banner
Breaking
Monthly Archives

December 2022

ଅର୍ଚ୍ଚନା ନାଗ ମାମଲା, ଆସିଲା ଫରେନ୍ସିକ ରିପୋର୍ଟ

ଭୁବନେଶ୍ୱର: ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ମାମଲାରେ ଜବତ ଡିଜିଟାଲ୍ ଡିଭାଇସର ଫରେନ୍ସିକ ରିପୋର୍ଟ ଆସିଛି । ଆଜି ରାଜ୍ୟ ଅପରାଧି ବିଧି ବିଜ୍ଞାନ ପକ୍ଷରୁ ଜବତ ଡିଜିଟାଲ୍ ଡିଭାଇସର ଆନାଲିସିସ୍ ରିପୋର୍ଟ କପି କୋର୍ଟ ସହ ପୋଲିସକୁ ପ୍ରଦାନ କରାଯାଇଛି । ଅର୍ଚ୍ଚନାଙ୍କ ଘରୁ ଜବତ ହାର୍ଡଡିସ୍କର…
Read More...

ଗୋବିନ୍ଦ ସାହୁ ଆତ୍ମହତ୍ୟା ଘଟଣାର କ୍ରାଇମବ୍ରାଞ୍ଚ୍ ତଦନ୍ତ ନିର୍ଦ୍ଦେଶ

ଭୁବନେଶ୍ୱର : ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କ ମୃତ୍ୟୁ ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଲେ ପୋଲିସ ମହାନିର୍ଦ୍ଦେଶକ ସୁନୀଲ ବଂଶଲ। ଡିଏସ୍‌ପି ବିଜୟ ମଲ୍ଲିକଙ୍କ ନେତୃତ୍ୱରେ ୧୦ ଜଣିଆ କ୍ରାଇମବ୍ରାଞ୍ଚ ଟିମ୍‌ ଗଠନ କରାଯିବ। ଏହି…
Read More...

ମାଇକ୍ରୋ କମ୍ପୋଷ୍ଟ କର୍ମଚାରୀଙ୍କୁ ସାନିଟାରୀ କିଟ୍ ବଣ୍ଟନ

ଭୁବନେଶ୍ୱର : ଭୁବନେଶ୍ୱର ମହାନଗର ନିଗମର ୧୨ ନମ୍ବର ଓ୍ବାର୍ଡରେ ଥିବା ମାଇକ୍ରୋ କମ୍ପୋଷ୍ଟ ସେଣ୍ଟରରେ କାର୍ଯ୍ୟରତ କର୍ମଚାରୀଙ୍କୁ ସାନିଟାରୀ କିଟ୍ ବଣ୍ଟନ କରାଯାଇଛି । ପ୍ରୟାସ ସିଙ୍ଗଲ ଓ୍ବିଣ୍ଡୋ ଓ ସେଣ୍ଟର ଫର୍ ଆଡଭୋକେସୀ ଏବଂ ରିସର୍ଚ୍ଚ ସଂସ୍ଥାର ମିଳିତ ସହଯୋଗରେ ଅନୁଷ୍ଠିତ ଏହି…
Read More...

କେନ୍ଦ୍ରୀୟ ସଶସ୍ତ୍ର ପୁଲିସ ବାହିନୀ ଆସୋସିଏସନର ସମ୍ମିଳନୀ

ଭୁବନେଶ୍ୱର : କେନ୍ଦ୍ରୀୟ ସଶସ୍ତ୍ର ପୁଲିସ ବାହିନୀ ସେବା ନିବୃତ ଯବାନ ଓ୍ଵେଲଫେୟାର ଆସୋସିଏସନ ଓଡିଶା ଶାଖାର ତୃତୀୟ ବାର୍ଷିକ ସମ୍ମିଳନୀ ସିଆରପି ଗ୍ରୁପ୍ କେନ୍ଦ୍ରରେ ଅନୁଷ୍ଠିତ ହୋଇଯାଇଛି । ସେବା ନିବୃତ ଆଇଜି ଆର ଏନ ମିଶ୍ର ଏଥିରେ ଅଧ୍ୟକ୍ଷତା କରିଥିଲେ । ବିଗତ ବର୍ଷରେ ପରଲୋକ ଘଟିଥିବା…
Read More...

ସାପ୍ତାହିକ ସମ୍ବାଦପତ୍ର ପ୍ରତିଜ୍ଞାର ତ୍ରୟୋଦଶ ବାର୍ଷିକ ଉତ୍ସବ

ଭୁବନେଶ୍ୱର : ସାପ୍ତାହିକ ସମ୍ବାଦପତ୍ର ପ୍ରତିଜ୍ଞାର ତ୍ରୟୋଦଶ ବାର୍ଷିକ ଉତ୍ସବ ଭୁବନେଶ୍ୱରର ଗୀତ ଗୋବିନ୍ଦ ସଦନ ଠାରେ ଅନୁଷ୍ଠିତ ହୋଇଯାଇଛି । ତରୁଣ କୁମାର ନନ୍ଦଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ଉଦଘାଟକ ଭାବେ ରାଜ୍ୟ ସହକାରୀ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି ଯୋଗଦେଇ ଉଦଘାଟନ…
Read More...

