banner
Breaking
Monthly Archives

January 2023

ବଢ଼ିବ ଶୀତ

ଭୁବନେଶ୍ୱର : ବଢିବ ଶୀତ। ଆଗାମୀ ୨ ଦିନ ପରେ ରାଜ୍ୟର ଅନେକ ସ୍ଥାନରେ ରାତି ତାପମାତ୍ରା ୩ ରୁ ୫ ଡ଼ିଗ୍ରୀ ତଳକୁ ଖସିବା ସହ ଶୀତର ପ୍ରକୋପ ବଢିବା ସମ୍ଭାବନା ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ମଙ୍ଗଳବାର ସୂଚନା ଦିଆଯାଇଛି। ଅନ୍ୟପଟେ,ମଙ୍ଗଳବାର ରାତି ଏବଂ ବୁଧବାର ସକାଳେ…
Read More...

ସ୍ବଭାବିକ ହେଲା ପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି

ଭୁବନେଶ୍ୱର,୩।୧(ବ୍ୟୁରୋ): ପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି ମଙ୍ଗଳବାର ସ୍ବଭାବିକ୍‌ ହୋଇଛି। ଜିଲାପାଳଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ବସିଥିଲା। ବୈଠକରେ ଆଲୋଚନା ପରେ ସେବାୟତ ନୀତିକାନ୍ତି ଆରମ୍ଭ କରିଛନ୍ତି। ବିଭିନ୍ନ ଦାବି ନେଇ ସେବାୟତ ନୂଆବର୍ଷରେ ଲିଙ୍ଗରାଜ ପ୍ରଭଙ୍କୁ ଉପବାସ ରଖିଥିଲେ।…
Read More...

ଆଇସିୟୁରେ ସାଂସଦ ପ୍ରତାପ ଷଡ଼ଙ୍ଗୀ

ବାଲେଶ୍ୱର : ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ। ତିନି ଦିନ ଥଣ୍ଡା, ଜ୍ବର ସହ ଅସୁସ୍ଥ ଅନୁଭବ କରିବା ପରେ ସେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଫକୀର ମୋହନ ମେଡିକାଲ କଲେଜରେ ଥିବା ଆଇସିୟୁରେ ପ୍ରତାପ ଷଡ଼ଙ୍ଗୀ ଚିକିତ୍ସାଧୀନ ରହିଛନ୍ତି। ଛାତିରେ ହଠାତ…
Read More...

ଆମ ଘର ପିଠା ଫାଷ୍ଟ୍‌ଫୁଡ ଠାରୁ ସ୍ୱାଦିଷ୍ଟ, ସଞ୍ଜିବନୀ ମହିଳା ମହାସଂଘର ପିଠା ଷ୍ଟଲ ଉଦଘାଟିତ

ଭୁବନେଶ୍ୱର,୨ା୧ ଭୁବନେଶ୍ୱର ମହାନଗର ନିଗମର ୧୨ ନମ୍ବର ଓ୍ବାର୍ଡ ଅନ୍ତର୍ଗତ ଜନତା ମଇଦାନ ନିକଟରେ ସଞ୍ଜିବନୀ ମହିଳା ମହାସଂଘ ପକ୍ଷରୁ ଏକ ପିଠା ଷ୍ଟଲ ଉଦଘାଟିତ ହୋଇଯାଇଛି । ଏହାକୁ ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ, ମେୟର ସୁଲୋଚନା ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦ୍‌ଘାଟନ କରିଛନ୍ତି…
Read More...

ଡମଣା ହାଟ ବସ୍ତିର ୧୭ ତମ ବାର୍ଷିକ ଉତ୍ସବ

ଭୁବନେଶ୍ୱର,୨ା୧ ଚନ୍ଦ୍ରଶେଖରପୁର ସ୍ଥିତ ଡମଣା ହାଟ ବସ୍ତିର ୧୭ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ ଯୋଗଦେଇ କହିଥିଲେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବୁବେଳେ ବସ୍ତି ବାସିନ୍ଦାଙ୍କ ଉନ୍ନତି ପାଇଁ…
Read More...

