banner
Breaking
Yearly Archives

2021

ଭୁବନେଶ୍ୱରରେ ବଡ ଧରଣର ଡକାୟତି, ଲୁଟିନେଲେ କୋଟିଏ

ଭୁବନେଶ୍ୱର : ଭୁବନେଶ୍ୱର ଡ଼େଲଟା ଛକରେ ଥିବା ସୁନା ଦୋକାନରୁ ବଡ଼ ଧରଣର ଲୁଟ୍ । ଲକ୍ଷ୍ମୀ ନାରାୟଣ ନାମକ ଗହଣା ଦୋକାନରୁ ଶନିବାର ବିଳମ୍ବିତ ରାତିରେ ଏହି ଘଟଣା ଘଟିଛି । କୋଟିଏରୁ ଅଧିକ ଟଙ୍କାର ସୁନା ଓ ରୁପା ଗହଣା ଲୁଟ୍ ହୋଇଛି । ଚୋରୀ ସାମଗ୍ରୀ ମଧ୍ୟରେ ରହିଛି ୧ କେଜି ସୁନା, ୧୦କେଜି ରୁପା…
Read More...

ଆଜି ପୁଣି ବିଧାନସଭା ଅଚଳ, ଅଧାରୁ ସରିଯିବ କି?

ଭୁବନେଶ୍ୱର,୬/୧୩(ଓଡ଼ିଆ ନ୍ୟୁଜ): ବିଧାନସଭାର ଶୀତକାଳୀନ ଅଧିବେଶନ ଗତ ପାଞ୍ଚ ଦିନ ମଧ୍ୟରେ ଗୋଟିଏ ଦିନ ବି ଗୃହରେ କିଛି ଆଲୋଚନା ହୋଇ ନାହିଁ। ମମିତା ମେହେର ହତ୍ୟାକାଣ୍ଡ ପ୍ରସଙ୍ଗରେ ଗୃହ ରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଦାବିରେ ବିରୋଧୀ ଅଟଳ ରହି ହୋହାଲ୍କା କରିବା…
Read More...

ହୁହୁ ହୋଇ ମାଡୁଛି ଓମିକ୍ରନ୍, ସତର୍କ ରୁହନ୍ତୁ

ନୂଆଦିଲ୍ଲୀ,୬ ।୧୨: ବିଶ୍ୱର ପ୍ରାୟ ୩୮ଟି ଦେଶରେ ପହଞ୍ଚି ସାରିଥିବା କରୋନାର ଓମିକ୍ରନ୍ ଭାରିଏଣ୍ଟ ଭାରତରେ ବି ଦ୍ରୁତ ଗତିରେ ମାଡି ଚାଲିଛି । କାରଣ ଗତ ୪ ଦିନ ମଧ୍ୟରେ ଦେଶରେ ୨୧ ସଂକ୍ରମିତଙ୍କୁ ଚିହ୍ନଟ କରାଗଲାଣି । ପ୍ରଥମେ ୨ ଡିସେମ୍ବରରେ ଦେଶରେ ପ୍ରଥମ ଓମିକ୍ରନ୍ ସଂକ୍ରମିତ ଚିହ୍ନଟ…
Read More...

ଓମିକ୍ରନ୍ ଆକ୍ରାନ୍ତଙ୍କ ଲକ୍ଷଣ କଣ ଜାଣନ୍ତୁ

ନୂଆଦିଲ୍ଲୀ,୬ ।୧୨: ଧୀରେ ଧୀରେ ଓମିକ୍ରନ୍ ଭାରିଏଣ୍ଟ ତା’ର କାୟା ବିସ୍ତାର କରିବା ଆରମ୍ଭ କରି ଦେଇଛି । ରାଜଧାନୀ ଦିଲ୍ଲୀରେ ଜଣେ ସଂକ୍ରମିତଙ୍କୁ ଚିହ୍ନଟ କରାଯିବା ପରେ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ଖେଳିଯାଇଛି । ଏହାକୁ ନେଇ ସରକାର ସଜାଗ ଥିବା ବେଳେ ଚିକିତ୍ସା ଲାଗି ସମସ୍ତ ସୁବିଧା…
Read More...

କଳାମଣିମା ସ°କ୍ଷିପ୍ତ ପଞ୍ଜିକା-୨୦୨୨ ଲୋକାର୍ପିତ

ପୁରୀ : ଓଡ଼ିଶାର ଅଗ୍ରଣୀ ପ୍ରକାଶନୀ ସଂସ୍ଥା ‘କଳା ମଣିମା’ ଦ୍ୱାରା ଜ୍ୟୋତିର୍ବିଦ ପ୍ରଶାନ୍ତ କୁମାର ଆଚାର୍ଯ୍ୟଙ୍କ ସମ୍ପାଦନାରେ, ୨୦୨୨ ପାଇଁ ଏକ ସଂକ୍ଷିପ୍ତ ପଞ୍ଜିକା ସିଂହଦ୍ୱାର ସମ୍ମୁଖରେ ଲୋକାର୍ପିତ ହୋଇ ଯାଇଛି। ଅନେକ ବର୍ଷ ଧରି ଏହି ପଞ୍ଜିକାଟି ଓଡ଼ିଶାରେ ପ୍ରଚଳିତ ଅନ୍ୟାନ୍ୟ…
Read More...