ଆନ୍ତର୍ଜାତୀୟ ସଂଖ୍ୟାଲଘୁ ଅଧିକାର ଦିବସ ପାଳିତ

ଭୁବନେଶ୍ୱର,: ସଂଖ୍ୟାଲଘୁ ସେଲ୍ ପକ୍ଷରୁ ଆନ୍ତର୍ଜାତୀୟ ସଂଖ୍ୟାଲଘୁ ଅଧିକାର ଦିବସ ଭୁବନେଶ୍ୱରର ଗୀତ ଗୋବିନ୍ଦ ସଦନ ଠାରେ ପାଳିତ ହୋଇଯାଇଛି । ଓଡିଶା ସଂଖ୍ୟାଲଘୁ ସଂପ୍ରଦାୟ ତରଫରୁ ଆୟୋଜିତ ଓ ବିଜେଡି ଭୁବନେଶ୍ୱର ଜିଲ୍ଲା ଉପସଭାପତି ମୁଶାରଫ ଖାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ…
Read More...

ନୀଳାଦ୍ରି ବିହାରରେ ଡ୍ରୋନ୍ ଦ୍ୱାରା ମଶା ମରା ଅଭିଯାନ ଆରମ୍ଭ

ଭୁୁବନେଶ୍ୱର,- ରାଜଧାନୀରେ ଉତ୍ପାତ କରୁଛନ୍ତି ମଶା । ଦିନ କି ରାତି ବସାଇ ଉଠାଇ ଦେଉ ନାହାନ୍ତି । ଗୋଡେଇ ଗୋଡେଇ କାମୁଡୁ ଛନ୍ତି କିଛି ମାନୁ ନାହାଁନ୍ତି । ଅତିଷ୍ଟ ହୋଇ ପଡିଲେଣି ଲୋକ । ବାରମ୍ବାର ବିଏମସି ନିକଟରେ ଅଭିଯୋଗ କରି ଆସୁଛନ୍ତି । ବିଏମସି ପକ୍ଷରୁ ମଶା ମାରିବା ପାଇଁ ମଶା ଧୂଆଁ ଓ…
Read More...

ଏସ୍ ବି ଏଲ୍ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ

ଭୁବନେଶ୍ୱର, ଶୈଳଶ୍ରୀବିହାର ଠାରେ ଏସ୍ ବି ଏଲ୍ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି । ଏଥିରେ ୩୦ଟି ଦଳ ଭାଗ ନେଇଥିଲେ । ସେମାନଙ୍କୁ ଏ, ବି ଓ ସି ତିନୋଟି ଗ୍ରୁପ୍‌ରେ ବିଭକ୍ତ କରାଯାଇଥିଲା । ତିନି ଦିନରେ ମୋଟ ୩୬ଟି ମ୍ୟାଚ ଖେଳା ଯାଇଥିଲା । ଫାଇନାଲ୍ ମ୍ୟାଚରେ ବି କୁ ହରାଇ…
Read More...

ବ୍ଲୋସମ୍ ସ୍କୁଲର ୩୯ତମ ବାର୍ଷିକ ଉତ୍ସବ ସ୍ୱାବଲମ୍ବନ ଅନୁଷ୍ଠିତ

ଭୁବନେଶ୍ୱର : ବ୍ଲୋସମ୍ ସ୍କୁଲର ୩୯ ତମ ପ୍ରତିଷ୍ଠା ଦିବସ ଓ ବାର୍ଷିକ ଉତ୍ସବ ସ୍ୱାବଲମ୍ବନ ଭରତପୁର ସ୍ଥିତ ବିଦ୍ୟାଳୟ ପରିସରରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଓଡିଶା ଆଦର୍ଶ ବିଦ୍ୟାଳୟ ସଂଗଠନର ନିର୍ଦ୍ଦେଶକ ସଂଗ୍ରାମ କେଶରୀ ମହାପାତ୍ର ଯୋଗଦେଇ ବର୍ତ୍ତମାନର…
Read More...

ଅଧିକାର ସାବ୍ୟସ୍ତ ପାଇଁ ମାନବ ଅଧିକାର ସମ୍ବନ୍ଧୀୟ ଜ୍ଞାନ ନିହାତି ଆବଶ୍ୟକ

ଭୁବନେଶ୍ୱର, : ସିଟିଜେନସ୍ ହ୍ୟୁମାନ ରାଇଟସ୍ କ୍ଲିନକ ପକ୍ଷରୁ ବିଶ୍ୱ ମନବାଧିକାର ଦିବସ ଜୟଦେବ ବିହାର ସ୍ଥିତ ଗୁରୁ କେଳୁଚରଣ ମହାପାତ୍ର ଗବେଷଣା କେନ୍ଦ୍ର ଠାରେ ପାଳିତ ହୋଇଯାଇଛି । ଅନୁଷ୍ଠାନର ପ୍ରତିଷ୍ଠାତା ତଥା ସଭାପତି ଗୋପବନ୍ଧୁ ମଲ୍ଲିକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ…
Read More...