ସମସ୍ତ ତଥ୍ୟ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସବୁ ସ୍କୁଲକୁ ଜଣାଇ ଦିଆଯାଇଛି । ମାର୍ଚ୍ଚ ୧ତାରିଖରେ ଆରମ୍ଭ ହେବ ଯୁକ୍ତ ଦୁଇ ପରୀକ୍ଷା । ଏଥର ଯୁକ୍ତ ଦୁଇ…
Read More...

ବାମପନ୍ଥର କୁଶାସନରୁ ମୁକ୍ତ ହୋଇଛି ତ୍ରିପୁରା : ମୋଦି

ନୂଆଦିଲ୍ଲୀ,୧୧ ।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ତ୍ରିପୁରା ଗସ୍ତ କରିଛନ୍ତି । ତ୍ରିପୁରା ବିଧାନସଭା ନିର୍ବାଚନ ପାଖେଇ ଆସୁଥିବା ବେଳେ ମୋଦିଙ୍କ ରାଲି ରାଜନୈତିକ ବାତାବରଣକୁ ଉଷ୍ମ କରି ଦେଇଛି । ମୋଦି ଧଲାଇର ଅଂବାସା ପହଞ୍ଚି ସେଠାରେ ବିଜୟ ସଂକଳ୍ପ ରାଲିକୁ ସମ୍ବୋଧିତ କରୁଛନ୍ତି…
Read More...

କଳିଙ୍ଗ ରନର୍ସ ପକ୍ଷରୁ ୫ମ ଜାତୀୟସ୍ତରର ଗଣଦୌଡର ଆୟୋଜନ

ଭୁବନେଶ୍ୱର: ସମାଜରେ ବିଶୃଙ୍ଖଳିତ ଜୀବନଶୈଳୀ, ଖରାପ ଖାଦ୍ୟାଭ୍ୟାସ ଓ ଅର୍ଥନୈତିକ ଅସମାନତା ପ୍ରଭୃତି କାରଣରୁ ଅଧିକାଂଶ ଲୋକ ଆଜିଦିନରେ ଚାପଗ୍ରସ୍ତ ଜୀବନଯାପନ କରୁଛନ୍ତି । ଯାହା ଫଳରେ ଉଚ୍ଚ ରକ୍ତଚାପ, ଡାଇବେଟିସ୍‌, ହୃଦରୋଗ ଭଳି ରୋଗ ଆଜି ସମାଜରେ ଅତିସାଧାରଣ ହୋଇଯାଇଛି । ଓଡିଶାରେ ଏକ…
Read More...