banner
Breaking
Monthly Archives

February 2023

ରାଷ୍ଟ୍ରପତିଙ୍କ ଓଡିଶା ଆସିବା ନେଇ କଡ଼ା ସୁରକ୍ଷା

ଭୁବନେଶ୍ୱର : ଆସନ୍ତା ୧୦ ତାରିଖରେ ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଏଥିପାଇଁ କମିଶନରେଟ୍‌ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି। ୪୦ ପ୍ଲାଟୁନ୍‌ ପୋଲିସ ଫୋର୍ସ ସହ ୨୦୦ ରୁ ଅଧିକ ଅଫିସ ନିୟୋଜିତ ହେବେ। ଏଥିସହ ସାଧା ପୋଷାକଧାରୀ ପୋଲିସ ଏବଂ ରୁଫଟପ୍‌…
Read More...

ଶର୍ଟଲିଷ୍ଟରେ ଓଡ଼ିଶାରୁ ୬ ଜଣ ଖେଳାଳି

ଭୁବନେଶ୍ୱର, ୭।୨: ଓମେନ୍ସ ପ୍ରିମିୟର ଲିଗ୍‌ (ଡବ୍ଲ୍ୟୁପିଏଲ୍‌)ର ନିଲାମ ପାଇଁ ଶର୍ଟଲିଷ୍ଟ ହୋଇଛନ୍ତି ୪୦୯ ଖେଳାଳି। ସେମାନଙ୍କ ମଧ୍ୟରେ ଓଡ଼ିଶାର ୬ ଜଣ ଖେଳାଳି ସ୍ଥାନ ପାଇଛନ୍ତି। ସେମାନେ ହେଲେ ମାଧୁରୀ ମେହେଟା, ରସନାରା ପରବିନ, ସୁଶ୍ରୀ ଦିବ୍ୟଦର୍ଶିନୀ, ପ୍ରିୟଙ୍କା ପ୍ରିୟଦର୍ଶିନୀ ସାହୁ,…
Read More...

ଜାଗୁଆର ଟିସିଏସ୍ ରେସିଂ ଗ୍ରୀଙ୍କୋ ହାଇଦ୍ରାବାଦ୍ ଇ-ପ୍ରିକ୍ସ ଇଣ୍ଡିଆରେ ଫର୍ମୁଲା ଇ ଡେବୁଟ୍ ପାଇଁ ପ୍ରସ୍ତୁତ

ଜାଗୁଆର ଟିସିଏସ୍ ରେସିଂ ଗ୍ରୀଙ୍କୋ ହାଇଦ୍ରାବାଦ୍ ଇ-ପ୍ରିକ୍ସ ଇଣ୍ଡିଆରେ ଫର୍ମୁଲା ଇ ଡେବୁଟ୍ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି । ୨୦୨୩ ଏବିବି ଏଫଆଇଏ ଫର୍ମୁଲା ଇ ବିଶ୍ୱ ଚାମ୍ପିଅନଶିପ୍ ପ୍ରଥମ ଥର ପାଇଁ ହାଇଦ୍ରାବାଦରେ ହେବାକୁ ଯାଉଥିବାରୁ ଜାଗୁଆର ଟିସିଏସ୍ ରେସିଂ ଏହି ସପ୍ତାହ ଶେଷରେ…
Read More...

ମାର୍ଚ୍ଚ ୪ରୁ ମହିଳା ପ୍ରିମିୟର ଲିଗ୍

କୋଲକାତା,୭।୨ : ମହିଳା ପ୍ରିମିୟର ଲିଗ (ଡବ୍ଲୁପିଏଲ) ର ପ୍ରଥମ ସଂସ୍କରଣ ଚଳିତ ବର୍ଷ ମାର୍ଚ୍ଚ ୪ ରୁ ୨୬ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏ ସମ୍ପର୍କରେ ବିସିସିଆଇ ଏକ ପ୍ରେସ ବିଜ୍ଞପ୍ତି ଜାରି କରିଛି। ଏହି ଟୁର୍ନାମେଣ୍ଟ ମୁମ୍ବାଇର ଦୁଇଟି ଷ୍ଟାଡିୟମ ବ୍ରାବୋର୍ନ ଏବଂ ଡିଓ୍ବାଇ ପାଟିଲରେ…
Read More...

ଝାରସୁଗୁଡ଼ା ଯିବେ ଜଷ୍ଟିସ ଜେ ପି ଦାସ

ବ୍ରଜରାଜନଗର : ମନ୍ତ୍ରୀ ନବ କିଶୋର ଦାସ ହତ୍ୟା ଘଟଣାରେ ମଙ୍ଗଳବାର ଜଷ୍ଟିସ ଜେ. ପି. ଦାସ ଝାରସୁଗୁଡ଼ା ଯିବେ। ଘଟଣାର ଅଧିକ ତଦନ୍ତ ଲାଗି ଜଷ୍ଟିସ ଦାସଙ୍କ ତତ୍ତ୍ବାବଧାନରେ କ୍ରାଇମବ୍ରାଞ୍ଚ ତଦନ୍ତ କରୁଛି । ବୁଧବାର ଜଷ୍ଟିସ ଦାସ ଘଟଣାସ୍ଥଳ ତଦାରଖ କରିବେ ବୋଲି ସୂଚନା ମିଳିଛି।
Read More...

