banner
Breaking
Monthly Archives

January 2022

ମକର ଓ ପୋଙ୍ଗଲ ପାଇଁ କଟକଣା ଜାରି

ଭୁବନେଶ୍ୱର,୧୧।୧(ବ୍ୟୁରୋ): ରାଜ୍ୟରେ ମକର ସଂକ୍ରାନ୍ତି ଓ ପୋଙ୍ଗଲ୍‌ ପାଳନ ଉପରେ ଲାଗିଲା କଟକଣା। ରାଜ୍ୟରେ ବଢ଼ୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ମଙ୍ଗଳବାର ଏଭଳି ନିଷ୍ପତ୍ତି ନେଇଛନ୍ତି। ସାଧାରଣତଃ ଏହି ଅବସରରେ ଶ୍ରଦ୍ଧାଳୁମାନେ ନଦୀ, ପୁଷ୍କରିଣୀ ଆଦି ନିକଟରେ…
Read More...

ମିହିର ଦାସଙ୍କ ପରଲୋକ, ଶୋକ ଜଣାଇଲେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୧।୧(ବ୍ୟୁରୋ): ବରିଷ୍ଠ ଓଲିଉଡ୍‌ ଅଭିନେତା ମିହିର ଦାସ ଆଉ ନାହାନ୍ତି। ଚିକିତ୍ସାଧୀନ ଅବସ୍ଥାରେ କଟକର ଏକ ଘରୋଇ ଡାକ୍ତରଖାନାରେ ମଙ୍ଗଳବାର ଅପରାହ୍ନରେ ତାଙ୍କର ପରଲୋକ ହୋଇଯାଇଛି। ଏହି ଖବର ଜଣାପଡ଼ିବା ପରେ ବହୁ ବିଶିଷ୍ଟ ଲୋକ ଶୋକ ପ୍ରକାଶ କରିଛନ୍ତି। ଓଡ଼ିଶା ରାଜ୍ୟପାଳ…
Read More...

ହାଇକୋର୍ଟ ଗଲେ ସୁମିତ

କଟକ ,୧୧।୧: ବ୍ରହ୍ମପୁର ବ୍ରହ୍ମାନଗରର ବହୁଚର୍ଚ୍ଚିତ ତପସ୍ବିନୀ ଦାଶ-ସୁମିତ ସାହୁଙ୍କ ପାରିବାରିକ ବିବାଦ ମାମଲା ଦିନକୁ ଦିନ ନୂଆ ମୋଡ ନେଉଛି। ଗତ ୪ ତାରିଖରେ ଛତ୍ରପୁର ଜିଲା କୋର୍ଟ ଦେଇଥିବା ନିର୍ଦ୍ଦେଶନାମାକୁ ନେଇ ଏବେ ହାଇକୋର୍ଟରେ ରିଭ୍ୟୁ ପିଟିସନ ଦାଖଲ କରିଛନ୍ତି ସୁମିତ। ତପସ୍ବିନୀ…
Read More...

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ତାରିଖ ଘୋଷଣା

ଭୁବନେଶ୍ୱର,୧୧।୧(ବ୍ୟୁରୋ) : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇଛି। ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢୀ ନିର୍ବାଚନର କାର୍ଯ୍ୟସୂଚୀ ଘୋଷଣା କରିଛନ୍ତି । ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନଙ୍କ ଘୋଷଣା ଅନୁସାରେ, ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ…
Read More...

ନିର୍ବାଚନ ମଇଦାନରେ ଫାଇନାଲ ମ୍ୟାଚ

ନୂଆଦିଲ୍ଲୀ, ୧୦।୧ : ଦେଶରେ ୫ଟି ରାଜ୍ୟରେ ବିିଧାନସଭା ନିର୍ବାଚନ ହୋବକୁ ଯାଉଛି। ୨୦୨୪ ଲୋକ ସଭା ନିର୍ବାଚନ ପୂର୍ବରୁ ଏହାକୁ ସେମିଫାଇନାଲ୍‌ ଭାବେ ରାଜନୈତିକ ସମୀକ୍ଷକ ବିଚାର କରୁଛନ୍ତି। ଦେଶର ମୋଟ ଜନସଂଖ୍ୟାର ପ୍ରାୟ ୨୫ ପ୍ରତିଶତ ଏହି ପାଞ୍ଚଟି ରାଜ୍ୟରେ ବାସ କରନ୍ତି। ଏପରି ପରିସ୍ଥିତିରେ,…
Read More...

ବନ୍ଦ ହେଲା ସ୍କୁଲ କଲେଜ

ଭୁବନେଶ୍ୱର,୧୦ା୧(ବ୍ୟୁରୋ): ସୋମବାରଠାରୁ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିବ। କଲେଜ, ବିଶ୍ୱବିଦ୍ୟାଳୟ ବନ୍ଦ ରହିବ। କରୋନା ସଂକ୍ରମଣ ବଢୁଥିବାରୁ ଏହାକୁ ଦୃଷ୍ଟିରେ ରଖି ଏପରି ନିଷ୍ପତ୍ତି ନେଇଛନ୍ତି ସରକାର। କ୍ଲାସରୁମ ପାଠପଢ଼ା ସହ ହଷ୍ଟେଲଗୁଡ଼ିକ ମଧ୍ୟ ବନ୍ଦ କରାଯାଇଛି। ଗତ ୭…
Read More...

