banner
Breaking
Yearly Archives

2021

କାର୍ଯ୍ୟକାରୀ ହେଉନି ସରକାରୀ ନିୟମ। ବାର୍ଦ୍ଧକ୍ୟ ଭତ୍ତା କେନ୍ଦ୍ରରେ ପ୍ରବଳ ଗହଳି।

ଆଜି କୋରାପୁଟ ବ୍ଲକ ଅନ୍ତର୍ଗତ ଶିକ୍ଷକ କଲୋନୀ ବିଦ୍ୟାଳୟରେ ଅସ୍ଥାୟୀ ଭାବରେ ଚାଲୁଥିବା ବାର୍ଦ୍ଧକ୍ୟ ଭତ୍ତା କେନ୍ଦ୍ର ନିକଟରେ ପ୍ରବଳ ଗହଳି ଦେଖା ଦେଇଅଛି l କରୋନା ଦ୍ଵିତୀୟ ଲହରୀ ବର୍ତ୍ତମାନ ଲୋକଙ୍କ ଜୀବନ ନେବାକୁ ବସିଲାଣି କିନ୍ତୁ ବର୍ତ୍ତମାନ ଏହି କେନ୍ଦ୍ର ନିକଟରେ ପ୍ରାୟ ୫୦ ରୁ ଉର୍ଦ୍ଧ…
Read More...

ବୁଲା ପଶୁମାନଙ୍କୁ ଖାଦ୍ୟ ବଣ୍ଟନ।

କୋରାପୁଟ,୧୪/୫:-ଜିଲ୍ଲା ପ୍ରଶାସନର କରୋନା କଟକଣା ଯୋଗୁଁ ବର୍ତ୍ତମାନ ସହରରେ ଲକଡାଉନ ଓ ସଟଡାଉନ ଲାଗୁ କରାଯାଇଅଛି l ଏଥି ଯୋଗୁଁ ସହର ବଜାରରେ ବୁଲୁଥିବା ପଶୁ ମାନଙ୍କର ଖାଦ୍ୟ ଅଭାବ ଦେଖାଦେଇଛି l ଏହାକୁ ନଜରରେ ରଖି ଆଜି କୋରାପୁଟ ଜିଲ୍ଲା ପ୍ରଶାସନ ତଥା ପୌରପାଳିକା ସହଯୋଗରେ ସ୍ଥାନୀୟ…
Read More...

କାଳିଆ ଟଙ୍କା କିସ୍ତି ଦେଲେ ମୁଖ୍ୟମନ୍ତ୍ରୀ।

ଭୁବନେଶ୍ୱର,୧୪।୫(ବ୍ୟୁରୋ): କାଳିଆ ଯୋଜନାରେ ଚଳିତ ବର୍ଷର ଦ୍ୱିତୀୟ କିସ୍ତି ଟଙ୍କା ରାଜ୍ୟ ସରକାର ଚାଷୀମାନଙ୍କ ଆକାଉଣ୍ଟକୁ ପଠାଇଛନ୍ତି। ୪୨ ଲକ୍ଷ ଚାଷୀଙ୍କ ଖାତାକୁ ମୋଟ ୯୨୦ କୋଟି ଟଙ୍କା ଯାଇଥିବା ଶୁକ୍ରବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। ପ୍ରକାଶ ଯେ, ଶନିବାର ଅକ୍ଷୟ…
Read More...

କରୋନା ଆମର ବଡ ଶତ୍ରୁ। ମିଳିମିଶି ଲଢିବାକୁ ପଡିବ।

ନୂଆଦିଲ୍ଲୀ,୧୪।୫: ଦେଶରେ କରୋନା ପ୍ରକୋପ ଜାରି ରହିଛି। ଏହାରି ଭିତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ସାଢ଼େ ୯କୋଟିରୁ ଊର୍ଦ୍ଧ୍ୱ ଚାଷୀଙ୍କ ଖାତାକୁ ୧୯,୦୦୦ କୋଟି ଟଙ୍କା ଟ୍ରାନ୍ସଫର କରିଛନ୍ତି। ଭିଡିଓ କନ୍‌ଫରେନ୍ସିଂ ଜରିଆରେ ମୋଦି କିଶାନ ସମ୍ମାନ ନିଧି ଯୋଜନାର ଅଷ୍ଟମ କିସ୍ତି…
Read More...

କରୋନା ଟିକା ନେଲେ ମିଳିବ ୧୦ଲକ୍ଷ ଟଙ୍କା।

ଓ୍ବାଶିଂଟନ୍‌,୧୪।୫: କରୋନା ମହାମାରୀ ମଧ୍ୟରେ ସମଗ୍ର ଦେଶର ସରକାର ଲଗାତର ଟିକା ନେବାକୁ ପ୍ରୋତ୍ସାହିତ କରୁଛନ୍ତି। କରୋନା ଟିକା କେବଳ ଲୋକଙ୍କୁ ସୁରକ୍ଷା ଦିଏ ନାହିଁ, ବରଂ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବାରେ ସହାୟକ ହୋଇଥାଏ। ଆମେରିକାର ଏକ ସହରରେ ଟିକା ନେବା ପାଇଁ ଲୋକଙ୍କୁ…
Read More...

