banner
Breaking

ସ୍ବଭାବିକ ହେଲା ପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି

0

ଭୁବନେଶ୍ୱର,୩।୧(ବ୍ୟୁରୋ): ପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି ମଙ୍ଗଳବାର ସ୍ବଭାବିକ୍‌ ହୋଇଛି। ଜିଲାପାଳଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ବସିଥିଲା। ବୈଠକରେ ଆଲୋଚନା ପରେ ସେବାୟତ ନୀତିକାନ୍ତି ଆରମ୍ଭ କରିଛନ୍ତି। ବିଭିନ୍ନ ଦାବି ନେଇ ସେବାୟତ ନୂଆବର୍ଷରେ ଲିଙ୍ଗରାଜ ପ୍ରଭଙ୍କୁ ଉପବାସ ରଖିଥିଲେ। ବୈଠକରେ ପୂଜାପଣ୍ଡା, ବ୍ରହ୍ମଣ ନିଯୋଗର କର୍ମକର୍ତ୍ତା ସାମିଲ ହୋଇ ସେମାନନଙ୍କ ଦାବି ଜଣାଇଥିଲେ। ଜିଲାପାଳ ଦାବିପୂରଣ ପାଇଁ ପ୍ରତିଶ୍ରୁତି ପରେ ନୀତିକାନ୍ତି ସ୍ବଭାବିକ୍‌ ହୋଇଛି।

Khansweb Solution Bhubaneswar

Leave A Reply

Your email address will not be published.