banner
Breaking
Yearly Archives

2022

୧୦୦ଟି ସ୍କୁଲକୁ ଉନ୍ନତିକରଣ କରାଯିବ

ଭୁବନେଶ୍ୱର : ରାଜ୍ୟରେ ଆସନ୍ତା ଶିକ୍ଷା ବର୍ଷରୁ ୧୦୦ଟି ହାଇସ୍କୁଲକୁ +୨କୁ ଉନ୍ନୀତ କରାଯିବ। ବିଶେଷ କରି ରାଜ୍ୟର ଯେଉଁ ସବୁ ବ୍ଲକରେ ଯୁକ୍ତ ଦୁଇ କଲେଜ୍‍ ନାହିଁ ସେହି ସବୁ ବ୍ଲକରେ ହାଇସ୍କୁଲ ଗୁଡ଼ିକୁ ଉନ୍ନୀତ କରାଯିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି। ସେ…
Read More...

ସୋମନାଥଙ୍କ ପୀଠରେ ଏକାଠିହେଲେ ସୋମନାଥପ୍ରେମୀ ଭକ୍ତ

ଭୁବନେଶ୍ୱର,ରାଜଧାନୀ ଉପକଣ୍ଠ ଢାଉଆ ଗ୍ରାମରେ ଅବସ୍ଥାପିତ ସୋମନାଥମନ୍ଦିର ପରିସରରେ ଶ୍ରାବଣମାସର ତୃତୀୟପାଳୀ ସୋମବାରରେ ଏକାଠି ହୋଇଥିଲେ ସୋମନାଥପ୍ରେମୀ ଭକ୍ତ । ଆଧ୍ୟାତ୍ମିକ ଅନୁଷ୍ଠାନ ବାବା ସୋମନାଥ ସେନାର ଆହ୍ୱାନ କ୍ରମେ ଭୁବନେଶ୍ୱର ଉତର ନିର୍ବାଚନମଣ୍ଡଳୀର ବହୁ ସୋମନାଥ ପ୍ରେମୀ ଭକ୍ତ…
Read More...

ମାଇଁ ମେଡିସିନ ପଲିକ୍ଲିନିକ ଉଦଘାଟିତ

ଭୁବନେଶ୍ୱରର ଲୁଇସ୍ ରୋଡ଼ ଠାରେ ମାଇଁ ମେଡିସିନ ପଲିକ୍ଲିନିକ ଉଦଘାଟିତ ହୋଇଯାଇଛି। ଏହାକୁ ଡଃ ଅମ୍ରିତ ଆନନ୍ଦ, ଡଃ ସତ୍ୟ ରଞ୍ଜନ ପାଣିଗ୍ରାହୀ, ଡଃ ସୂର୍ଯ୍ୟକାନ୍ତ ସ୍ବାଇଁ ପ୍ରମୁଖ ବିଶିଷ୍ଟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ। ମାଇଁ ମେଡିସିନ ପଲିକ୍ଲିନିକ ଅଭିଜ୍ଞ ଡାକ୍ତରମାନଙ୍କୁ ନେଇ…
Read More...

ଅଲ ଓଡ଼ିଶା ମିନିଟ୍ରକ ଆସୋସିଏସନ୍ ପକ୍ଷରୁ ରଷ୍ଟ୍ରପତିଙ୍କ ସ୍ୱାଗତ ଉତ୍ସବ

ଭୁବନେଶ୍ୱର, – ଓଡିଶା ଗଣତନ୍ତ୍ର ଇତିହାସରେ ଯୋଡି ହୋଇଛି ଆଉଏକ ନୂଆ ଫର୍ଦ୍ଦ । ଓଡିଶା ମାଟିର ସୁଯୋଗ୍ୟ ମହିଳା ଦ୍ରୌପଦୀ ମୁର୍ମୁ ରଷ୍ଟ୍ରପତି ନିର୍ବାଚନରେ ବହୁ ସଂଖ୍ୟକ ଭୋଟରେ ବିଜୟ ଲାଭ କରି ଭାରତର ପ୍ରଥମ ନାଗରିକ ହୋଇଛନ୍ତି । ଭାରତର ମହାମହିମ ରଷ୍ଟ୍ରପତି ଭାବେ ଓଡିଶାର ଗର୍ବ ଓ ଗୌରବ ତଥା…
Read More...

ନକଲି ମିନିଟ୍ରକ ଆସୋସିଏସନ୍ ନାମରେ ଲକ୍ଷ ଲକ୍ଷ ଲୁଟ

ଭୁବନେଶ୍ୱର, ରାଜ୍ୟରେ ସାଧାରଣ ଦ୍ରବ୍ୟ ପରିବହନ କ୍ଷେତ୍ରରେ ମିନିଟ୍ରକ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ସେ ଦୃଷ୍ଟିରୁ ଓଡିଶାରେ ବହୁ ମାତ୍ରାରେ ମିନିଟ୍ରକ ଚଳାଚଳ କରିଥାଏ । ପରିବହାନ କ୍ଷେତ୍ରରେ ଅନ୍ୟ ଯାନବାହାନ ତୁଳନାରେ ମିନିଟ୍ରକ ସଂଖ୍ୟା ବହୁ ଅଧିକ । ଯାତାୟାତ, ଲୋଡ…
Read More...

