banner
Breaking
Monthly Archives

January 2022

ବସ ଦୁର୍ଘଟଣାରେ ମୃତକଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ୨ ଲକ୍ଷ ଟଙ୍କା ଘୋଷଣା

ଭୁବନେଶ୍ୱର,୨୨ା୧(ବ୍ୟୁରୋ): ସୋର ବସ୍‌ ଦୁର୍ଘଟଣାରେ ମୃତକଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨ ଲକ୍ଷ ଟଙ୍କାର ଅନୁକମ୍ପା ରାଶି  ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିମାନଙ୍କ ପାଇଁ ଗଭୀର ଶୋକ ପ୍ରକାଶ କରିଛନ୍ତି।…
Read More...

ଟିକା ନେବା ପାଇଁ ବଦଳିଲା ନିୟମ

ନୂଆଦିଲ୍ଲୀ, ୨୨।୧ : ଏବେ ଟିକା ନେବା ନେଇ କେନ୍ଦ୍ର ସରକାର ନିୟମରେ ପରିବର୍ତ୍ତନ କରିଛନ୍ତି। କରୋନାରେ ଆକ୍ରାନ୍ତ ହୋଇଥିବା ଲୋକଙ୍କର ରିପୋର୍ଟ ନେଗେଟିଭ୍‌ ଆସିବାର ୩ ମାସ ପରେ ଏଣିକି ଟିକା ଦିଆଯିବ। ଏହି ନିୟମ ପ୍ରଥମ, ଦ୍ୱିତୀୟ ଡୋଜ୍‌ ସହିତ ବୁଷ୍ଟର ପାଇଁ ମଧ୍ୟ ଲାଗୁ ହେବ ବୋଲି କେନ୍ଦ୍ର…
Read More...

୧୭ ନମ୍ବର ଜୋନ୍ ପାଇଁ କ°ଗ୍ରେରୁ ପ୍ରାର୍ଥୀ ହେଲେ ଅଜୟ କୁମାର ବାୟୀ

କେନ୍ଦ୍ରାପଡା,୨୨/୧(ଓଡ଼ିଆ ନ୍ୟୁଜ) କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ୧୭ ନମ୍ବର ଜୋନ୍ ଜିଲ୍ଲା ପରିଷଦ ପାଇଁ କ°ଗ୍ରେସ ପକ୍ଷରୁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ଅଜୟ କୁମାର ବାୟୀ। ଚନ୍ଦନନଗର ପଞ୍ଚାୟତ ଅନ୍ତର୍ଗତ ଗୋପ୍ତିରା ଗ୍ରାମରେ ବାସ କରୁଥିବା ଶ୍ରୀଯୁକ୍ତ ବାୟୀ…
Read More...

୧୧ ଓଏଏସଙ୍କୁ ମିଳିଲା ଆଇଏଏସ ପଦୋନ୍ନତି

ଭୁବନେଶ୍ୱର,୨୧।୧(ବ୍ୟୁରୋ): ଓଡ଼ିଶା ପ୍ରଶାସନିକ ସେବାର ୧୧ଜଣ ବରିଷ୍ଠ ଅଧିକାରୀଙ୍କୁ ଶୁକ୍ରବାର କେନ୍ଦ୍ର ସରକାର ଆଇଏଏସ୍‌ ପଦବୀକୁ ପଦୋନ୍ନତି ଦେଇଛନ୍ତି। ଏନେଇ କେନ୍ଦ୍ର କାର୍ମିକ ମନ୍ତ୍ରଣାଳୟ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ଜାରି ହେବା ସହ ଏହି ଅଧିକାରୀମାନଙ୍କୁ ୨୦୨୦ ସିଲେକ୍ଟ ଲିଷ୍ଟରେ…
Read More...

ରାଜଧାନୀ କରୋନା ହଟସ୍ପଟ, କିନ୍ତୁ ପ୍ରଶାସନ ଢିଲା

ଭୁବନେଶ୍ୱର, ୨୨।୧ (ବ୍ୟୁରୋ): କଟକଣା କଡ଼ା, ହେଲେ କାର୍ଯ୍ୟକାରୀ ଶୂନ। ପୋଲିସ, ପ୍ରଶାସନଠାରୁ ସାଧାରଣ ଜନତା ସମସ୍ତେ ଢିଲା। ଯେଉଁଥିପାଇଁ ସଂକ୍ରମଣ ଓ ସକ୍ରିୟ ଆକ୍ରାନ୍ତ ସଂଖ୍ୟାରେ ଦେଶର ୧୦ ରାଜ୍ୟ ମଧ୍ୟରେ ଓଡ଼ିଶା ରହିଛି। ତେବେ ରାଜଧାନୀ ଭୁବନେଶ୍ୱର ପାଇଁ ରାଜ୍ୟର ସ୍ଥିତି ବିଗିଡିବାରେ…
Read More...

