banner
Breaking
Monthly Archives

November 2022

ଉତ୍କଳ କନିକା ଗ୍ୟାଲେରିଆ ମଲ୍‌, ଜାଗମରା ଓ ନୀଳାଦ୍ରି ବିହାରରେ ଖୋଲିଲା ଇଣ୍ଡଲଜ୍ ସାଲୁନ୍‌

ଭୁବନେଶ୍ୱର : ଭୁବନେଶ୍ୱରରେ ଇଣ୍ଡଲଜ୍‌ର ୩ଟି ନୂତନ ସାଲୁନ୍ ଖୋଲାଯାଇଛି । ଉତ୍କଳ କନିକା ଗ୍ୟାଲେରିଆ ମଲ୍‌, ନିଳାଦ୍ରି ବିହାର ଏବଂ ଜାଗମରାରେ ଥିବା ସେଲୁନ୍ ଗୁଡ଼ିକୁ ବଲିଉଡ଼୍ ଅଭିନେତା ଅଫତାବ୍ ଶିବଦାସାନି ଏବଂ ଇଣ୍ଡଲଜ୍ ପ୍ରତିଷ୍ଠାତା ସୁକିର୍ତ୍ତୀ ପଟ୍ଟନାୟକ ଯୋଗଦେଇ ଉଦ୍‌ଘାଟନ କରିଛନ୍ତି ।…
Read More...

ଏମ୍ସ ଭୁବନେଶ୍ୱର ପକ୍ଷରୁ ୱାକାଥନ୍ ମାଧ୍ୟମରେ ମଧୁମେହ ଚିକିତ୍ସା ସଚେତନତା

ଭୁବନେଶ୍ୱର, : ମଧୁମେହ ନିୟନ୍ତ୍ରଣ ତଥା ମଧୁମେହ ସମ୍ବନ୍ଧୀୟ ଜଟିଳତାକୁ ରୋକିବା ପାଇଁ ଉପଯୁକ୍ତ ଚିକିତ୍ସା, ପୁଷ୍ଟିକର ଖାଦ୍ୟ, ନିୟମିତ ବ୍ୟାୟାମ, ଇନସୁଲିନର ସଠିକ୍ ପ୍ରୟୋଗ ଏବଂ କ୍ରମାଗତ ଗ୍ଲୁକୋଜ ମନିଟରିଂ (ସିଜି ଏମ୍) ର ବ୍ୟବହାର ହେଉଛି ପ୍ରମୁଖ ମାଧ୍ୟମ। ଆଜି ଏମ୍ସ ଭୁବନେଶ୍ୱର ପକ୍ଷରୁ…
Read More...

କିଟ୍‍ର ରୌପ୍ୟ ଜୟନ୍ତୀ ଉଦ୍‍ଘାଟିତ

ଭୁବନେଶ୍ୱର, : କଳିଙ୍ଗ ଇନ୍‍ଷ୍ଟିଚ୍ୟୁଟ୍‍ ଅଫ୍‍ ଇଣ୍ଡଷ୍ଟ୍ରିଆଲ୍‍ ଟେକ୍ନୋଲୋଜିର ୨୫ବର୍ଷ ପୂର୍ତ୍ତି ଅବସରରେ ରୌପ୍ୟ ଜୟନ୍ତୀ ସମାରୋହ (ସଏଲ୍‍ ଟୁ ସିଲ୍‍ଭର) ବୁଧବାର ଉଦ୍‍ଘାଟିତ ହୋଇଯାଇଛି । କିଟ୍‍ ପ୍ରତିଷ୍ଠାର ୨୫ବର୍ଷ ପୂର୍ତ୍ତି ଉପଲକ୍ଷେ ଚଳିତବର୍ଷ କିଟ୍‍ ତାର ରୌପ୍ୟ ଜୟନ୍ତୀ ପାଳନ…
Read More...

ନୀଳାଦ୍ରି ବିହାର ଶିଶୁ ମନ୍ଦିରରେ ଶିଶୁ ଦିବସ ପାଳିତ

ଭୁବନେଶ୍ୱର : ନୀଳାଦ୍ରି ବିହାର ସେକ୍ଟର ତିନି ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଶିଶୁ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ବିଦ୍ୟାଳୟର ପ୍ରତିଷ୍ଠାତା ଦୀନବନ୍ଧୁ ସିଂହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଦୂରଦର୍ଶନ କେନ୍ଦ୍ରର ପୂର୍ବତନ ନିର୍ଦ୍ଦେଶକ…
Read More...

ବଳରାମ ତରାଇଙ୍କୁ ସାହିତ୍ୟରତ୍ନ ସମ୍ମାନ

ଭୁବନେଶ୍ୱର ; ବ୍ୟାସକବି ସାହିତ୍ୟ ସଂସଦ ଆନୁକୂଲ୍ୟରେ ଘଡାଇ ଆବାସିକ ବିଜ୍ଞାନ ମହାବିଦ୍ୟାଳୟ ପରିସରରେ ସାରସତ୍ୱ ଯୁବ ମହୋତ୍ସବ, ଶିଶୁ ପତ୍ରିକା ବ୍ୟାସକଳିକା, ଯୁବ କବି ଯତିନ୍ଦ୍ର ସ୍ୱାଇଁଙ୍କ କବିତା ସଙ୍କଳନ ବିଶ୍ୱବିଜୟିନୀ ଲୋକାର୍ପଣ, ସମ୍ବର୍ଦ୍ଧନା ସଭା ଓ ସାଂସ୍କୃତିକ କାର୍ଯ୍ୟକ୍ରମ…
Read More...