ରାଜ୍ୟରେ କମିବ ଶୀତ

ଭୁବନେଶ୍ୱର,୭।୨(ବ୍ୟୁରୋ): ରାଜ୍ୟରେ କମିବ ଶୀତ। ବିଭିନ୍ନ ସ୍ଥାନରେ ସର୍ବନିମ୍ନ ତାପମାତ୍ରା ୨ ଡିଗ୍ରୀ ବୃଦ୍ଧି ପାଇବ। ଏଥିସହ ଆଗାମୀ ୫ ଦିନ ପର୍ଯ୍ୟନ୍ତ ପାଗ ଶୁଖିଲା ରହିବାର ସମ୍ଭାବନା ଥିବା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ଆକଳନ କରିଛି। ଅନ୍ୟପଟେ, ଫେବୃୟାରୀରେ ତାପମାତ୍ରା…
Read More...

ପୃଥିବୀ ପରି ଗ୍ରହର ମିଳିଲା ସନ୍ଧାନ

ନୂଆଦିଲ୍ଲୀ : ନୂତନ ଗ୍ରହ ଆବିଷ୍କାର ଦିଗରେ, ମଣିଷ ବାସ ଉପଯୋଗୀ ପାଇଁ ଉପଯୁକ୍ତ ଗ୍ରହର ସନ୍ଧାନ ମିଳିଛି। ବୈଜ୍ଞାନିକମାନେ ଦାବି କରିଛନ୍ତି ଯେ ଏଠାରେ ମାନବ ବସତି ପ୍ରତିଷ୍ଠା କରାଯାଇପାରିବ। ଏହା ଏକ ପଥର ଦୁନିଆ, କିନ୍ତୁ ଜଳର ଏଠାରେ ଅପାର ସମ୍ଭାବନା ଦେଖାଉଛି। ତେଣୁ ଆଶା କରାଯାଏ ଯେ ମଣିଷ…
Read More...

ପ୍ୟାନ୍ ଆଧାର ସଂଯୋଗ ନହେଲେ ଜରିମାନା

ନୂଆଦିଲ୍ଲୀ : ସ୍ଥାୟୀ ଆକାଉଣ୍ଟ ନମ୍ବର (ପ୍ୟାନ) କୁ ଆଧାର ସହିତ ବାଧ୍ୟତାମୂଳକ ସଂଯୋଗ ଉପରେ ସରକାର ପୁଣିଥରେ ଚେତାବନୀ ଦେଇଛନ୍ତି ଯେ ଯଦି ପ୍ୟାନ ଆଧାର ୩୧ ମାର୍ଚ୍ଚ ୨୦୨୩ ସୁଦ୍ଧା ସଂଯୁକ୍ତ ନ ହୁଏ, ତେବେ କୌଣସି ଟିକସ ସୁବିଧା ମିଳିବ ନାହିଁ। ସେଣ୍ଟ୍ରାଲ ବୋର୍ଡ ଅଫ ଡାଇରେକ୍ଟ ଟ୍ୟାକ୍ସ…
Read More...

ବରମୁଣ୍ଡା ବସଷ୍ଟାଣ୍ଡରେ ବୋମା ମାଡ଼

ଭୁବନେଶ୍ୱର : ରାଜଧାନୀର ନୂଆ ବରମୁଣ୍ଡା ବସ୍‌ଷ୍ଟାଣ୍ଡରେ ବୋମାମାଡ ହୋଇଛି। ଖାଇବାକୁ ନେଇ ଝଗଡା ହେବାରୁ ଏକ ହୋଟେଲ କର୍ମଚାରୀଙ୍କ ଉପରକୁ ଏହି ବୋମାମାଡ ହୋଇଥିବା ଜଣାପଡିଛି। ଏହି ଘଟଣାରେ ୩ ଜଣ ଆହତ ହୋଇଛନ୍ତି। ସେମାନଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। େବୋମାମାଡ କରିଥିବା…
Read More...

ସରିଲା କୁମ୍ଭ ମେଳା, କମ୍ପୁଛି ଯାତ୍ରା ମଞ୍ଚ

ଭୁବନେଶ୍ୱର : ଗତ ୯ଦିନ ଧରି ଖଣ୍ଡଗିରି ପାହାଡ଼ରେ ଚାଲିଥିବା କୁମ୍ଭମେଳା ରବିବାର ଅଗ୍ନି ଉସତ୍ବ ସହ ଶେଷ ହୋଇଛି। ଅନନ୍ତ ଗୁମ୍ପା ସମ୍ମୁଖରେ ଚାଲିଥିତ୍ବା ମହାଯଜ୍ଞରେ ବିଳମ୍ବିତ ରାତିରେ ପୂର୍ଣ୍ଣାହୂତି ଦିଆଯାଇଥିଲା। ରବିବାର ହୋଇଥିବାରୁ ହଜାର ହଜାର ଶ୍ରଦ୍ଧାଳୁ ଖଣ୍ଡଗିରିରେ ପହଞ୍ଚତ୍ଥିଲେ।…
Read More...