ଏଥର ମିଳିବ ମାଗଣା ରାସ୍ତା। ବିଡିଏର ବଡ ନିଷ୍ପତ୍ତି

ଭୁବନେଶ୍ୱର,୬/୧୨(ବ୍ୟୁରୋ): ଜମିଜମା ସଂକ୍ରାନ୍ତରେ ଭୁବନେଶ୍ବର ଉନ୍ନୟନ କର୍ତ୍ତୃପକ୍ଷ(ବିଡିଏ) ପକ୍ଷରୁ ବଡ଼ ନିଷ୍ପତ୍ତି ନିଆଯାଇଛି। ଚଳିତ ବର୍ଷ ବିଡିଏ ଦ୍ବାରା ହୋଇଥିବା ନିୟମ ଅନୁସାରେ ବାହ୍ୟ ଭିତ୍ତିଭୂମି ବିକାଶ ଯୋଜନାରେ କୋଠା ମାଲିକଙ୍କୁ ଆଗୁଆ ଅର୍ଥ ଦେବାକୁ ପଡ଼ୁଥିବା ବେଳେ ଏଥିରେ…
Read More...

ଆଜି ଆପଣଙ୍କ ଦିନ କେମିତି କଟିବ ଜାଣନ୍ତୁ

ମେଷ: ସତ୍‌ସଙ୍ଗୀ ହୋଇପାରନ୍ତି। ଅଭୀଷ୍ଟ ସିଦ୍ଧିହେବାର ସୂଚନା ମିଳୁଛି। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ଅଧିକ କ୍ଷମତା ପାଇପାରି ସଦ୍‌ବ୍ୟବହାର କରିପାରନ୍ତି। ଜୀବେଦୟା ଧର୍ମ ପାଳିବେ। ବୃଷ: ମନରେ ବିଦ୍ବେଷ ଭାବ ଜାତ ହୋଇପାରେ। ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ଆର୍ଥିକ ସ୍ଥିତି…
Read More...

ଜଓ୍ବାଦ ପ୍ରଭାବରେ ପ୍ରବଳ ବର୍ଷା

ଭୁବନେଶ୍ବର,୬/୧୨(ବ୍ୟୁରୋ): ବାତ୍ୟା ‘ଜୱାଦ’ ପ୍ରଭାବରେ ଗତକାଲି ଉପକୂଳବର୍ତ୍ତୀ ଜିଲାଗୁଡିକରେ ଅତି ପ୍ରବଳ ବର୍ଷା ହୋଇଛି। ପାରାଦ୍ବୀପରେ ବାଦଲ ଫଟା ବର୍ଷା ହୋଇଥିବା ସୂଚନା ମିଳିଛି। ପାରାଦ୍ବୀପରେ ସର୍ବାଧିକ ବର୍ଷା ୨୦୧ ମିମି ରେକର୍ଡ କରାଯାଇଛି। ଜଗତସିଂହପୁର ଜିଲାର କୁଜଙ୍ଗରେ ୧୧୪ ମିମି,…
Read More...

ଭୁବନେଶ୍ବରୀ ମନ୍ଦିରରୁ ଚୋରି

ସମ୍ବଲପୁର,୫/୧୨(ବ୍ୟୁରୋ): ସମ୍ବଲପୁରରେ ଆଇନ ଶୃଙ୍ଖଳା ସମ୍ପୁର୍ଣ୍ଣ ଭୂଷୁଡି ପଡିଥିବାରୁ ନିୟମିତ ଚୋରି, ରାହାଜାନି, ଗୋଷ୍ଠୀ ସଂଘର୍ଷ, ଲୁଟ ଆଦି ଅପରାଧିକ ଘଟଣା ଅହେତୁକ ଭାବରେ ବୃଦ୍ଧି ପାଇଛି। ଅତ୍ୟନ୍ତ ସୁରକ୍ଷିତ ମଣା ଯାଉଥିବା ତଥା ଉତ୍ତରାଞ୍ଚଳ ପୁଲିସ ରେଞ୍ଜ ଡିଆଇଜି ଙ୍କ କାର୍ଯ୍ୟାଳୟ…
Read More...

ଦୁର୍ବଳ ହୋଇଗଲା ଜଓ୍ବାଦ

ଭୁବନେଶ୍ୱର,୪।୧୨(ବ୍ୟୁରୋ): ସମୁଦ୍ର ଭିତରେ ଦୁର୍ବଳ ହୋଇଯାଇଛି ସାମୁଦ୍ରିକ ଝଡ଼ ‘ଜୱାଦ୍‌’। ରାତିରେ ଗଭୀର ଅବପାତ ହେବା ସହ ଆହୁରି ଦୁର୍ବଳ ହେବାର ସମ୍ଭାବନା ରହିଛି। ଏଥି ସହିତ ପୁରୀରେ ପହଞ୍ଚିଲା ବେଳକୁ ପବନର ବେଗ କମିଯିବ। ଭାରତୀୟ ପାଣିପାଗ ବିଭାଗ(ଆଇଏମ୍‌ଡି) ମହାନିର୍ଦ୍ଦେଶକ…
Read More...