ଭୁବନେଶ୍ୱର ବାଲିଯାତ୍ରାରେ ମାଗଣାରେ ମିଳୁଛି ବିଭିନ୍ନ ବସ୍ତ୍ର

ଭୁବନେଶ୍ୱର : ଭୁନନେଶ୍ୱର ବାଲିଯାତ୍ରାରେ ଏକ ଷ୍ଟଲ ଲାଗିଛି ଯେଉଁ ଠାରେ ଶିଶୁ ମାନଙ୍କ ଠାରୁ ଆରମ୍ଭ କରି ବୟସ୍କଙ୍କ ପର୍ଯ୍ୟନ୍ତ ବିଭିନ୍ନ ପ୍ରକାର ନୂତନ ଓ ପୂରାତନ ପୋଷାକ ଓ ଶାଢି ମାଗଣାରେ ମିଳୁଛି । ଷ୍ଟଲ ଟିରେ ଲେଖା ଯାଇଛି ବଳକା ଥିଲେ ଦେଇ ଯାଆନ୍ତୁ, ଆବଶ୍ୟକ ଥିଲେ ନେଇ ଯାଆନ୍ତୁ । ପସଖା…
Read More...

ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ବିଂଶତମ ଖେଳକୁଦ ସମାରୋହ

ଭୁବନେଶ୍ୱର : ଆଦିମାତା କଲୋନୀ ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ବିଂଶତମ ଖେଳକୁଦ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଏହାକୁ ଇଏସ୍‌ଆଇସିର ଯୁବ ନିର୍ଦ୍ଦେଶକ ଡଃ ଦିଲ୍ଲୀପ ସାହୁ ବିଶିଷ୍ଟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଛନ୍ତି । ମୁଖ୍ୟ ଅତିଥି ଭାବେ ବୈଜ୍ଞାନିକ ପ୍ରମୋଦ କୁମାର ପଣ୍ଡା…
Read More...

ଇଂଲଣ୍ଡ ପାକିସ୍ତାନକୁ ହରାଇ ଚମ୍ପିଅନ୍

ମେଲବୋର୍ନ,୧୨।୧୧: ଇଂଲଣ୍ଡ ଟି-୨୦ ବିଶ୍ୱକପ ୨୦୨୨ ଚାମ୍ପିଅନ୍‌ ହୋଇଛି। ମେଲବୋର୍ନରେ ଚାଲିଥିବା ଫାଇନାଲ ମ୍ୟାଚରେ ବେନ ଷ୍ଟୋକ୍ସ ଏବଂ ମୋଇନ ଅଲିଙ୍କ ଚମତ୍କାର ଇନିଂସ ଆଧାରରେ ପାକିସ୍ତାନକୁ ୫ ଉଇକେଟ୍‌ରେ ପରାସ୍ତ କରିଛି ଇଂଲଣ୍ଡ। ଏହା ହେଉଛି ଇଂଲଣ୍ଡର ଦ୍ୱିତୀୟ ଟି -୨୦ ବିଶ୍ୱକପ ଟାଇଟେଲ।…
Read More...

ଜାଗୁଆର ଲ୍ୟାଣ୍ଡ ରୋଭର ପକ୍ଷରୁ ୧୪ ରୁ ୧୯ ନଭେମ୍ବର ୨୦୨୨ ପର୍ଯ୍ୟନ୍ତ ଆନୁଆଲ ହଲିଡେ ସର୍ଭିସ କ୍ୟାମ୍ପ୍ ଘୋଷଣା

ଭୁବନେଶ୍ୱର: ଜାଗୁଆର ଲ୍ୟାଣ୍ଡ ରୋଭର ଇଣ୍ଡିଆ ପକ୍ଷରୁ ଏହାର ଆନୁଆଲ ହଲିଡେ ସର୍ଭିସ କ୍ୟାମ୍ପ ସମ୍ପର୍କରେ ଘୋଷଣା କରାଯାଇଛି । ଗ୍ରାହକଙ୍କ ପାଇଁ, ୧୪ ରୁ ୧୯ ନଭେମ୍ବର ୨୦୨୨ ପର୍ଯ୍ୟନ୍ତ ଭାରତର ସମସ୍ତ ପ୍ରାଧିକୃତ ରିଟେଲରଙ୍କ ନିକଟରେ ଏହା ଉପଲବ୍ଧ ହେବ । ଏହି ଶିବିରରେ ଗ୍ରାହକମାନେ…
Read More...

ଏମ୍ସ ଭୁବନେଶ୍ୱରରେ ତ୍ରିଦିବସୀୟ ତୃତୀୟ ଆଇଏପିଏସଏମ ଜାତୀୟ ଯୁବ ସମ୍ମିଳନୀ ଉଦଯାପିତ

ଭୁବନେଶ୍ୱର, : ଏମ୍ସ ଭୁବନେଶ୍ୱରରେ ତ୍ରିଦିବସୀୟ ତୃତୀୟ ଆଇଏପିଏସଏମ ଜାତୀୟ ଯୁବ ସମ୍ମିଳନୀ ଉଦଯାପିତ ହୋଯାଇଛି। ଏମ୍ସ ଭୁବନେଶ୍ୱର କମ୍ୟୁନିଟି ମେଡିସିନ୍ ଏବଂ ଫ୍ୟାମିଲି ମେଡିସିନ୍ ବିଭାଗ ପକ୍ଷରୁ ଚଳିତ ମାସ ୧୦ ରୁ ଆରମ୍ଭ ହୋଇଥିବା ଏହି ତିନିଦିନିଆ କାର୍ଯ୍ୟକ୍ରମ ଆଜି ସମାପ୍ତ ହୋଇଛି। ଏହି…
Read More...