୨୩ ମଡେଲ ଇୟର ଡିସକଭରୀ ସ୍ପୋର୍ଟର ଡେଲିଭରୀ ଆରମ୍ଭ

ଜାଗୁଆର ଲ୍ୟାଣ୍ଡ ରୋଭର ଇଣ୍ଡିଆ, ଭାରତରେ ୨୦୨୩ ମଡେଲ ଇୟର ଡିସକଭରୀ ସ୍ପୋର୍ଟର ଡେଲିଭରୀ ଆରମ୍ଭ କରିବାକୁ ଘୋଷଣା କରିଛି । ଡିସକଭରୀ ସ୍ପୋର୍ଟ ରେ ୨.୦ ଲିଟର ଟର୍ବୋଚାର୍ଡ ପେଟ୍ରୋଲ, ୧୮୪ କିଲୋୱାଟ ପାୱାର ଏବଂ ୩୬୫ ଏନ୍‌ଏମ୍ ଟର୍କରେ ଉପଲବ୍ଧ । ସେହିପରି ଏହା ୨.୦ ଲିଟର ଟର୍ବୋଚାର୍ଡ ଡିଜେଲ…
Read More...

ପ୍ରିୟଦର୍ଶୀ ମିଶ୍ରଙ୍କ ବିଶ୍ୱ ପରିବେଶ ସମ୍ମିଳନୀ ଏବଂ (GRIT) ପୁରସ୍କାର ଉତ୍ସବରେ ଯୋଗଦାନ

ଭୁବନେଶ୍ୱର : ପୂର୍ବତନ ବିଧାୟକ ତଥା ହାଉସିଂ ବୋର୍ଡ ର ପ୍ରାକ୍ତନ ଅଧ୍ୟକ୍ଷ ପ୍ରିୟଦର୍ଶୀ ମିଶ୍ର ସିଂଘାପୁର ଠାରେ ଅନୁଷ୍ଠିତ ଦୁଇଦିନ ବ୍ୟାପୀ CROP STAGE ଆନୁକୂଲ୍ୟରେ ବିଶ୍ୱ ପରିବେଶ ସମ୍ମିଳନୀ ଏବଂ (GRIT) ପୁରସ୍କାର ପ୍ରଦାନ ଉତ୍ସବରେ ଯୋଗଦେଇଛନ୍ତି I ଜାତିସଂଘ ପରିବେଶ ପ୍ରତିନିଧି…
Read More...

ଜଣେ ଗରିବ ବି ହୋଇପାରିବ ଭାରତର ରାଷ୍ଟ୍ରପତି

ନୂଆଦିଲ୍ଲୀ,୨୫।୭ : ଦ୍ରୌପଦୀ ମୁର୍ମୁ ଦେଶର ୧୫ ତମ ରାଷ୍ଟ୍ରପତି ଭାବରେ ସୋମବାର ଶପଥ ଗ୍ରହଣ କରିଛନ୍ତି। ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଏନ.ଭି ରମନା ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ସଂସଦର ସେଣ୍ଟାଲ ହଲରେ ଆୟୋଜିତ ଏକ ସମାରୋହରେ ଦ୍ରୌପଦୀ ମୁର୍ମୁ ଦେଶର ପଥମ ନାଗରିକ…
Read More...

ପ୍ରଥମ ଆଦିବାସୀ ସର୍ବ କନିଷ୍ଠ ରାଷ୍ଟ୍ରପତି

ନୂଆଦିଲ୍ଲୀ/ଭୁବନେଶ୍ୱର,୨୫ା୭(ବ୍ୟୁରୋ): ସୋମବାର ଦେଶର ପଞ୍ଚଦଶ ରାଷ୍ଟ୍ରପତି ଭାବେ ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁ ଶପଥ ନେଇଛନ୍ତି। ପାର୍ଲାମେଣ୍ଟର ସେଣ୍ଟ୍ରାଲ ହଲ୍‌ରେ ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ଏନ୍‌.ଭି ରମନା ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ରାଷ୍ଟ୍ରପତି…
Read More...

ପଦ ଓ ଗୋପନୀୟତାର ଶପଥ ନେଲେ ଦ୍ରୌପଦୀ ମୁର୍ମୁ

ନୂଆଦିଲ୍ଲୀ,୨୫ ।୭: ଓଡ଼ିଆ ଆଦିବାସୀ ଝିଅ ଦ୍ରୌପଦୀ ମୁର୍ମୁ ଦେଶର ସର୍ବୋଚ୍ଚ ସାମ୍ବିଧାନକ ପଦ ରାଷ୍ଟ୍ରପତି ଆସନ ଅଳଙ୍କୃତ କରିଛନ୍ତି । ଦେଶର ୧୫ ତମ ରାଷ୍ଟ୍ରପତି ଭାବେ ସୋମବାର ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ଏନଭି ରମନା ରାଷ୍ଟ୍ରପତିଙ୍କୁ ପଦ ଓ ଗାପନୀୟତାର ଶପଥ ପାଠ କରାଇଛନ୍ତି ।…
Read More...