ଜାନୁଆରୀ ୩୧ରୁ ସଂସଦ ବଜେଟ ଅଧିବେଶନ

ନୂଆଦିଲ୍ଲୀ: ଜାନୁଆରୀ ୩୧ରୁ ସଂସଦର ବଜେଟ ଅଧିବେଶନ ଆରମ୍ଭ ହେବ। ବଜେଟ ଅଧିବେଶନ ଏପ୍ରିଲ ୬ ପର୍ଯ୍ୟନ୍ତ ଚାଲିବା ସମ୍ଭାବନା ରହିଛି। ଫେବୃଆରୀ ୧ରେ ଉପସ୍ଥାପିତ ହେବ କେନ୍ଦ୍ର ବଜେଟ। ରାଷ୍ଟ୍ରପତିଙ୍କ ଅଭିଭାଷଣରୁ ଆରମ୍ଭ ହେବ ବଜେଟ ଅଧିବେଶନ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସଂସଦର ଉଭୟ ଗୃହକୁ…
Read More...

ଉତ୍କଳ କେଶରୀ ଡ଼ ହରେକୃଷ୍ଣ ମହତାବଙ୍କ ଶ୍ରାଦ୍ଧ ଦିବସ ପାଳିତ

ଭୁବନେଶ୍ୱର: ଓଡ଼ିଶା ବିଧାନସଭା ପରିସରରେ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ, ଓଡ଼ିଶାର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ଉତ୍କଳ କେଶରୀ ଡ. ହରେକୃଷ୍ଣ ମହାତାବଙ୍କର ୩୬ତମ ଶ୍ରାଦ୍ଧ ଦିବସ ପାଳିତ ହୋଇଯାଇଛି।ଆଜି ପୂର୍ବାହ୍ନରେ ବିଧାନସଭା ପରିସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ…
Read More...

ଏହି ୬ଟି ଦେଶରୁ ଭାରତକୁ ଆସିଲେ କରୋନା ଟେଷ୍ଟ ବାଧ୍ୟତାମୂଳକ

ନୂଆଦିଲ୍ଲୀ: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଆଗୁଆ ପଦକ୍ଷେପ ନେଉଛନ୍ତି । ପୂର୍ବରୁ ଦେଶରେ ଟେଷ୍ଟିଂ ଓ ସଂକ୍ରମଣକୁ ନେଇ ବାରମ୍ବାର କେନ୍ଦ୍ର ସରକାରଙ୍କ ପକ୍ଷରୁ ସମୀକ୍ଷା କରାଯାଇଥିବା ବେଳେ ବର୍ତ୍ତମାନ ଗାଇଡଲାଇନ୍‌ ଜାରି କରାଯାଇଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ…
Read More...

୧୭ ତାରିଖ ପର୍ଯ୍ୟନ୍ତ ୟୁଜିସି ପରୀକ୍ଷା ପଞ୍ଜିକରଣ

ଭୁବନେଶ୍ୱର : ଜାତୀୟ ପରୀକ୍ଷଣ ସଂସ୍ଥାନ(ଏନଟିଏ) ଦ୍ବାରା ପରିଚାଳିତ ବିଶ୍ବବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି)-ନେଟ ଡିସେମ୍ବର- ୨୦୨୨ ସେସନ ପରୀକ୍ଷା ଫେବୃଆରୀ ୨୧ରୁ ଆରମ୍ଭ ହୋଇ ମାର୍ଚ୍ଚ ୧୦ ପର୍ଯ୍ୟନ୍ତ ଚାଲିବ। ଏ ସଂକ୍ରାନ୍ତରେ ଏନଟିଏ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ…
Read More...

କରୋନା ପାଇଁ ଆଗୁଆ ସତର୍କ ଯୋଗୀ , ମାଗିଲେ ୧୦ ଲକ୍ଷ ଡୋଜର ଟିକା

ଉତ୍ତରପ୍ରଦେଶ : କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଉତ୍ତରପ୍ରଦେଶରେ ଟିକାକରଣ କାର୍ଯ୍ୟକୁ ତ୍ୱରାନ୍ବିତ ପାଇଁ କାର୍ଯ୍ୟ କରାଯାଉଛି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସୋମବାର ରାଜ୍ୟରେ କୋଭିଡ ସ୍ଥିତିର ସମୀକ୍ଷା କରିଛନ୍ତି। ୟୁପି ସରକାର କେନ୍ଦ୍ର ସରକାରଙ୍କଠାରୁ ୧୦ ଲକ୍ଷ ଡୋଜ କୋଭିଡ ଟିକା…
Read More...