banner
Breaking
Yearly Archives

2021

ନୂଆବର୍ଷରେ ୬ ରାଜ୍ୟକୁ ଉପହାର ଦେଲେ ପ୍ରଧାନମନ୍ତ୍ରୀ।

ନୂଆଦିଲ୍ଲୀ,୧ ।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ସକାଳେ ଭିଡିଓ କନଫରେନସିଂ ଜରିଆରେ ୬ ରାଜ୍ୟକୁ ଲାଇଟ୍ ହାଉସ୍ ପ୍ରୋଜେକ୍ଟ ଉପହାର ଦେଇଛନ୍ତି । ନୂଆବର୍ଷରେ ମୋଦିଙ୍କର ଏହା ପ୍ରଥମ କାର୍ଯ୍ୟକ୍ରମ । ମୋଦି ଗ୍ଲୋବାଲ ହାଉସିଂ ଟେକ୍ନୋଲୋଜି ଚ୍ୟାଲେଞ୍ଜ ଇଣ୍ଡିଆ (ଜିଏଚ୍‌ଟିସି…
Read More...

ନବବର୍ଷର ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧।୧(ଓଡ଼ିଆ ନ୍ୟୁଜ): ପବିତ୍ର ଇଂରାଜୀ ନବବର୍ଷ ଅବସରରେ ଶୁକ୍ରବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ନବ ବର୍ଷର ଶୁଭେଚ୍ଛା ଜଣାଇନ୍ତି। ଟୁଇଟ୍‌ ଯୋଗେ ମୁଖ୍ୟମନ୍ତ୍ରୀ ଏହି ବାର୍ତ୍ତା ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ବର୍ଷ ୨୦୨୧ରେ କରୋନା ସଙ୍କଟ ଦୂର ହେବା ସହ ରାଜ୍ୟର…
Read More...

ପ୍ରତାପ ପଲାଇ “ଓଡ଼ିଶା ମିରର୍” ପରିଚାଳନା ସମ୍ପାଦକ।

ଭୁବନେଶ୍ୱର:- ଓଡିଶାର ସର୍ବାଧିକ ପ୍ରସାରିତ ଓଡ଼ିଆ ସାପ୍ତାହିକ ସମ୍ବାଦପତ୍ର"ଓଡ଼ିଶା ମିରର୍"ର ନୂତନ ପରିଚାଳନା ସମ୍ପାଦକ ଭାବେ ପ୍ରତାପ କୁମାର ପଲାଇଙ୍କୁ ନିଯୁକ୍ତି ମିଳିଛି। ଶ୍ରୀଯୁକ୍ତ ପଲାଇ ଜଣେ ଯୁବ ସମାଜସେବୀ ତଥା କର୍ପୋରେଟ ମ୍ୟାନେଜମେଣ୍ଟ ଅଧିକାରୀ ଭାବରେ ତାଙ୍କର ଦୀର୍ଘ ବର୍ଷର…
Read More...

ମେ ୪ ରୁ ସିବିଏସ ଇ ପରୀକ୍ଷା।

ନୂଆଦିଲ୍ଲୀ,୧/୧(ଓଡ଼ିଆ ନ୍ୟୁଜ)-ମେ’ ୪ରୁ ଆରମ୍ଭ ହେବ ସିବିଏସ୍‌ଇ ବୋର୍ଡ ପରୀକ୍ଷା। ଏ ନେଇ ଗୁରୁବାର କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ ଘୋଷଣା କରିଛନ୍ତି। ମାର୍ଚ୍ଚ୧ରୁ ପ୍ରାକ୍ଟିକାଲ ପରୀକ୍ଷା ଆରମ୍ଭ ହେବ। ଜୁଲାଇ ୧୫ ସୁଦ୍ଧା ରେଜଲ୍ଟ ପ୍ରକାଶ ପାଇବ। ସେହିପରି ଜୁନ ୧୦…
Read More...

ଆଜି ଆପଣଙ୍କ ଦିନ କେମିତି କଟିବ ଜାଣନ୍ତୁ।

ମେଷ:-ନୂଆ ବରଷର ନୂଆ ସକାଳରେ ଅନୁକୂଳ ଗ୍ରହସ୍ଥିତି ପାରିବାରିକ ସୁଖ, ଶରଧା ଓ ଆନନ୍ଦ ପ୍ରଦାନ କରିବ। କର୍ମାଧିପତି ଶନିଙ୍କ ପ୍ରାଧାନ୍ୟରୁ କର୍ମକ୍ଷେତ୍ରରେ ମର୍ଯ୍ୟାଦାଜନକ ସ୍ଥିତିରେ ରହିବେ। କଳା, ସାହିତ୍ୟ, କ୍ରୀଡ଼ା ଓ ଚଳଚ୍ଚିତ୍ରର ମାଦକତାକୁ ଉପଭୋଗ କରିବେ। ଉନ୍ନତ ସ୍ବାସ୍ଥ୍ୟ, ନୂତନ…
Read More...