ପାଠପଢା ପାଇଁ ବାଧକ ସାଜିଛି ଟେଲିଫୋନ ପ୍ୟାକ

ଭୁବନେଶ୍ୱର,୧୦ା୧(ବ୍ୟୁରୋ): ରାଜ୍ୟରେ କୋଭିଡ୍‌ର ନୂଆ ଭାରିଆଣ୍ଟ ଓମିକ୍ରନ୍‌ ଯୋଗୁ ତୃତୀୟ ଲହର ଆଶଙ୍କା ସୃଷ୍ଟି ହୋଇଛି। ରାଜ୍ୟରେ ସ୍କୁଲ, କଲେଜ, ବିଶ୍ୱବିଦ୍ୟାଳୟ ବନ୍ଦ କରାଯାଇଛି। ଅଫ୍‌ଲାଇନ କ୍ଲାସ୍‌ ବଦଳରେ ଅନ୍‌ଲାଇନ କ୍ଲାସ୍‌ କରିବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି। ସ୍କୁଲ…
Read More...

ଆରମ୍ଭ ହେଲା କରୋନା ବୁଷ୍ଟର ଡୋଜ୍ ଟିକା

ଭୁବନେଶ୍ୱର,୧୦।୧(ବ୍ୟୁରୋ): ଓଡ଼ିଶା ସମେତ ସାରା ଦେଶରେ କରୋନା ସ୍ଥିତି ଧୀରେ ଧୀରେ ବିଗିଡ଼ିବାରେ ଲାଗିଛି। ସରକାର ଟିକାକରଣ ସମେତ ଟ୍ରାକିଂ, ଟ୍ରେସିଂ ଓ ଟେଷ୍ଟିଂକୁ ଗୁରୁତ୍ୱ ଦେଉଥିଲେ ମଧ୍ୟ ସଂକ୍ରମଣ ରୋକିବାର ନାଁ ଧରୁନି। ଏପରିକି ଡବଲ୍‌ ଡୋଜ୍‌ ଟିକା ନେବା ପରେ ବି ଲୋକେ କରୋନାରେ…
Read More...

ଏମ୍‌କେସିଏ କ୍ୟାରମ୍‌: ଗୌତମ ଏକକ, ଦାଦୁ-ବାପି ଯୁଗଳ ବିଜେତା

ଭୁବନେଶ୍ବର, ୯ା୧: ମା' କାଳିଆଶନୀ କ୍ୟାରମ୍ ସଂଘ (ଏମ୍‌କେସିଏ) ଆନୁକୂଲ୍ୟରେ ଆୟୋଜିତ ଏମ୍‌କେସିଏ ନିଖିଳ ଓଡ଼ିଶା କ୍ୟାରମ୍ ପ୍ରତିଯୋଗିତା ରବିବାର ଉଦଯାପିତ ହୋଇଛି। ଏହି ତିନି ଦିନିଆ ପ୍ରତିଯୋଗିତାର ଏକକବର୍ଗରେ କଣାସର ଗୌତମପ୍ରସାଦ ଭୋଳ ବିଜେତା ହୋଇଥିଲା ବେଳେ ଗଙ୍ଗା ଯମୁନା ପୁରୁଣା…
Read More...

ଶିକ୍ଷା ପାଇଁ ନିଳିମା ବନ୍ଦୋପାଧ୍ୟୟଙ୍କୁ ଜାତୀୟ ସ୍ତରରେ ଦୁଇ ସମ୍ମାନ

ଭୁବନେଶ୍ୱର,୯/୧(ଓଡ଼ିଆ ନ୍ୟୁଜ): ଆଜିର ସାମ୍ବାଦିକ ସମ୍ମିଳନୀରେ ୱାରଣ୍ଡଲ୍ୟାଣ୍ଡ ଏଜୁକେଶନାଲ ଆଣ୍ଡ ଚାରିଟେବୁଲ ଟ୍ରଷ୍ଟର ଅଧ୍ୟକ୍ଷା ଶ୍ରୀମତୀ ନିଳିମା ବନ୍ଦୋପଧ୍ୟାୟ ନିଜର ୨୦ବର୍ଷ ତଳର ସଂଘର୍ଷକୁ ପ୍ରକାଶ କରିଛନ୍ତି । ଶ୍ରୀମତୀ ବନ୍ଦୋପଧାୟ ୨୦ ବର୍ଷରୁ ଉର୍ଦ୍ଧ୍ବ ଓଡ଼ିଶାର ବିଭିନ୍ନ ସ୍ଥାନରେ…
Read More...