କେଜିରଓ୍ବାଲଙ୍କ ବଡ ଘୋଷଣା। ଅନାଥ ପିଲାଙ୍କ ପ୍ରତିପୋଷଣ ଓ ପାଠପଢା ଖର୍ଚ୍ଚ ବହନ କରିବ ଦିଲ୍ଲୀ ସରକାର।

ନୂଆଦିଲ୍ଲୀ,୧୪।୫: ଦେଶରେ କରୋନା ସ୍ଥିତି ଅସମ୍ଭାଳ ହେବାରେ ଲାଗିଛି। ପ୍ରତିଦିନ ହଜାର ହଜାର ସଂଖ୍ୟାରେ କରୋନା ଆକ୍ରାନ୍ତ ଚିହ୍ନଟ ହେଉଥିବା ବେଳେ ମୃତ୍ୟୁ ସଂଖ୍ୟା ବି ବୃଦ୍ଧି ପାଇବାରେ ଲାଗିଛି। ଏହାରି ଭିତରେ ସରକାର ଟିକାକରଣକୁ ତ୍ୱରାନ୍ବିତ କରିବା ପାଇଁ ସବୁ ରାଜ୍ୟର ସରକାରଙ୍କୁ…
Read More...

ଆସନ୍ତା ୧୭ରେ ବସିବ ସର୍ବଦଳୀୟ ବୈଠକ : ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୪।୫(ବ୍ୟୁରୋ): ବର୍ତ୍ତମାନ ରାଜ୍ୟରେ ଦୈନିକ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨ ହଜାର ଉପରେ ରହୁଥିବା ବେଳେ ମୃତ୍ୟୁସଂଖ୍ୟା ଦିନକୁ ୨୦ ଉପରେ ରହୁଛି। ଏପରି ସ୍ଥିତିରେ କିପରି କରୋନା ମୁକାବିଲା କରାଯିବ ସେନେଇ ଆସନ୍ତା ୧୭ରେ ସର୍ବଦଳୀୟ ବୈଠକ ବସିବ। ଏହି ବୈଠକ ବାଚସ୍ପତି…
Read More...

ଚନ୍ଦନ ଯାତ୍ରା ପାଇଁ ପୁରୀରେ ୧୪୪ ଧାରା ଲାଗୁ ହେବ।

ପୁରୀ,୧୪।୫: ଚନ୍ଦନଯାତ୍ରା ପାଇଁ ଶ୍ରୀକ୍ଷେତ୍ରରେ ୧୪୪ ଧାରା ଜାରି ହୋଇଛି। ଏ ନେଇ ସୂଚନା ଦେଇଛନ୍ତି ପୁରୀ ଏସ୍‌ପି। ନରେନ୍ଦ୍ର ପୁଷ୍କରିଣୀ ସହ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ଅଞ୍ଚଳରେ ୧୪୪ ଧାରା ଲାଗୁ ହେବ। ପୁରୀ ସହରର ବିଭିନ୍ନ ସ୍ଥାନରେ ୧୦ ପ୍ଲାଟୁନ ଫୋର୍ସ ମୁତୟନ ରହିବେ। କୋଭିଡ…
Read More...

ଚିନ୍ତା ବଢାଇଲାଣି ବ୍ଲାକ ଫଙ୍ଗସ।

ନୂଆଦିଲ୍ଲୀ,୧୪।୫: ଦେଶରେ କରୋନା ସଂକ୍ରମଣ ବଢ଼ିଚାଲିଥିବାବେଳେ ଏବେ ବିଭିନ୍ନ ରାଜ୍ୟରେ ବିରଳ ମ୍ୟୁକୋରମାଇକୋସିସ୍‌ ବା ବ୍ଲାକ୍‌ ଫଙ୍ଗସ୍‌ ସଂକ୍ରମଣ ଚିନ୍ତା ବଢ଼ାଇ ଦେଇଛି। ଏହି ଫଙ୍ଗସ୍‌ ଆଖି, ସାଇନସସ୍‌, ମସ୍ତିଷ୍କ, ଫୁସ୍‌ଫୁସ୍‌କୁ ସଂକ୍ରମଣ କରି ନଷ୍ଟ କରିଦେବା ସହ ଜୀବନ ପ୍ରତି ବିପଦ…
Read More...

ମୁସଲମାନ ଭାଇଭଉଣୀଙ୍କୁ ପବିତ୍ର ଇଦର ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ।

ଭୁବନେଶ୍ୱର,୧୪।୫(ବ୍ୟୁରୋ): ଶୁକ୍ରବାର ପାଳନ କରାଯାଉଛି ପବିତ୍ର ଇଦ୍‌ ଉଲ୍‌ ଫିତର। ଏହି ଅବସରରେ ମୁସଲମାନ ଭଉଣୀଭାଇଙ୍କୁ ଟୁଇଟ୍‌ କରି ଇଦ୍‌ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ ଏଥିରେ ଲେଖିଛନ୍ତି, ଇଦ୍‌ ଜୀବନରେ ଖୁସି, ଉତ୍ତମ ସ୍ବାସ୍ଥ୍ୟ, ଭଲ ପାଇବା…
Read More...