୨୦ ମହଲାରେ ଲାଗିଲା ନିଆଁ

ମୁମ୍ବାଇ,୨୨।୧: ମୁମ୍ବାଇର ଟାର୍ଡେଓ ଅଞ୍ଚଳ ଗୋୱାଲିଆ ଟ୍ୟାଙ୍କର ଗାନ୍ଧୀ ହସ୍ପିଟାଲ ସମ୍ମୁଖରେ ଥିବା ଏକ ୨୦ ମହଲା କୋଠାରେ ଶନିବାର ଏକ ବଡ଼ଧରଣର ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨୦ଜଣ ଆହତ ହୋଇଥିବା ଜଣାପଡିଛି। ସେମାନଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା…
Read More...

ଆଜି ପ୍ରାର୍ଥୀପତ୍ର ଜାଞ୍ଚ ହେବ

ଭୁବନେଶ୍ୱର,୨୨।୧(ବ୍ୟୁରୋ): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ନାମାଙ୍କନ ଦାଖଲ ପ୍ରକ୍ରିୟା ସରିଯାଇଛି। ନାମାଙ୍କନ ଦାଖଲ ପରେ ଶନିବାର ପ୍ରାର୍ଥୀପତ୍ର ଯାଞ୍ଚ କରାଯିବ । ଆସନ୍ତାକାଲିଠାରୁ ୨୫ ତାରିଖ ପର୍ଯ୍ୟନ୍ତ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ସୁଯୋଗ ରହିଛି । ସେହିଦିନ ହିଁ ଚୂଡାନ୍ତ…
Read More...

ରାଜ୍ୟରେ ଆଜି ୮,୮୪୫ ପଜିଟିଭ ଚିହ୍ନଟ

ଭୁବନେଶ୍ୱର,୨୨।୧(ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ ଟିକେ କମିଛି। ରାଜ୍ୟରୁ ଗତ ୨୪ ଘଣ୍ଟା ମଧ୍ୟରେ ୮,୮୪୫ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେଥି ମଧ୍ୟରୁ ୯୨୭ ଜଣ ପିଲା ଅଛନ୍ତି। କ୍ୱାରାଣ୍ଟାଇନ୍‌ରୁ ୫,୧୨୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୩,୭୧୭ ଲୋକାଲ କେସ ରହିଛି। ଏ ନେଇ…
Read More...

ଆଜି ଆପଣଙ୍କ ଦିନ କେମିତି କଟିବ ଜାଣନ୍ତୁ

ମେଷ:-ତର୍କବିତର୍କ କାରଣରୁ ସହକର୍ମୀ କିମ୍ବା ଅଧସ୍ତନ କର୍ମଚାରୀଙ୍କ ସହ ସମ୍ପର୍କ ଭଲ ରହିବ ନାହିଁ। କିନ୍ତୁ ବନ୍ଧୁଙ୍କ କାମରେ ଠିକ୍‌ ପରାମର୍ଶ ଦେଇ ଅନ୍ୟମାନଙ୍କ ପ୍ରଶଂସାର ପାତ୍ର ହେବେ। ବାଧ୍ୟବାଧକତାରେ ଅନ୍ୟଦ୍ୱାରା ପ୍ରେରିତ ହୋଇ ଦୂରସ୍ଥାନକୁ ଯାତ୍ରା କରିବାକୁ ପଡ଼ିପାରେ। ବନ୍ଧୁଙ୍କ…
Read More...

ଦ୍ବିତୀୟ ମ୍ୟାଚ ହାରିଲା ଭାରତ

ପାର୍ଲ,୨୧/୧ : ଦ୍ବିତୀୟ ଦିନିକିଆରେ ଦକ୍ଷିଣ ଆଫ୍ରିକାଠାରୁ ୭ ୱିକେଟରେ ହାରିଲା ଭାରତ। ୩ ମ୍ୟାଚ ବିଶିଷ୍ଟ ସିରିଜରେ ଭାରତକୁ ହରାଇ ଦକ୍ଷିଣ ଆଫ୍ରିକା ୨-୦ରେ ସିରିଜ ଆଗୁଆ ରହିଛି। ଭାରତ ପକ୍ଷରୁ ବିଜୟ ପାଇଁ ୨୮୮ ରନ ରଖାଯାଇଥିବାବେଳେ ଦକ୍ଷିଣ ଆଫ୍ରିକା ୪୮.୧ ଓଭରରେ ମାତ୍ର ୩ ଓ୍ବିକେଟ ହରାଇ…
Read More...